ଡଷ୍ଟବିନରେ ପଡି ନବଜାତ ଶିଶୁ ଗୁରୁତର ଘଟଣା: ୨୦ଦିନ ପରେ ବି ଚେତା ଫେରିନି, ଫେରାଇ ଦେଲେ ବୁର୍ଲା ଡାକ୍ତରଖାନା କର୍ତ୍ତୃପକ୍ଷ

ବଲାଙ୍ଗିର: ଗତ ୧୦ ତାରିଖରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଡଷ୍ଟବିନରେ ପଡିଯାଇଥିବା ନବଜାତ ଶିଶୁର ଅବସ୍ଥା ଏବେ ବି ଗୁରୁତର ରହିଛି । ଘଟଣା ପରେ ଶିଶୁଟିକୁ ଗୁରୁତର ଅବସ୍ଥାରେ ବୁର୍ଲା ବଡ ଡାକ୍ତରଖାନାକୁ ପଠାଯାଇଥିଲା। ସେଠାରେ ୨୦ଦିନ ଚିକିତ୍ସା ପରେ ମଧ୍ୟ ଶିଶୁଟିର ଚେତା ନ ଫେରିନି । ଏପରିସ୍ଥିତିରେ ଅଧିକ ଚିକିତ୍ସା କରିବା ପରିବର୍ତ୍ତେ ମେଡିକାଲ କର୍ତ୍ତୃପକ୍ଷ ଶିଶୁଟିକୁ ଫେରାଇ ଦେଇଥିବା ଅଭିଯୋଗ ହେଉଛି । ଏହା […]

smb

smb

Rakesh Mallick
  • Published: Friday, 02 October 2015
  • Updated: 02 October 2015, 01:13 PM IST

ବଲାଙ୍ଗିର: ଗତ ୧୦ ତାରିଖରେ ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଡଷ୍ଟବିନରେ ପଡିଯାଇଥିବା ନବଜାତ ଶିଶୁର ଅବସ୍ଥା ଏବେ ବି ଗୁରୁତର ରହିଛି । ଘଟଣା ପରେ ଶିଶୁଟିକୁ ଗୁରୁତର ଅବସ୍ଥାରେ ବୁର୍ଲା ବଡ ଡାକ୍ତରଖାନାକୁ ପଠାଯାଇଥିଲା। ସେଠାରେ ୨୦ଦିନ ଚିକିତ୍ସା ପରେ ମଧ୍ୟ ଶିଶୁଟିର ଚେତା ନ ଫେରିନି । ଏପରିସ୍ଥିତିରେ ଅଧିକ ଚିକିତ୍ସା କରିବା ପରିବର୍ତ୍ତେ ମେଡିକାଲ କର୍ତ୍ତୃପକ୍ଷ ଶିଶୁଟିକୁ ଫେରାଇ ଦେଇଥିବା ଅଭିଯୋଗ ହେଉଛି । ଏହା ଜଣାପଡିବା ପରେ ଗଣମାଧ୍ୟମର ହସ୍ତକ୍ଷେପ ଯୋଗୁଁ ଶିଶୁଟିକୁ ପୁଣି ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ, ସେପ୍ଟେମ୍ବର ୧୦ ତାରିଖରେ ବିଲେଇକାନି ଗାଁର ମମତା ତାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଭର୍ତ୍ତି ହୋଇଥିଲେ। ପିଲାଜନ୍ମ ବେଳେ ଦାୟିତ୍ୱରେ ଥିବା ନର୍ସଙ୍କ ଅସାବଧାନତା ଯୋଗୁଁ ଶିଶୁପୁତ୍ରଟି ବେଡ୍ ନିକଟରେ ଥିବା ଡଷ୍ଟବିନରେ ପଡିଯାଇ କୋମାକୁ ଚାଲିଯାଇଥିଲା । ସେତେବେଳେ ଶିଶୁଟିକୁ ବୁର୍ଲା ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ୨୦ଦିନ ଚିକିତ୍ସା ପରେ ମଧ୍ୟ ଶିଶୁଟିର ସ୍ୱାସ୍ଥ୍ୟାବସ୍ଥାରେ କୌଣସି ପରିବର୍ତ୍ତନ ଘଟି ନ ଥିଲା । ଏପରି ସ୍ଥିତିରେ ମେଡିକାଲ କର୍ତ୍ତୃପକ୍ଷ ପିଲାଟିର ଅଧିକ ଚିକିତ୍ସା କରିବା ପରିବର୍ତ୍ତେ ଫେରାଇ ଦେଇଥିବା ଅଭିଯୋଗ ହୋଇଛି । ଏହା ଜଣାପଡିବା ପରେ ଗଣମାଧ୍ୟମର ହସ୍ତକ୍ଷେପ ଯୋଗୁଁ ଶିଶୁଟିକୁ ପୁଣିଥରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏସଏନସିୟୁରେ ଭର୍ତ୍ତି କରାଯାଇଛି । ତୁରନ୍ତ ଶିଶୁଟିକୁ କୌଣସି ବଡ ଡାକ୍ତରଖାନାକୁ ଚିକିତ୍ସାଲାଗି ନେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି। ଏ ନେଇ ସିଡିଏମଓ ରବିନାରାୟଣ ତ୍ରିପାଠୀଙ୍କୁ ଯୋଗାଯୋଗ କରାଯିବାରେ ସେ କହିଛନ୍ତି, ଶିଶୁଟିକୁ କଟକ ଶିଶୁଭବନକୁ ଚିକିତ୍ସା ପାଇଁ ପଠାଯିବା ସହ ସରକାରୀ ସାହାଯ୍ୟ ଯୋଗାଇ ଦିଆଯିବ। ଶିଶୁଟି ଡଷ୍ଟବିନରେ ପଡିଯିବା ଘଟଣା ସମ୍ୱେଦନଶୀଳ ହୋଇଥିବାରୁ ଏକ ଟିମ୍ ଏହାର ତଦନ୍ତ କରୁଛି । ରିପୋର୍ଟ ଆସିଲା ପରେ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ସିଡିଏମ୍ଓ ତ୍ରିପାଠୀ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story