ଡ୍ରେସ୍ କୋଡ୍ ମାନୁନାହାନ୍ତି ଅଫିସର, ହାଇକୋର୍ଟ ଖପ୍ପା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନବୀନ ପଟ୍ଟନାୟକଙ୍କ ସରକାରରେ ପତିଆରା ଜାହିର କରୁଥିବା ଅଫିସରମାନଙ୍କ ଆଚରଣ ଓ କାର୍ଯ୍ୟଶୈଳୀ ଏବେ ସରକାରୀ ଓକିଲଙ୍କ ପାଇଁ ସମସ୍ୟା ପାଲଟିଛି। କୋର୍ଟରେ ହାଜରବେଳେ ଅଫିସରମାନେ ଡ୍ରେସ୍ କୋଡ୍ ମାନୁନଥିବା ଓ ଠିକ୍ ସମୟରେ ସତ୍ୟପାଠ ଦାଖଲ କରୁନଥିବାରୁ ହାଇକୋର୍ଟ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଅଫିସରମାନଙ୍କ ଏଭଳି ଆଚରଣକୁ ହାଇକୋର୍ଟ ଗୁରୁତ୍ୱର ସହ ନେବାପରେ ଆଡଭୋକେଟ୍ ଜେନେରାଲ କାର୍ଯ୍ୟାଳୟ ପକ୍ଷରୁ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କୁ ଏସବୁ ପ୍ରତି ତୁରନ୍ତ ଦୃଷ୍ଟି […]

578

578

Tapas Behera
  • Published: Friday, 11 October 2019
  • Updated: 11 October 2019, 10:06 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନବୀନ ପଟ୍ଟନାୟକଙ୍କ ସରକାରରେ ପତିଆରା ଜାହିର କରୁଥିବା ଅଫିସରମାନଙ୍କ ଆଚରଣ ଓ କାର୍ଯ୍ୟଶୈଳୀ ଏବେ ସରକାରୀ ଓକିଲଙ୍କ ପାଇଁ ସମସ୍ୟା ପାଲଟିଛି। କୋର୍ଟରେ ହାଜରବେଳେ ଅଫିସରମାନେ ଡ୍ରେସ୍ କୋଡ୍ ମାନୁନଥିବା ଓ ଠିକ୍ ସମୟରେ ସତ୍ୟପାଠ ଦାଖଲ କରୁନଥିବାରୁ ହାଇକୋର୍ଟ ମଧ୍ୟ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଅଫିସରମାନଙ୍କ ଏଭଳି ଆଚରଣକୁ ହାଇକୋର୍ଟ ଗୁରୁତ୍ୱର ସହ ନେବାପରେ ଆଡଭୋକେଟ୍ ଜେନେରାଲ କାର୍ଯ୍ୟାଳୟ ପକ୍ଷରୁ ମୁଖ୍ୟ ସଚିବ ଅସିତ୍ କୁମାର ତ୍ରିପାଠୀଙ୍କୁ ଏସବୁ ପ୍ରତି ତୁରନ୍ତ ଦୃଷ୍ଟି ଦେବାକୁ ପରାମର୍ଶ ଦିଆଯାଇଛି।
ମିଳିଥିବା ସୂଚନା ଅନୁସାରେ ଆଡଭୋକେଟ୍ ଜେନେରାଲ(ଏଜି)ଙ୍କ କାର୍ଯ୍ୟାଳୟ ପକ୍ଷରୁ ଚଳିତମାସ ୧ତାରିଖରେ ରାଜ୍ୟ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀଙ୍କୁ ଚିଠି ଲେଖାଯାଇ ୨ଟି ପ୍ରସଙ୍ଗରେ ତୁରନ୍ତ ହସ୍ତକ୍ଷେପ କରିବାକୁ ପରାମର୍ଶ ଦିଆଯାଇଛି। ଆଡଭୋକେଟ୍ ଜେନେରାଲଙ୍କ ପରାମର୍ଶରେ ତାଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ସରକାରୀ ଓକିଲ ରମାକାନ୍ତ ମହାପାତ୍ର ସରକାରୀ ଅଫିସରମାନେ ବ୍ୟକ୍ତିଗତ ହାଜିରାବେଳେ ଉପଯୁକ୍ତ ଡ୍ରେସ୍ କୋଡରେ ଆସୁନଥିବା ସମ୍ପର୍କରେ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀଙ୍କୁ ଅବଗତ କରିଛନ୍ତି। ସେ କହିଛନ୍ତି ଯେ, ହାଇକୋର୍ଟରେ କୌଣସି ମାମଲାରେ ବ୍ୟକ୍ତିଗତ ହାଜର ପକାଉଥିବା

ଅଫିସରମାନେ ଉପଯୁକ୍ତ ଡ୍ରେସ୍ କୋର୍ଡରେ ଆସୁନଥିବାରୁ କୋର୍ଟ ଏହାକୁ ଗୁରୁତ୍ୱର ସହ ନେଉଛନ୍ତି ଓ ସେତେବେଳେ କାର୍ଯ୍ୟ ସମ୍ପାଦନ କରିବାରେ ସରକାରୀ ଓକିଲଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ସେହିପରି ହାଇକୋର୍ଟଙ୍କ ନିର୍ଦ୍ଦେଶ ସତ୍ତେ୍ୱ ଅଧିକାଂଶ ସମୟରେ ସରକାରୀ ଅଫିସରମାନେ ନିର୍ଦ୍ଧାରିତ ସମୟ ମଧ୍ୟରେ ସତ୍ୟପାଠ(ଆଫିଡେଭିଟ୍) ଦାଖଲ କରୁନାହାନ୍ତି। ଯେତେବେଳେ କୋର୍ଟ କୌଣସି ମାମଲାରେ ନିର୍ଦ୍ଦେଶ ଅବା ରାୟ ଦେଉଛନ୍ତି ସମ୍ପୃକ୍ତ ଅଫିସରମାନେ ଯଥାଶୀଘ୍ର ନିର୍ଦ୍ଧାରିତ ଅବଧି ମଧ୍ୟରେ ଆଫିଡେଭିଟ୍ ଅବା କାଉଣ୍ଟର ଆଫିଡେଭିଟ୍ ଦାଖଲ କରିବା ଉଚିତ୍। ଯାହାଫଳରେ କୋର୍ଟଙ୍କ ପ୍ରତିକୂଳ ରାୟ ଅବା ନିର୍ଦ୍ଦେଶକୁ ଏଡ଼ାଇ ଯାଇହେବ ବୋଲି ଏଜି କାର୍ଯ୍ୟାଳୟ ପରାମର୍ଶ ଦେଇଛନ୍ତି।

ତେଣୁ ଏସବୁକୁ ଦୃଷ୍ଟିରେ ରଖି ଅନାବଶ୍ୟକ ଲଜ୍ଜ୍ୟାଜନକ ସ୍ଥିତି ଏଡ଼ାଇବା ପାଇଁ ସମସ୍ତ ଅଫିସରଙ୍କୁ ଏନେଇ ଆବଶ୍ୟକ ନିର୍ଦ୍ଦେଶାନାମା ଜାରି କରିବା ପାଇଁ ଏଜି କାର୍ଯ୍ୟାଳୟ ପକ୍ଷରୁ ମୁଖ୍ୟ ସଚିବ ଶ୍ରୀ ତ୍ରିପାଠୀଙ୍କୁ ଅନୁରୋଧ କରାଯାଇଛି। ଏଜିଙ୍କ ଏଭଳି ପରାମର୍ଶ ଉପରେ ରାଜ୍ୟ ସରକାର ତକ୍ରାଳ ପଦକ୍ଷେପ ନେଇ ସମସ୍ତ ସଚିବ, ବିଭାଗୀୟ ମୁଖ୍ୟ, ଜିଲ୍ଲାପାଳମାନଙ୍କୁ ଏହି ଦୁଇଟି ପ୍ରସଙ୍ଗ ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story