୧୪୩ ନମ୍ୱର ଜାତୀୟ ରାଜପଥରେ ଘଟିଲା ଛାତିଥରା ଦୁର୍ଘଟଣା

ବଣାଇ (ରଞ୍ଜିତ ଚୌଧୁରୀ): ଛାତିଥରା ଦୁର୍ଘଟଣା। ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିଲା ଟ୍ରକ୍‌। ପଛରେ ପିଟିହେଲା ଟମାଟୋ ବୋଝେଇ ପିକ୍‌ଅପ୍‌। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସୁନ୍ଦରଗଡ଼ ଜିଲ୍ଲା ଦେଇ ଯାଇଥିବା ୧୪୩ ନମ୍ୱର ଜାତୀୟ ରାଜପଥରେ ଘଟିଛି। ଦୁର୍ଘଟଣାରେ ପିକ୍‌ଅପ୍‌ ହେଲ୍‌ପରଙ୍କ ମୃତ୍ୟୁ ଘଟିଥିବା ବେଳେ ଚାଳକ ଗୁରୁତର ଆହତ ହୋଇଛନ୍ତି। ୧୪୩ ନମ୍ୱର ଜାତୀୟ ରାଜପଥର ବିରତୋଲା ବଜାର ନିକଟସ୍ଥ ରାସ୍ତା ପାର୍ଶ୍ୱରେ ଗୋଟିଏ ଟ୍ରକ୍‌ ଛିଡ଼ା ହୋଇଥିଲା। ଠିକ୍‌ ଏହି ସମୟରେ […]

Accident

Accident

Manoranjan Sial
  • Published: Saturday, 19 November 2022
  • Updated: 19 November 2022, 03:42 PM IST

Sports

Latest News

ବଣାଇ (ରଞ୍ଜିତ ଚୌଧୁରୀ): ଛାତିଥରା ଦୁର୍ଘଟଣା। ରାସ୍ତା ପାର୍ଶ୍ୱରେ ଛିଡ଼ା ହୋଇଥିଲା ଟ୍ରକ୍‌। ପଛରେ ପିଟିହେଲା ଟମାଟୋ ବୋଝେଇ ପିକ୍‌ଅପ୍‌। ଆଜି ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ସୁନ୍ଦରଗଡ଼ ଜିଲ୍ଲା ଦେଇ ଯାଇଥିବା ୧୪୩ ନମ୍ୱର ଜାତୀୟ ରାଜପଥରେ ଘଟିଛି। ଦୁର୍ଘଟଣାରେ ପିକ୍‌ଅପ୍‌ ହେଲ୍‌ପରଙ୍କ ମୃତ୍ୟୁ ଘଟିଥିବା ବେଳେ ଚାଳକ ଗୁରୁତର ଆହତ ହୋଇଛନ୍ତି।

୧୪୩ ନମ୍ୱର ଜାତୀୟ ରାଜପଥର ବିରତୋଲା ବଜାର ନିକଟସ୍ଥ ରାସ୍ତା ପାର୍ଶ୍ୱରେ ଗୋଟିଏ ଟ୍ରକ୍‌ ଛିଡ଼ା ହୋଇଥିଲା। ଠିକ୍‌ ଏହି ସମୟରେ ରାଉରକେଲ୍‌ରୁ ଖୁଣ୍ଟଗାଁ ବଜାର ଅଭିମୁଖେ ଟମାଟ ବୋଝେଇ କରି ଯାଉଥିବା ଏକ ପିକ୍‌ଅପ୍‌, ଟ୍ରକ୍‌ ପଛରେ ପିଟି ହୋଇଯାଇଥିଲା। ଫଳରେ ପିକ୍‌ଅପ୍‌ ଭ୍ୟାନ୍‌ ଡ୍ରାଇଭର ଜୁନିୟାନି ଗାଁର ରୋଶନ ଅଲ୍ଲି(୪୯) ଓ ଗୋଲେରାମ ମୁଣ୍ଡା ଗୁରୁତର ଆହତ ହୋଇଥିଲେ।

ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ବଣାଇ ଉପଖଣ୍ଡ ଚିକିତ୍ସାଲୟରେ ଭର୍ତ୍ତି କରିଥିଲେ। ସେଠାରେ ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ରାଉଲକେଲା ସ୍ଥାନାନ୍ତରିତ କରାଯାଇଛି। ଶେଷ ଖବର ସୁଦ୍ଧା ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗୋଲେରାମ ମୁଣ୍ଡାଙ୍କ ମୃତ୍ୟୁ ଘଟିଥିବା ବେଳେ ରୋଶନ ଅଲ୍ଲୀ ଏବେବି ସେଠାରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗ ଜନକ ରହିଛି।

ଚାନ୍ଦିପୋଷ ଥାନା ପୁଲିସ ଗାଡ଼ି ଜବତ କରିବା ସହ ଘଟଣାର ତଦନ୍ତ ଚଳାଇଛି। ତେବେ ଛିଡା ହୋଇଥିବା ଟ୍ରକ୍‌ଟି ଦୁର୍ଘଟଣା ଘଟିବା ପରେ ପଳାଇ ଯାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story