ଓଡ଼ିଆ ଅଫିସର ଦମ୍ପତିଙ୍କ ୪ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କଲା ଇଡି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ମାମଲା ଭିଜିଲାନ୍ସ ଦ୍ୱାରା ୨୦୧୮ ମସିହାରେ ଗିରଫ ହୋଇଥିବା ଓଡ଼ିଆ ଅଫିସର ଦମ୍ପତିଙ୍କ ୩.୯୪ କୋଟି ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବାଜ୍ୟାପ୍ତି କରିଛି। ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଓଡ଼ିଶା ଅର୍ଥ ସେବା ଅଧିକାରୀ ନଳିନୀ ପୃଷ୍ଟି ଓ ତାଙ୍କ ଓଏଏସ୍ ସ୍ୱାମୀ ବିଜୟ କେତନ ସାହୁଙ୍କର ପ୍ରାୟ ୩.୯୪କୋଟି ଟଙ୍କା ବାଜ୍ୟାପ୍ତି କରାଯାଇଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ୨୦୧୯ ଅଗଷ୍ଟ […]

ED

ED

Ordigital Desk
  • Published: Tuesday, 15 March 2022
  • Updated: 15 March 2022, 09:52 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିବା ମାମଲା ଭିଜିଲାନ୍ସ ଦ୍ୱାରା ୨୦୧୮ ମସିହାରେ ଗିରଫ ହୋଇଥିବା ଓଡ଼ିଆ ଅଫିସର ଦମ୍ପତିଙ୍କ ୩.୯୪ କୋଟି ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବାଜ୍ୟାପ୍ତି କରିଛି।

ମଙ୍ଗଳବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଓଡ଼ିଶା ଅର୍ଥ ସେବା ଅଧିକାରୀ ନଳିନୀ ପୃଷ୍ଟି ଓ ତାଙ୍କ ଓଏଏସ୍ ସ୍ୱାମୀ ବିଜୟ କେତନ ସାହୁଙ୍କର ପ୍ରାୟ ୩.୯୪କୋଟି ଟଙ୍କା ବାଜ୍ୟାପ୍ତି କରାଯାଇଛି । ଭିଜିଲାନ୍ସ ବିଭାଗ ପକ୍ଷରୁ ୨୦୧୯ ଅଗଷ୍ଟ ୩୦ତାରିଖରେ କଟକସ୍ଥିତ ଭିଜିଲାନ୍ସ ଥାନାରେ ଏକ ଏଫଆଇଆର ରୁଜୁ ହୋଇଥିଲା ।ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଦନ୍ତବେଳେ ଜାଣିବାକୁ ପାଇଛି ଯେ ଏହି ଦମ୍ପତ୍ତି ଅନେକ ବେନାମୀ ସମ୍ପତ୍ତିରେ ନିବେଶ କରିଛନ୍ତି । ନଳିନୀଙ୍କ ମା’ ଦେବକୀଙ୍କ ନାଁରେ ଏସବୁ ସମ୍ପତ୍ତି ରହିଛି । ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ମାମଲାରେ ୨୦୧୮ରେ ଓଡ଼ିଶା ଭିଜିଲାନ୍ସ ଏହି ଅଫିସର ଦମ୍ପତ୍ତିଙ୍କୁ ଗିରଫ କରିଥିଲା । ଭିଜିଲାନ୍ସ ରେଡ୍ ବେଳେ ନଳିନୀଙ୍କ ପାଖରୁ ପ୍ରାୟ ୬.୮୭କୋଟି ଟଙ୍କାର ବେଆଇନ ସମ୍ପତ୍ତି ଜବତ ହୋଇଥିଲା । ନଳିନୀ ସେହି ସମୟରେ ଓଡ଼ିଶା ପ୍ରାଥମିକ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ(ଓପେପା)ର ଆର୍ଥିକ ପରାମର୍ଶଦାତା ତଥା ମୁଖ୍ୟ ଆକାଉଣ୍ଟ ଅଫିସର ଥିଲେ। ଆଉ ତାଙ୍କ ସ୍ୱାମୀ ବିଜୟ କେତନ ସାହୁ ଛତ୍ରପୁର ତହସିଲଦାର ଭାବେ କାର୍ଯ୍ୟ କରୁଥିଲେ।

ତାଙ୍କର ସମ୍ପତ୍ତି ମଧ୍ୟରେ ଭୁବନେଶ୍ୱରର ୧.୮୦କୋଟି ଟଙ୍କାର ଉତ୍କଳ ଭିଲ୍ଲାରେ ୨ଟି ଫ୍ଲାଟ୍ , ଫର୍ଣ୍ଣିଚର ଓ ଆଭ୍ୟନ୍ତରୀଣ ସାଜସଜ୍ଜା ସାମଗ୍ରୀରେ ୧.୩୪କୋଟି ଟଙ୍କା, ପୁରୀର ଗ୍ରାଣ୍ଡ ଆସିଆନାରେ ୨୧.୪ଲକ୍ଷ ଟଙ୍କାର ସମ୍ପତ୍ତି, ଭୁବନେଶ୍ୱରରେ ୪୯.୬ଲକ୍ଷ ଟଙ୍କାର ତିନି ମହଲା କୋଠା, ଭୁବନେଶ୍ୱର ଓ ଜଟଣୀରେ ୫୮ଲକ୍ଷ ଟଙ୍କାର ୬ଟି ପ୍ଲଟ , ୪ଟି ବ୍ୟାଙ୍କରେ ଫିକ୍ସ ଡିପୋଜିଟ୍ ୧.୨୪କୋଟି ଟଙ୍କା, ବ୍ୟାଙ୍କ ବାଲାନ୍ସ ୨୨କୋଟି ଲକ୍ଷ ଟଙ୍କା ସେଭିଙ୍ଗସ୍ ଆକାଉଣ୍ଟରେ, ୪୦ଲକ୍ଷ ଟଙ୍କା ସୁନା ଓ ହୀରା ଅଳଙ୍କାର ଓ ଘରକରଣା ସାମଗ୍ରୀ ୪୬ଲକ୍ଷ ଟଙ୍କାର ଜବତ ହୋଇଥିଲା ।
ଏହି ଚଢ଼ଉ ପରେ ଅଫିସର ଦମ୍ପତ୍ତିଙ୍କୁ ଭିଜିଲାନ୍ସ ଗିରଫ କରି ଜେଲ୍ ପଠାଇବାର ପ୍ରାୟ ମାସକ ପରେ ତାଙ୍କ ମା’ ଦେବକୀ ଜୟଦେବ ଭବନ ସ୍ଥିତ ଆପାର୍ଟମେଣ୍ଟ ଛାତରୁ ତଳକୁ ଡେଇଁ ଆତ୍ମହତ୍ୟା କରିଥିଲେ ବୋଲି ଜଣାପଡ଼ିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story