ହାତୀ ମାରି ଦାନ୍ତ ନେଇଗଲେ

<p>ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବନାଞ୍ଚଳ ସିମିଳିଜରା ଗାଁ ନିକଟ ପୁଟୁପୁଟିଗଡ଼ ଜଙ୍ଗଲରୁ ଏକ ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଶିକାରୀ ଦନ୍ତାକୁ ହତ୍ୟା କରି ଦାନ୍ତ କାଟି ନେଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ମୃତ ହାତୀର ହାଡ ଓ କଙ୍କାଳ ପଡ଼ିଥିବା ଦେଖିବାକୁ ମିଳିଛି।</p> <p>ଦୀର୍ଘଦିନ ହେବ ହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଜଙ୍ଗଲରେ ହାତୀ ପରି ଏକ ବିରାଟ ଜନ୍ତୁକୁ ଶିକାର କରାଯିବା, ମୃତଦେହ ପଡ଼ି ପଡ଼ି ନଷ୍ଟ ହେବା ଘଟଣାର କୌଣସି ସୂଚନା ବନ ବିଭାଗ ପାଖରେ ନାହିଁ। ଏଥିରୁ ଜଣାପଡ଼ିଛି ବିଭାଗୀୟ ଅଧିକାରୀମାନେ&nbsp; ଜଙ୍ଗଲ ଓ ବନ୍ୟ ଜନ୍ତୁ ସୁରକ୍ଷା ପାଇଁ କେତେ ଯତ୍ନବାନ।</p>

Ordigital Desk
  • Published: Thursday, 14 December 2017
  • Updated: 14 December 2017, 12:27 PM IST

Sports

Latest News

<p>ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ବନାଞ୍ଚଳ ସିମିଳିଜରା ଗାଁ ନିକଟ ପୁଟୁପୁଟିଗଡ଼ ଜଙ୍ଗଲରୁ ଏକ ଦନ୍ତା ହାତୀର ଗଳିତ ମୃତଦେହ ଉଦ୍ଧାର କରାଯାଇଛି। ଶିକାରୀ ଦନ୍ତାକୁ ହତ୍ୟା କରି ଦାନ୍ତ କାଟି ନେଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ମୃତ ହାତୀର ହାଡ ଓ କଙ୍କାଳ ପଡ଼ିଥିବା ଦେଖିବାକୁ ମିଳିଛି।</p><p>ଦୀର୍ଘଦିନ ହେବ ହାତୀର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଜଙ୍ଗଲରେ ହାତୀ ପରି ଏକ ବିରାଟ ଜନ୍ତୁକୁ ଶିକାର କରାଯିବା, ମୃତଦେହ ପଡ଼ି ପଡ଼ି ନଷ୍ଟ ହେବା ଘଟଣାର କୌଣସି ସୂଚନା ବନ ବିଭାଗ ପାଖରେ ନାହିଁ। ଏଥିରୁ ଜଣାପଡ଼ିଛି ବିଭାଗୀୟ ଅଧିକାରୀମାନେ&nbsp; ଜଙ୍ଗଲ ଓ ବନ୍ୟ ଜନ୍ତୁ ସୁରକ୍ଷା ପାଇଁ କେତେ ଯତ୍ନବାନ।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos