ବ୍ରାଣ୍ଡ ଅସଲି, ଭିତରେ ମାଲ୍ ନକଲି

କଟକ(ଓଡ଼ିଶା ରିପୋର୍ଟର): ବ୍ରାଣ୍ଡେଡ୍ ପ୍ୟାକେଟ ଭିତରେ ଡୁପ୍ଲିକେଟ ମାଲ୍ । ଅସଲି ବ୍ରାଣ୍ଡ ଭିତରେ ରହିଛି ନକଲି ଚାହା ପତି । ମହଙ୍ଗା ପକେଟ ଦେଖି ଗ୍ରାହକ ଏହି ଚାହା ପତି ପ୍ୟାକେଟ କିଣିବା ବେଳେ ସେଥିରୁ ବାହାରୁଛି ଡୁପ୍ଲିକେଟ ମାଲ୍ । ଅମୃତଭଣ୍ଡା ଗଛର ପତ୍ର ଗୁଣ୍ଡରେ ଚାହା ପତି ପ୍ରସ୍ତୁତ ହେଉଛି । ଏହା ବିଶ୍ୱାସ ହେଉନଥିଲେ ମଧ୍ୟ ପୁରା ସତ । ଘିଅ, ପନିର, ଧୂପକାଠି, ପୂଜା ସାମଗ୍ରୀ ପରେ କଟକରୁ ପୁଣି […]

fake-tea-factory-busted

fake-tea-factory-busted

Madhupriya Mistry
  • Published: Wednesday, 06 January 2021
  • Updated: 06 January 2021, 12:49 PM IST

କଟକ(ଓଡ଼ିଶା ରିପୋର୍ଟର): ବ୍ରାଣ୍ଡେଡ୍ ପ୍ୟାକେଟ ଭିତରେ ଡୁପ୍ଲିକେଟ ମାଲ୍ । ଅସଲି ବ୍ରାଣ୍ଡ ଭିତରେ ରହିଛି ନକଲି ଚାହା ପତି । ମହଙ୍ଗା ପକେଟ ଦେଖି ଗ୍ରାହକ ଏହି ଚାହା ପତି ପ୍ୟାକେଟ କିଣିବା ବେଳେ ସେଥିରୁ ବାହାରୁଛି ଡୁପ୍ଲିକେଟ ମାଲ୍ । ଅମୃତଭଣ୍ଡା ଗଛର ପତ୍ର ଗୁଣ୍ଡରେ ଚାହା ପତି ପ୍ରସ୍ତୁତ ହେଉଛି । ଏହା ବିଶ୍ୱାସ ହେଉନଥିଲେ ମଧ୍ୟ ପୁରା ସତ । ଘିଅ, ପନିର, ଧୂପକାଠି, ପୂଜା ସାମଗ୍ରୀ ପରେ କଟକରୁ ପୁଣି ମିଳିଛି ଏଭଳି ନକଲି ଚାହା ପତି ।

କଟକ ସଦର ଥାନା ମୁକାମେଶ୍ୱର ଗାଁରୁ ବିପୁଳ ପରିମାରଣ ନକଲି ଚାହା ପତି ଫ୍ୟାକ୍ଟ୍ରିଠାବ ହୋଇଛି । ଆଜି ସକାଳୁ କଟକ ସଦର ପୁଲିସ କୌଣସି ସୁତ୍ରରୁ ଖବର ପାଇଁ ଚଢାଉ କରି ଏହି ସାମଗ୍ରୀ ଜବତ କରିଛି । ଉକ୍ତ କମ୍ପାନିରେ ଚଢ଼ାଉ କରିଥିବା ବେ‌ଳେ ପ୍ରାୟ ୫୦ କ୍ୱିଣ୍ଟାଲ୍‌ରୁ ଅଧିକ ପରିମାଣର ନକଲି ଚାହା ପତି, ନାମୀଦାମୀ କମ୍ପାନିର ଲୋ‌ଗୋ, ଷ୍ଟିକର ଜବତ କରିବା ସହ ଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ।

ଏକ ଆଜବେଷ୍ଟସ ଘରେ ଚାଲିଥିଲା ଏହି ନକଲି ବେପାର । ଏହି କମ୍ପାନୀ ଭିତରେ ଦୀର୍ଘ ବର୍ଷ ଧରି ନକଲି ଚାହା ନିର୍ମାଣ ହେଉଥିଲା। କିଛି ବ୍ରାଣ୍ଡେଡ କମ୍ପାନୀର ପକେଟରେ ନକଲି ଚାହାକୁ ଫ୍ୟାକିଂ କରି ବଜାରକୁ ଛଡା ଯାଉଥିଲା। କଟକ ପୋଲିସ୍ ଓ ସିଏମ୍ସି ଟିମ୍ ମିଳିତ ଭାବେ ଚଢ଼ଉ କରି ଏସବୁକୁ ଜବତ କରିଛି ।

ତେବେ ଏହି ଗୋଟିଏ ଘଟଣା ନୁହେଁ ଏହାପୂର୍ବରୁ ଘିଅ, ମସଲା, ପନିର୍ ଭଳି ଏକାଧିକ ଖାଦ୍ୟ ସାମଗ୍ରୀ ନକଲି ପ୍ରସ୍ତୁତକାରୀ କମ୍ପାନି କଟକରୁ ଠାବ ହୋଇଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story