ରିମାଣ୍ଡରେ ଯାଇପାରନ୍ତି ଅର୍ଚ୍ଚନା ନାଗ, ଖୋଲିବ ନାଗ କେଳେଙ୍କାରୀ ଗୁମର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ହାଜର ହେବେ ହନିଟ୍ରାପ କୁଇନ୍ ଅର୍ଚ୍ଚନା ନାଗ।  ଇଡି ତାକୁ ରିମାଣ୍ଡରେ ନେଇ ପଚରାଉଚରା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି। ଏହି ମାମଲାରେ ଇଡି ନୋଟିସ କରିଥିବା ୧୫ ଜଣଙ୍କ ମଧ୍ୟରୁ ଏବେ ସୁଦ୍ଧା ୯ ଜଣଙ୍କୁ ଜେରା କରିସାରିଲାଣି। ଏମାନଙ୍କ ତଥ୍ୟ ଓ ବୟାନକୁ ଆଧାର କରି ଇଡି, ଅର୍ଚ୍ଚନାକୁ ଚକ୍ରବ୍ୟୁହରେ ପକାଇବାକୁ ଖସଡା ତିଆରି କରିଛି। ୫ ବର୍ଷ ଭିତରେ ସେ କେମିତି ହେଲେ […]

archana-1-1

archana-1-1

Tapaswini Nayak
  • Published: Monday, 05 December 2022
  • Updated: 05 December 2022, 12:34 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ହାଜର ହେବେ ହନିଟ୍ରାପ କୁଇନ୍ ଅର୍ଚ୍ଚନା ନାଗ।  ଇଡି ତାକୁ ରିମାଣ୍ଡରେ ନେଇ ପଚରାଉଚରା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି। ଏହି ମାମଲାରେ ଇଡି ନୋଟିସ କରିଥିବା ୧୫ ଜଣଙ୍କ ମଧ୍ୟରୁ ଏବେ ସୁଦ୍ଧା ୯ ଜଣଙ୍କୁ ଜେରା କରିସାରିଲାଣି। ଏମାନଙ୍କ ତଥ୍ୟ ଓ ବୟାନକୁ ଆଧାର କରି ଇଡି, ଅର୍ଚ୍ଚନାକୁ ଚକ୍ରବ୍ୟୁହରେ ପକାଇବାକୁ ଖସଡା ତିଆରି କରିଛି।

୫ ବର୍ଷ ଭିତରେ ସେ କେମିତି ହେଲେ କୋଟିପତି? କେଉଁମାନେ ତାଙ୍କ ଆକାଉଣ୍ଟରେ ଟଙ୍କା ଜମା କରିଛନ୍ତି? କାହାକୁ କାହାକୁ ସେ ବ୍ଲାକମେଲିଂ କରିଛନ୍ତି? ଏମିତି ପ୍ରଶ୍ନର ଲମ୍ବା ତାଲିକା ପ୍ରସ୍ତୁତ କରିଛି ଇଡି। ଏହାରି ଭିତରେ ଇଡିକୁ ମାମଲା ସଂପର୍କିତ ସମସ୍ତ ତଥ୍ୟ ଯୋଗାଇଛି କମିଶନରେଟ୍ ପୁଲିସ। ସିଜର ପ୍ରପଟି ମେମୋ, ବ୍ୟାଙ୍କ ଜମା, ଜମିବାଡ଼ି ଏବଂ ଗାଡ଼ି ତଥ୍ୟ ଦିଆଯାଇଛି।  ଇ-ମେଲ୍ ଯୋଗେ ଏହି ସବୁ ତଥ୍ୟ ଇଡିକୁ ପଠାଯାଇଥିବା କମିଶନରେଟ୍ ପୁଲିସ ସୂଚନା ଦେଇଛି।

ଅର୍ଚ୍ଚନା ନାଗ ମାମଲାରେ ଫିଲ୍ମ ପ୍ରଯୋଜକ ଅକ୍ଷୟ ପରିଜା,ଫିଲ୍ମ ପ୍ରଯୋଜକ ପ୍ରମୋଦ ସ୍ୱାଇଁ, ଅର୍ଚ୍ଚନା ନାଗଙ୍କ ସିଣ୍ଡିକେଟ୍‌ର ସୂତ୍ରଧର ସୁଦ୍ଧାଞ୍ଜଳି ବେହେରା, ବ୍ୟବସାୟୀ ଅମିୟକାନ୍ତ ଦାଶ,ଜମି ବ୍ୟବସାୟୀ ପ୍ରଭାତ ରଂଜନ ପତି ଓ ଅର୍ଚ୍ଚନାଙ୍କ ଡ୍ରାଇଭର ଚନ୍ଦନ ସମେତ ୯ଜଣଙ୍କୁ ଇଡି ଜେରା କରିସାରିଲାଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story