ଶିମିଳିପାଳରୁ ମାଈ ହାତୀର ମୃତଦେହ ଉଦ୍ଧାର

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ କୋର ଏରିଆର ଟେଣି ଚତୁରି ଜଙ୍ଗଲରୁ ବନ ବିଭାଗ ଆଜି ଗୋଟିଏ ମାଈ ହାତୀର ମୃତଦେହ ଉଦ୍ଧାର କରିଛି। ମାତ୍ର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନି। ମୃତ ହାତୀର ବୟସ ୧୦ରୁ ୧୨ ବର୍ଷ ହେବ।

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଡେପୁଟି ଡାଇରେକ୍ଟରଙ୍କ ନିର୍ଦ୍ଦେଶରେ ରେଞ୍ଜ ଅଫିସର ଓ ପ୍ରାଣୀ ଚିକିତ୍ସକ ଘଟଣାସ୍ଥଳକୁ ଯାଇ ହାତୀ ଶବ ଜବତ କରି ବ୍ୟବଚ୍ଛେଦ କରିଥିଲେ। ରକ୍ତ ନମୂନା ପରୀକ୍ଷା ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

ଆହୁରି ପଢ଼ନ୍ତୁ

ଆସୁଛି ଆଉ ଏକ ଲଘୁଚାପ, ୫ ଦିନ ଧରି ପ୍ରବଳ ବର୍ଷିବ!

OSAP ଷଷ୍ଠ ବାଟାଲିଅନରେ ୧୬ ଯବାନଙ୍କୁ କରୋନା

ମହାମାରୀ ‘କରୋନା’ ମୃତ୍ୟୁ ପଞ୍ଝାରେ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା!

ରେକର୍ଡ଼ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ, କେଉଁ ଜିଲ୍ଲାରୁ କେତେ ପଢ଼ନ୍ତୁ

‘ଓଟିଭି ବିରୋଧରେ ଲାଗିଥିବା ଦଫା ଗୁଡ଼ିକ ଗ୍ରହଣଯୋଗ୍ୟ ନୁହେଁ’

‘ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳରେ ସଂକ୍ରମିତ ହାର ଅଧିକ’

କୁକୁର ସାମ୍ନାକୁ ଚାଲି ଆସିବାରୁ ଗଛରେ ପିଟି ହେଲା ବୋଲେରୋ!

ଭୁବନେଶ୍ୱରରୁ ୧୬୬ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୬୮ ଲୋକାଲ୍‌ କେସ୍‌

ଲୋକଙ୍କୁ ଡରାଉଛି ଘଡ଼ିଆଲ କୁମ୍ଭୀର

କ୍ରାନ୍ତି ଦିବସରେ ସ୍ୱାଧୀନତା ସଂଗ୍ରାମୀଙ୍କୁ ସମ୍ୱର୍ଦ୍ଧନା

ଗନ୍ଧମାର୍ଦ୍ଦନ ପାହାଡ଼ରେ ନକ୍ସଲ-ଏସ୍‌ଓଜି ମୁହାଁମୁହିଁ

ପଲିଥିନ୍‌ ତଳେ କଟୁଛି ଜୀବନ