ଖୋର୍ଦ୍ଧାରୁ କୁଖ୍ୟାତ ବ୍ରାଉନ୍‌ସୁଗାର ବେପାରୀ ଗିରଫ

ଖୋର୍ଦ୍ଧା: ଖୋର୍ଦ୍ଧାରୁ କୁଖ୍ୟାତ ବ୍ରାଉନ୍‌ସୁଗାର ବେପାରୀ ଗିରଫ ହୋଇଛି। ସେ ହେଉଛି ଠେଙ୍ଗାହାଟର ସୋମନାଥ ଭୂଜବଳ । ସୋମନାଥ ଠାରୁ  ୨୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଓ ନଗଦ ୨ ଲକ୍ଷ ଟଙ୍କା ଅବକାରୀ ବିଭାଗ ଜବତ କରିଛି। ଏହାଛଡ଼ା ତା’ ପାଖରୁ ଗୋଟିଏ ବନ୍ଧୁକ ଓ ୨ଟି ଜୀବନ୍ତ ଗୁଳି ମିଳିଛି। ସେ ଜଳେଶ୍ୱରରୁ ବ୍ରାଉନ୍‌ସୁଗାର ଆଣି ନିଜ ଘରେ ବିକୁଥିବା ସୂଚନା ମିଳିଛି।

giraf

Rakesh Mallick
  • Published: Tuesday, 13 June 2017
  • , Updated: 13 June 2017, 03:01 PM IST

ଖୋର୍ଦ୍ଧା: ଖୋର୍ଦ୍ଧାରୁ କୁଖ୍ୟାତ ବ୍ରାଉନ୍‌ସୁଗାର ବେପାରୀ ଗିରଫ ହୋଇଛି। ସେ ହେଉଛି ଠେଙ୍ଗାହାଟର ସୋମନାଥ ଭୂଜବଳ । ସୋମନାଥ ଠାରୁ  ୨୦ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଓ ନଗଦ ୨ ଲକ୍ଷ ଟଙ୍କା ଅବକାରୀ ବିଭାଗ ଜବତ କରିଛି। ଏହାଛଡ଼ା ତା’ ପାଖରୁ ଗୋଟିଏ ବନ୍ଧୁକ ଓ ୨ଟି ଜୀବନ୍ତ ଗୁଳି ମିଳିଛି।

ସେ ଜଳେଶ୍ୱରରୁ ବ୍ରାଉନ୍‌ସୁଗାର ଆଣି ନିଜ ଘରେ ବିକୁଥିବା ସୂଚନା ମିଳିଛି।

Related story