‘ମୁଁ ତା’ ଦେହରେ ହାତ ମାରି ନାହିଁ, ଗେଲ ହେଉ ହେଉ ଫସିଗଲି’

ପୁରୀ (ଓଡ଼ିଶା ରିପୋର୍ଟର):ପୁରୀ କୁମ୍ଭାରପଡାରେ ଜଣେ ପୂଜକଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆସିଛି। ଏହି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ  ଅଟକ ରଖାଯାଇଛି। ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରାଯାଇ ଉଭୟଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି। ତେବେ ଏହି ମାମଲାରେ ସମ୍ପୃକ୍ତ ପୂଜକ ଜଣକ ତାଙ୍କୁ ଫସାଇ ଦିଆଯାଇଥିବା କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ପୂଜକ ଜଣକ ସମ୍ପୃକ୍ତ ନାବାଳିକା ପୀଡ଼ିତାଙ୍କ ଘରେ ଦିଅଁ ପୂଜା କରନ୍ତି। ଆଉ ସୁଯୋଗ ଦେଖି ସେହି ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ […]

870

870

Tapas Behera
  • Published: Monday, 17 February 2020
  • Updated: 17 February 2020, 07:13 PM IST

Sports

Latest News

ପୁରୀ (ଓଡ଼ିଶା ରିପୋର୍ଟର):ପୁରୀ କୁମ୍ଭାରପଡାରେ ଜଣେ ପୂଜକଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆସିଛି। ଏହି ମାମଲାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ  ଅଟକ ରଖାଯାଇଛି। ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରାଯାଇ ଉଭୟଙ୍କ ଡାକ୍ତରୀ ପରୀକ୍ଷା କରାଯାଇଛି। ତେବେ ଏହି ମାମଲାରେ ସମ୍ପୃକ୍ତ ପୂଜକ ଜଣକ ତାଙ୍କୁ ଫସାଇ ଦିଆଯାଇଥିବା କହିଛନ୍ତି। ମିଳିଥିବା ସୂଚନା ଅନୁଯାୟୀ ପୂଜକ ଜଣକ ସମ୍ପୃକ୍ତ ନାବାଳିକା ପୀଡ଼ିତାଙ୍କ ଘରେ ଦିଅଁ ପୂଜା କରନ୍ତି।

ଆଉ ସୁଯୋଗ ଦେଖି ସେହି ନାବାଳିକାକୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ଅଭିଯୁକ୍ତ ଜଣକ କହିଛନ୍ତି ଯେ, ସେ ଛୋଟ ପିଲାଟିଏ। ସେ ସବୁବେଳେ ମୋ ସହିତ ଗେଲ ହୁଏ। ଏମିତି ଗେଲ ହେଉ ହେଉ ମୋତେ ଫସାଇଦିଆଯାଇଛି।  ସେ ୩ ବର୍ଷର ପିଲା ହେବ। ମୋ ପଣ ନାତୁଣୀ ବୟସର। ୮ ଦିନ ତଳେ ସେ ଖାଲି ଦେହରେ ବୁଲୁଥିବାରୁ ମୁଁ ତାକୁ କେବଳ ପ୍ୟାଣ୍ଟ ସାର୍ଟ ପିନ୍ଧାଇଦେଇଥିଲି। ମୋ ନାମରେ ମିଥ୍ୟା ଅଭିଯୋଗ ଅଣାଯାଇଛି। ମୁଁ ଆଉ କିଛି କରି ନାହିଁ ବୋଲି ସେ କହିଛନ୍ତି। ସେପଟେ ପୂଜକଙ୍କୁ ଅଟକ ରଖାଯାଇ ଅଧିକ ତଦନ୍ତ କରାଯାଉଥିବା ପୁରୀ ଏସ୍ପି ସୂଚନା ଦେଇଛନ୍ତି।

https://youtu.be/_QLTKL9aTjU

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story