ଲିଭିଗଲା ଆଶାର କିରଣ, ଏବେ ସମ୍ପୂର୍ଣ୍ଣ ଚାଲିଗଲା

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଆଶା ଥିଲା ଚକ୍ଷୁ ଅସ୍ତ୍ରୋପଚାର ପରେ ଭଲ ଭାବେ ଦୁନିଆକୁ ଦେଖିପାରିବେ। ସେହି ଆଶାରେ ପରକଥାରେ ରାଜି ହୋଇ ବାର୍ଦ୍ଧକ୍ୟ ଅବସ୍ଥାରେ ମେଡ଼ିକାଲ ଯାଇଥିଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବଡ଼ବିଲାସାହିର ଧଳା ବେୱା। କିନ୍ତୁ ଅସ୍ତ୍ରୋପଚାର ପରଠୁ ତାଙ୍କ ଆଖିକୁ ଆଉ କିଛି ଦେଖାଯାଉ ନ ଥିବା ଅଭିଯୋଗ କରିଛନ୍ତି। ଗତ ଜାନୁୟାରୀ ୭ରେ ଏକ ସ୍ୱେଚ୍ଛାସେବୀ ସଂସ୍ଥାର ୨ ସଦସ୍ୟାଙ୍କ କଥାରେ ପଡ଼ି ଢେଙ୍କାନାଳ କଣ୍ଟାନାଳୀ ସ୍ଥିତ ସର୍ବେଶ୍ୱର ମେମୋରିଆଲ୍ ଚକ୍ଷୁ ହସ୍ପିଟାଲ୍କୁ […]

kkj-

kkj-

Tapas Behera
  • Published: Thursday, 27 February 2020
  • Updated: 27 February 2020, 04:31 PM IST

Sports

Latest News

ଢେଙ୍କାନାଳ(ଓଡ଼ିଶା ରିପୋର୍ଟର): ଆଶା ଥିଲା ଚକ୍ଷୁ ଅସ୍ତ୍ରୋପଚାର ପରେ ଭଲ ଭାବେ ଦୁନିଆକୁ ଦେଖିପାରିବେ। ସେହି ଆଶାରେ ପରକଥାରେ ରାଜି ହୋଇ ବାର୍ଦ୍ଧକ୍ୟ ଅବସ୍ଥାରେ ମେଡ଼ିକାଲ ଯାଇଥିଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବଡ଼ବିଲାସାହିର ଧଳା ବେୱା। କିନ୍ତୁ ଅସ୍ତ୍ରୋପଚାର ପରଠୁ ତାଙ୍କ ଆଖିକୁ ଆଉ କିଛି ଦେଖାଯାଉ ନ ଥିବା ଅଭିଯୋଗ କରିଛନ୍ତି।

ଗତ ଜାନୁୟାରୀ ୭ରେ ଏକ ସ୍ୱେଚ୍ଛାସେବୀ ସଂସ୍ଥାର ୨ ସଦସ୍ୟାଙ୍କ କଥାରେ ପଡ଼ି ଢେଙ୍କାନାଳ କଣ୍ଟାନାଳୀ ସ୍ଥିତ ସର୍ବେଶ୍ୱର ମେମୋରିଆଲ୍ ଚକ୍ଷୁ ହସ୍ପିଟାଲ୍କୁ ଯାଇଥିଲେ ଧଳା ବେୱା। ଅସ୍ତ୍ରୋପଚାର ସାରି ୭ ଦିନ ପରେ ଆଖିର ପଟି ଖୋଲିବାକୁ କହିଥିଲେ ଡାକ୍ତର। ଡାକ୍ତରଙ୍କ ପରାମର୍ଶ ମାନି ପଟି ଖୋଲିବା ପରଠୁ ତାଙ୍କୁ ଚତୁର୍ଦ୍ଦିଗ ଅନ୍ଧାର ଦେଖାଯାଉଛି ବୋଲି ଅଭିଯୋଗ କରିଛନ୍ତି ସେ। ଚିକିତ୍ସା ପାଇଁ ବାରମ୍ବାର ମେଡ଼ିକାଲ ବି ଯାଇଥିଲେ ।

କିନ୍ତୁ ଭଲ ନହେବାରୁ ଏ ସମ୍ପର୍କରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିରକୁ ଆସି ଅଭିଯୋଗ କରିଛନ୍ତି ଧଳା ବେୱା। ତେବେ ଜିଳ୍ଲାପାଳ କହିଛନ୍ତି, ନିଜ ଅବହେଳା ପାଇଁ ତାଙ୍କର ଏଭଳି ଅବସ୍ଥା ହୋଇଛି। ତଥାପି ଆବଶ୍ୟକତା ଅନୁଯାୟୀ ସହାୟତା ଦିଆଯିବ। ତେବେ ଏନେଇ ସଂପୃକ୍ତ ମେଡ଼ିକାଲ୍ କର୍ତ୍ତୃପକ୍ଷ କିମ୍ବା ଅସ୍ତ୍ରୋପଚାର କରିଥିବା ଡାକ୍ତରଙ୍କ ପ୍ରତିକ୍ରିୟା ମିଳିପାରିନି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story