କଳାହାଣ୍ଡି: ଦୋକାନ ଗୃହ ଯୋଗାଇ ଦେବା ଦାବିରେ ଉଠା ଦୋକାନୀ ସଂଘର ଆମରଣ ଅନଶନ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଳା ଜୁନାଗଡ ନିୟନ୍ତ୍ରିତ ବଜାର କମିଟି ଦ୍ୱାରା ଧର୍ମଗଡ ଡାକ୍ତରଖାନା ସମ୍ମୁଖରେ ନିର୍ମାଣ ହୋଇଥିବା ୨୩ଟି ଆରୋଗ୍ୟ ଦୋକାନ ଗୃହରେ ଉଠା ଦୋକାନୀଙ୍କ ପାଇଁ ସ୍ଥାନ ସଂରକ୍ଷଣ ଉଠା ଦୋକାନୀ ସଂଘ ପକ୍ଷରୁ ଦାବି କରାଯାଇଛି । ଉଠା ଦୋକାନୀ ସଂଘ ପକ୍ଷରୁ ଧର୍ମଗଡ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ ହୋଇଛି । ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଦୀର୍ଘ ୩୦ବର୍ଷ ହେବ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା ସମ୍ମୁଖରେ ଉଠା […]

utha dokan

utha dokan

Rakesh Mallick
  • Published: Wednesday, 15 July 2015
  • Updated: 15 July 2015, 06:05 AM IST

Sports

Latest News

କଳାହାଣ୍ଡି: କଳାହାଣ୍ଡି ଜିଲ୍ଳା ଜୁନାଗଡ ନିୟନ୍ତ୍ରିତ ବଜାର କମିଟି ଦ୍ୱାରା ଧର୍ମଗଡ ଡାକ୍ତରଖାନା ସମ୍ମୁଖରେ ନିର୍ମାଣ ହୋଇଥିବା ୨୩ଟି ଆରୋଗ୍ୟ ଦୋକାନ ଗୃହରେ ଉଠା ଦୋକାନୀଙ୍କ ପାଇଁ ସ୍ଥାନ ସଂରକ୍ଷଣ ଉଠା ଦୋକାନୀ ସଂଘ ପକ୍ଷରୁ ଦାବି କରାଯାଇଛି । ଉଠା ଦୋକାନୀ ସଂଘ ପକ୍ଷରୁ ଧର୍ମଗଡ ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନ ଆରମ୍ଭ ହୋଇଛି । ସଂଘ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ଦୀର୍ଘ ୩୦ବର୍ଷ ହେବ ଧର୍ମଗଡ ଉପଖଣ୍ଡ ଡାକ୍ତରଖାନା ସମ୍ମୁଖରେ ଉଠା ଦୋକାନୀମାନେ ଚା’ ପାନ ଦୋକାନ କରି ଗୁଜୁରାଣ ମେଣ୍ଟାଉ ଥିଲେ । ଜୁନାଗଡ ନିୟନ୍ତ୍ରୀତ ବଜାର କମିଟି ନୂଆ ନୀତି ବଳରେ ୨୩ଟି ଦୋକାନ ଗୃହ ମଧ୍ୟରୁ ୧ ଓ ୨ ନମ୍ୱର  ଦୋକାନ ଗୃହ ଔଷଧ ଦୋକାନ, ୨୧କୁ ହରିଜନ, ୨୦କୁ ଆଦିବାସୀ, ୨୨କୁ ମହିଲା ସ୍ୱଂୟ ସହାୟକ ଗୋଷ୍ଠୀ, ୨୩କୁ ଶାରୀରିକ ଅକ୍ଷମ ଓ ୬ ନମ୍ୱର ଗୃହକୁ ବୁକିଂ କାଉଣ୍ଟର ଲାଗି ସଂରକ୍ଷଣ କରାଯାଇଛି । ବାକି ଗୃହକୁ ନିଲାମ କରାଯିବା ବୋଲି ନିୟନ୍ତ୍ରୀତ ବଜାର କମିଟି ପକ୍ଷରୁ ବିଜ୍ଞାପନ ବାହାର କରାଯାଇଛି । ଏହାକୁ ଉଠା ଦୋକାନୀ ସଂଘ ବିରୋଧ କରିବା ସହ ଏପରି କରାଗଲେ ପୂର୍ବରୁ ଦୋକାନ କରି ଗୁରୁରାଜ ମେଣ୍ଟାଉ ଥିବା ଉଠା ଦୋକାନୀମାନେ କୁଆଡେ ଯିବେ ବୋଲି ସଂଘ ପକ୍ଷରୁ ପ୍ରଶ୍ନ କରାଯାଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story