ଲାଇନ ଟ୍ରାଂଜିଟ ମେଥଡରେ ରାଜ୍ୟରେ ହାତୀ ଗଣନା ଆରମ୍ଭ

ଭୁବନେଶର: ରାଜ୍ୟରେ ହାତୀ ଗଣନା ଆରମ୍ଭ ହୋଇଛି।  ଶିମିଳିପାଳ ଅଭୟାରଣ୍ୟର ୨୭ଶହ ୫୦ ବର୍ଗ କିଲୋମିଟର ଅଞ୍ଚଳର ୭ଟି ରେଞ୍ଜରେ ୫ଦିନ ଧରି ହାତୀ ଗଣନା ଚାଲିବ। ପାରମ୍ପରିକ ପଦ୍ଧତି ସହ, ଚଳିତ ବର୍ଷ ଲାଇନ ଟ୍ରାଂଜିଟ ମେଥଡରେ ଏହି ଗଣନା କରାଯିବ। ଅଭୟାରଣ୍ୟର କର୍ମଚାରୀଙ୍କୁ ନେଇ ୮୪ଟି ୟୁନିଟ ଗଠନ କରାଯାଇଛି।  ପ୍ରତ୍ୟେକ ୟୁନିଟରେ ୫ ଜଣ କର୍ମଚାରୀ ରହିଛନ୍ତି।  ଶିମିଳିପାଳରେ ମୋଟ ୫ ଶହରୁ ଅଧିକ କର୍ମଚାରୀ ହାତୀ ଗଣନାରେ ନିୟୋଜିତ ହୋଇଛନ୍ତି। ସେହିପରି […]

elephent

elephent

Rakesh Mallick
  • Published: Tuesday, 09 May 2017
  • Updated: 09 May 2017, 08:13 AM IST

Sports

Latest News

ଭୁବନେଶର: ରାଜ୍ୟରେ ହାତୀ ଗଣନା ଆରମ୍ଭ ହୋଇଛି।  ଶିମିଳିପାଳ ଅଭୟାରଣ୍ୟର ୨୭ଶହ ୫୦ ବର୍ଗ କିଲୋମିଟର ଅଞ୍ଚଳର ୭ଟି ରେଞ୍ଜରେ ୫ଦିନ ଧରି ହାତୀ ଗଣନା ଚାଲିବ। ପାରମ୍ପରିକ ପଦ୍ଧତି ସହ, ଚଳିତ ବର୍ଷ ଲାଇନ ଟ୍ରାଂଜିଟ ମେଥଡରେ ଏହି ଗଣନା କରାଯିବ। ଅଭୟାରଣ୍ୟର କର୍ମଚାରୀଙ୍କୁ ନେଇ ୮୪ଟି ୟୁନିଟ ଗଠନ କରାଯାଇଛି।  ପ୍ରତ୍ୟେକ ୟୁନିଟରେ ୫ ଜଣ କର୍ମଚାରୀ ରହିଛନ୍ତି।  ଶିମିଳିପାଳରେ ମୋଟ ୫ ଶହରୁ ଅଧିକ କର୍ମଚାରୀ ହାତୀ ଗଣନାରେ ନିୟୋଜିତ ହୋଇଛନ୍ତି।

ସେହିପରି ବାଲେଶ୍ୱର ଜିଲ୍ଲା ନୀଳଗିରି କୁଲଡିହା ଜଙ୍ଗଲରେ ମଧ୍ୟ ହାତୀ ଗଣନା ଆରମ୍ଭ ହୋଇଛି ।  କୁଲଡିହା ଏବଂ ସୋର ରେଂଜରେ ହାତୀ ଗଣନା କରାଯାଉଛି । କୁଲଡିହାର ୫୪ ଏବଂ ସୋରର ୧୧ଟି ରେଂଜରେ ହାତୀ ଗଣନା ଚାଲିଛି। ଏହି ଦୁଇ ରେଂଜରେ ହାତୀ ଗଣନା ପାଇଁ ୬୫ଟି ମଂଚା ବନ୍ଧା ଯାଇଛି।  ପ୍ରତି ମଂଚାରେ ୨ ଜଣକରି କର୍ମଚାରୀ ରହିବେ।  ଅପରାହ୍ନ ୩ଟାରୁ ଆରମ୍ଭ ହୋଇ ସକାଳ ୬ଟା ପର୍ଯ୍ୟନ୍ତ ଏହି ଗଣନା ଚାଲିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story