ବିଜେଡିକୁ ଫେରିପାରନ୍ତି ଦାମୋଦର ରାଉତ; ପୁଅ ଦେଲେ ସଙ୍କେତ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ବିଜେପି ନେତା ଡାକ୍ତର ଦାମୋଦର ରାଉତ ବିଜେଡିକୁ ଫେରିବା ନେଇ ଚର୍ଚ୍ଚା ହେଉଛି। ଦାମଙ୍କ ପୁଅ ସମ୍ବିତ ରାଉତରାୟ ଏହି ଚର୍ଚ୍ଚା ଆରମ୍ଭ କରିଛନ୍ତି। ଦାମବାବୁ ବିଜେପିକୁ ଯାଇ ଖୁସି ନାହାନ୍ତି ବୋଲି ସମ୍ବିତ ଅନୁମାନ କରିଛନ୍ତି। ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚାହିଁଲେ ବାପା ଦଳକୁ ଫେରି ଆସିବେ ବୋଲି ସେ କହିଛନ୍ତି। ସେ ଆହୁରି କହିଛନ୍ତି-“ଦାମବାବୁ ଜଣେ ଆଇସୋଲେଟେଡ୍‌ ପର୍ସନ ନୁହନ୍ତି। ରାଜନୀତିରେ ସବୁ କିଛି ସମ୍ଭବ। ସୁପ୍ରିମୋ […]

dr-rout-may-return-to-the-bjd-fold-says-his-mla-son-sambit

Manoranjan Sial
  • Published: Friday, 07 June 2019
  • Updated: 07 June 2019, 05:57 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ବରିଷ୍ଠ ବିଜେପି ନେତା ଡାକ୍ତର ଦାମୋଦର ରାଉତ ବିଜେଡିକୁ ଫେରିବା ନେଇ ଚର୍ଚ୍ଚା ହେଉଛି। ଦାମଙ୍କ ପୁଅ ସମ୍ବିତ ରାଉତରାୟ ଏହି ଚର୍ଚ୍ଚା ଆରମ୍ଭ କରିଛନ୍ତି। ଦାମବାବୁ ବିଜେପିକୁ ଯାଇ ଖୁସି ନାହାନ୍ତି ବୋଲି ସମ୍ବିତ ଅନୁମାନ କରିଛନ୍ତି। ତେବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଚାହିଁଲେ ବାପା ଦଳକୁ ଫେରି ଆସିବେ ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି-“ଦାମବାବୁ ଜଣେ ଆଇସୋଲେଟେଡ୍‌ ପର୍ସନ ନୁହନ୍ତି। ରାଜନୀତିରେ ସବୁ କିଛି ସମ୍ଭବ। ସୁପ୍ରିମୋ ଚାହିଁଲେ ଏହା ସମ୍ଭବ ହୋଇପାରେ। ଦାମ ବାବୁ ଜନତା ଦଳରୁ ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରିଥିଲେ। ଦୀର୍ଘଦିନ ଧରି ଜନତା ପରିବାର ଓ ବିଜେଡି ସହ ଥିଲେ। ହେଲେ ସେ ହଠାତ ଦଳ ଛାଡ଼ି ବିଜେପିରେ ଯୋଗଦେବାକୁ ଲୋକେ ଗ୍ରହଣ କରିପାରିଲେ ନାହିଁ। ଫଳରେ ବାଲିକୁଦା-ଏରସମାରେ ତାଙ୍କର ପରାଜୟ ହେଲା।”

ଦିନେ 'ବିଜେଡିର ତୁଣ୍ଡ' ଭାବେ ପରିଚିତ ଥିଲେ ଡାକ୍ତର ରାଉତ। ଅନେକ ସମୟରେ ବିବାଦୀୟ ମନ୍ତବ୍ୟ ଦେଇ ସେ ଶାସକ ଦଳକୁ ବିପଦରେ ପକାଇଥିଲେ। ଯେଉଁଥିପାଇଁ ତାଙ୍କୁ ମନ୍ତ୍ରୀ ପଦ ହରାଇବାକୁ ପଡ଼ିଥିଲା। ତା’ପରେ ମଧ୍ୟ ତାଙ୍କ ତୁଣ୍ଡ ବନ୍ଦ ହୋଇନଥିଲା। ସେ ପୂର୍ବ ଅପେକ୍ଷା ଅଧିକ କହିଲେ। ସେଥିପାଇଁ ତାଙ୍କୁ ଦଳରୁ ବିଦା ହେବାକୁ ପଡ଼ିଥିଲା। କିଛି ଦିନର ନିରବତା ପରେ ଡାକ୍ତର ରାଉତ ବିଜେପିରେ ମିଶିଥିଲେ। ଏପରିକି ବିଜେପି ତାଙ୍କୁ ଜଗତସିଂହପୁର ଜିଲ୍ଲାର ବାଲିକୁଦା-ଏରସମାରେ ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଥିଲା। ମାତ୍ର ସେଠାରେ ତାଙ୍କୁ ପରାଜିତ ହେବାକୁ ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story