ହୋମ୍ ଆଇସୋଲେସନ୍ ବ୍ୟକ୍ତିଙ୍କୁ ଏହି ମେଡିସିନ୍ ଖାଇବାକୁ ପରାମର୍ଶ ଦେଲେ ଡାକ୍ତର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ କରୋନା ମହାମାରୀ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଥିବା ବେଳେ ଭ୍ୟାକସିନ୍ କେବେ ବାହାରିବ, ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ। କରୋନାରୁ ସତର୍କ ରହିବା ପାଇଁ ଡାକ୍ତର ମଧ୍ୟ ବିଭିନ୍ନ ପରାମର୍ଶ ଦେଉଛନ୍ତି। ଯେଉଁମାନେ କରୋନା ପଜିଟିଭ୍ ଚିହ୍ନଟ ହୋଇ ହୋମ୍ ଆଇସୋଲେସନରେ ରହୁଛନ୍ତି, ସେମାନଙ୍କ ପାଇଁ SCB ମେଡିସିନ ବିଭାଗ ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡା ଖାସ୍ ପରାମର୍ଶ ଦେଇଛନ୍ତି। ଜୟନ୍ତ ପଣ୍ଡା କହିଛନ୍ତି, ହୋମ୍ ଆଇସୋଲେସନରେ ରହୁଥିବା ବ୍ୟକ୍ତି […]

favi

favi

Ranjit Kumar Jena
  • Published: Monday, 05 October 2020
  • Updated: 05 October 2020, 05:55 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ କରୋନା ମହାମାରୀ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଥିବା ବେଳେ ଭ୍ୟାକସିନ୍ କେବେ ବାହାରିବ, ତାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ। କରୋନାରୁ ସତର୍କ ରହିବା ପାଇଁ ଡାକ୍ତର ମଧ୍ୟ ବିଭିନ୍ନ ପରାମର୍ଶ ଦେଉଛନ୍ତି। ଯେଉଁମାନେ କରୋନା ପଜିଟିଭ୍ ଚିହ୍ନଟ ହୋଇ ହୋମ୍ ଆଇସୋଲେସନରେ ରହୁଛନ୍ତି, ସେମାନଙ୍କ ପାଇଁ SCB ମେଡିସିନ ବିଭାଗ ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡା ଖାସ୍ ପରାମର୍ଶ ଦେଇଛନ୍ତି।

ଜୟନ୍ତ ପଣ୍ଡା କହିଛନ୍ତି, ହୋମ୍ ଆଇସୋଲେସନରେ ରହୁଥିବା ବ୍ୟକ୍ତି ଫାଭିପିରାଭିର ଖାଇପାରିବେ। ତେବେ ଏହି ମେଡିସିନ୍ ରୋଗୀଙ୍କୁ ପ୍ରାଥମିକ ଅବସ୍ଥାରେ ଦେଲେ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସେ। ଏ କଥା କହିଛନ୍ତି SCB ମେଡିସିନ ବିଭାଗ ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡା। କିନ୍ତୁ କେଉଁମାନେ ଏହି ମେଡିସିନ ସେବନ କରିବେ ତାହାର ସବିଶେଷ ସୂଚନା ଦେଇଛନ୍ତି ଡାକ୍ତର ପଣ୍ଡା।

ସେ ଆହୁରି କହିଛନ୍ତି, ଠିକ୍ ଭାବେ ସେବନ କଲେ ଜ୍ୱର, କାଶର ପ୍ରାଦୁର୍ଭାବ କମିଯାଇପାରିବ। ରୋଗୀଙ୍କୁ ପାଞ୍ଚ ଦିନ ପାଇଁ ଫାଭିପିରାଭିର ଦେବା ବ୍ୟବସ୍ଥା କରାଯାଇଛି। ଲକ୍ଷଣହୀନ ରୋଗୀଙ୍କୁ ଏହା ଦିଆଯାଏ ନାହିଁ, ଲକ୍ଷଣଯୁକ୍ତ ରୋଗୀଙ୍କୁ ଦିଆଯାଏ। ଗର୍ଭବତୀ ମହିଳା, ଛୋଟ ପିଲା ଫାଭିପିରାଭିର ଖାଇପାରିବେ ନାହିଁ।

ରୋଗ ଚିହ୍ନଟ ହେବା ମାତ୍ରେ ପ୍ରଥମ ଦିନରୁ ଫାଭିପିରାଭିର ଦିଆଯାଇପାରିବ। କଟକ, ଭୁବନେଶ୍ୱର ଓ ପୁରୀରେ ଆକ୍ରାନ୍ତଙ୍କୁ ଯୋଗାଇ ଦିଆଯାଉଛି। ଫାଭିପିରାଭିର ଖାଇଲା ପରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖିଲେ ଡାକ୍ତରଙ୍କୁ ଜଣାନ୍ତୁ। ପତଳା ଝାଡ଼ା ହେଲେ, ପେଟ କାଟିଲେ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ।

ଫାଭିପିରାଭିର ମେଡିସିନ୍ ଡୋଜ୍ ନେଇ ଡାକ୍ତର ସଂପଦ ଦାସ କହିଛନ୍ତି, ଫାଭିପିରାଭିର ପ୍ରଥମ ଦିନ ସକାଳେ ୯ ଓ ରାତିରେ ୯ଟି ବଟିକା ଖାଇବେ। ୨ୟରୁ ପଞ୍ଚମ ଦିନ ପର୍ଯ୍ୟନ୍ତ ସକାଳେ ୪ଟି ଓ ରାତିରେ ୪ଟି ବଟିକା ଖାଇବେ। ଫାଭିପିରାଭିର ବା କୌଣସି ଔଷଧ ଖାଇଲେ ମଦ୍ୟପାନ ନକରିବା ଉଚିତ। ଫାଭିପିରାଭିର ସହ ନିଜର ପୂର୍ବ ରୋଗ ପାଇଁ ଔଷଧ ବି ଖାଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story