ବିଶାଖାପାଟଣାରେ ପ୍ରବାସୀ ଓଡ଼ିଆ ପାଳିଲେ ଦୁର୍ଗା ପୂଜା

ବିଶାଖାପାଟଣା:ଶାରଦୀୟ ଦୂର୍ଗାପୂଜା ପାଇଁ ଉତ୍ସବମୁଖର ବିଶାଖାପାଟଣା ସହର। ଦଶପଲ୍ଲା ହିଲ୍ସ ଜଗନ୍ନାଥ ମନ୍ଦିର ନିକଟରେ ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ଉତ୍କଳ ସାଂସ୍କୃତିକ ସମାଜ ପକ୍ଷରୁ ଦଶହରା ପାଳନ କରାଯାଇଛି। ଦଶଭୂଜା ମାଙ୍କ ମୃଣ୍ମୟ ମୂର୍ତ୍ତି ସହ ପାର୍ଶ୍ୱ ଦେବାଦେବୀ ଗଣେଶ, କାର୍ତ୍ତିକ, ଲକ୍ଷ୍ମୀ ଓ ସରସ୍ୱତୀଙ୍କୁ ପୂଜା କରାଯାଇଥିଲା। ସୁସଜ୍ଜିତ ତୋରଣ ସହ ରଙ୍ଗୀନ ଆଲୋକମାଳାରେ ମଣ୍ଡପକୁ ସଜା ଯାଇଥିଲା। ପ୍ରତ୍ୟେକ ଦିନ ବୈଦିକ ରୀତିରେ ଚଣ୍ଡିପୂଜା ହେବା ସହ ଷୋଡ଼ଶ ଉପଚାର ପୂଜା କରାଯାଇଥିଲା।  ୧୯୭୨ […]

drga

drga

Rakesh Mallick
  • Published: Saturday, 30 September 2017
  • Updated: 30 September 2017, 06:18 AM IST

Sports

Latest News

ବିଶାଖାପାଟଣା:ଶାରଦୀୟ ଦୂର୍ଗାପୂଜା ପାଇଁ ଉତ୍ସବମୁଖର ବିଶାଖାପାଟଣା ସହର। ଦଶପଲ୍ଲା ହିଲ୍ସ ଜଗନ୍ନାଥ ମନ୍ଦିର ନିକଟରେ ପ୍ରବାସୀ ଓଡ଼ିଆ ଅନୁଷ୍ଠାନ ଉତ୍କଳ ସାଂସ୍କୃତିକ ସମାଜ ପକ୍ଷରୁ ଦଶହରା ପାଳନ କରାଯାଇଛି। ଦଶଭୂଜା ମାଙ୍କ ମୃଣ୍ମୟ ମୂର୍ତ୍ତି ସହ ପାର୍ଶ୍ୱ ଦେବାଦେବୀ ଗଣେଶ, କାର୍ତ୍ତିକ, ଲକ୍ଷ୍ମୀ ଓ ସରସ୍ୱତୀଙ୍କୁ ପୂଜା କରାଯାଇଥିଲା। ସୁସଜ୍ଜିତ ତୋରଣ ସହ ରଙ୍ଗୀନ ଆଲୋକମାଳାରେ ମଣ୍ଡପକୁ ସଜା ଯାଇଥିଲା। ପ୍ରତ୍ୟେକ ଦିନ ବୈଦିକ ରୀତିରେ ଚଣ୍ଡିପୂଜା ହେବା ସହ ଷୋଡ଼ଶ ଉପଚାର ପୂଜା କରାଯାଇଥିଲା।  ୧୯୭୨ ମସିହା ପରଠାରୁ ପ୍ରତ୍ୟେକ ବର୍ଷ ଉତ୍କଳ ସାଂସ୍କୃତିକ ସମାଜ ପକ୍ଷରୁ ଦଶହରା ପୂଜା ପାଳନ କରାଯାଉଛି। ଏଥିସହ ଇଷ୍ଟକୋଷ୍ଟ ରେଳବାଇରେ କାର୍ଯ୍ୟରତ ବଙ୍ଗାଳୀ ପରିବାର ପକ୍ଷରୁ ରେଳ ଷ୍ଟେସନ ନିକଟ ମା’ କାଳୀଙ୍କ ମନ୍ଦିର ପରିସରରେ ବଡ ଧୂମଧାମରେ ଦୁର୍ଗା ପୂଜା ପାଳନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story