ଘର ଭାଙ୍ଗିଲା, ଜୀବନ ନେଲା

ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲାରେ ପୁଣି ହାତୀ ଆତଙ୍କ ଦେଖାଯାଇଛି। ଗତକାଲି ବିଳମ୍ୱିତ ରାତିରେ ଜବଲାଡ଼ିହି ଗାଁରେ ଏକ ହାତୀ ପଶି ପାଞ୍ଚୋଟି ଘର ଭାଙ୍ଗିବା ସହ ଜଣେ ବୃଦ୍ଧଙ୍କୁ ଦଳି ଦେଇଛି। ତାଙ୍କ ନାଁ ଫେଜେ ପେରେ (୬୫)। ଗତକାଲି ବିଳମ୍ୱିତ ରାତିରେ ଫେଜେ ପେରେ ଘରେ ଶୋଇଥିବା ବେଳେ ହାତୀ ତାଙ୍କ ଘର ଭାଙ୍ଗି ଦେଇଥିଲା। ସେ ଭୟରେ ବାହାରକୁ ଦୌଡ଼ି ପଳାଇ ଯାଉଥିବା ବେଳେ ହାତୀ ତାଙ୍କୁ ଦଳି ଦେଇଥିଲା। ଖବର ପାଇ […]

elephant

elephant

Jitendra Garnayak
  • Published: Thursday, 20 December 2018
  • Updated: 20 December 2018, 02:19 PM IST

Sports

Latest News

ସୁନ୍ଦରଗଡ଼(ଓଡ଼ିଶା ରିପୋର୍ଟର): ସୁନ୍ଦରଗଡ଼ ଜିଲ୍ଲାରେ ପୁଣି ହାତୀ ଆତଙ୍କ ଦେଖାଯାଇଛି। ଗତକାଲି ବିଳମ୍ୱିତ ରାତିରେ ଜବଲାଡ଼ିହି ଗାଁରେ ଏକ ହାତୀ ପଶି ପାଞ୍ଚୋଟି ଘର ଭାଙ୍ଗିବା ସହ ଜଣେ ବୃଦ୍ଧଙ୍କୁ ଦଳି ଦେଇଛି। ତାଙ୍କ ନାଁ ଫେଜେ ପେରେ (୬୫)।

[caption id="attachment_314679" align="aligncenter" width="750"]elephant1 ହାତୀ ଘର କାନ୍ଥ ଭାଙ୍ଗି ଦେଇଛି।[/caption]

ଗତକାଲି ବିଳମ୍ୱିତ ରାତିରେ ଫେଜେ ପେରେ ଘରେ ଶୋଇଥିବା ବେଳେ ହାତୀ ତାଙ୍କ ଘର ଭାଙ୍ଗି ଦେଇଥିଲା। ସେ ଭୟରେ ବାହାରକୁ ଦୌଡ଼ି ପଳାଇ ଯାଉଥିବା ବେଳେ ହାତୀ ତାଙ୍କୁ ଦଳି ଦେଇଥିଲା।

ଖବର ପାଇ ନିକଟସ୍ଥ ଗାଁରେ ପାଟ୍ରୋଲିଂ କରୁଥିବା ବନ କର୍ମଚାରୀମାନେ ସେଠାରେ ପହଞ୍ଚିଥିଲେ ଓ ହାତୀକୁ ଘଉଡ଼ାଇ ଥିଲେ। ଆହତ ଫେଜେ ପେରେଙ୍କୁ କିଞ୍ଜିରକେଲା ଡାକ୍ତରଖାନା ନିଆଯାଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା।

ସପ୍ତାହେ ତଳେ ଛତିଶଗଡ଼ରୁ ଏକ ହାତୀ ପଲ କିଞ୍ଜିରକେଲା ଆସି ବ୍ୟାପକ କ୍ଷୟକ୍ଷତି ଘଟାଇଥିଲେ। ଏହି ପଲରେ ୧୩ ହାତୀ ଥିଲେ। ଏହି ହାତୀ ପଲକୁ ବନ ବିଭାଗ ତଡ଼ି ଦେଇଥିବା ବେଳେ ସେଥିରୁ ଗୋଟିଏ ହାତୀ ରହିଯାଇଛି। ଆଉ ଏହି ହାତୀ ତିନି ଦିନ ହେବ ବନ୍ଧବାହାଲ ଓ ଜବଲାଡିହି ଅଞ୍ଚଳରେ ଘୁରି ବୁଲୁଛି।ଏଥିସହ ରାତି ହେଲେ ଗାଁ ମୁହାଁ ହେଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story