ଡୁବୁରୀ ପୂର୍ବ କେନାଲ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଅନୁଗୋଳ: ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଡୁବୁରୀ ପୂର୍ବ କେନାଲ ସହକାରୀ ନିର୍ବାହୀ ଯନ୍ତ୍ରୀ କେ.କେ ତ୍ରିପାଠୀଙ୍କର ଅନୁଗୋଳ ଶିମିଳିପଡ଼ା ସ୍ଥିତ ଘରେ ଆଜି ଭିଜିଲାନ୍ସ ଚଢ଼ାଉ କରିଛି।  ବଅଁରପାଳ ସ୍ଥିତ  ତାଙ୍କ ଶ୍ୱଶୁର ଘର ସମେତ ୫ଟି ସ୍ଥାନରେ  ଭିଜିଲାନ୍ସ ଚଢ଼ାଉ କରିଛି। କଟକ ଭିଜିଲାନ୍ସ ସେଲ୍‌ର ଡିଏସପି ଦିଲୀପ କୁମାରଙ୍କ ନେତୃତ୍ୱରେ  ଏହି ଚଢ଼ାଉ କରାଯାଇଛି। ଚଢ଼ାଉ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ  କାଗଜପତ୍ର ଜବତ କରାଯାଇଛି।

vigilace

vigilace

Rakesh Mallick
  • Published: Tuesday, 17 May 2016
  • Updated: 17 May 2016, 10:43 AM IST

Sports

Latest News

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story