ଶିମିଳିପାଳରୁ ମାଈ ହାତୀର ମୃତଦେହ ଉଦ୍ଧାର

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ କୋର ଏରିଆର ଟେଣି ଚତୁରି ଜଙ୍ଗଲରୁ ବନ ବିଭାଗ ଆଜି ଗୋଟିଏ ମାଈ ହାତୀର ମୃତଦେହ ଉଦ୍ଧାର କରିଛି। ମାତ୍ର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନି। ମୃତ ହାତୀର ବୟସ ୧୦ରୁ ୧୨ ବର୍ଷ ହେବ। ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଡେପୁଟି ଡାଇରେକ୍ଟରଙ୍କ ନିର୍ଦ୍ଦେଶରେ ରେଞ୍ଜ ଅଫିସର ଓ ପ୍ରାଣୀ ଚିକିତ୍ସକ ଘଟଣାସ୍ଥଳକୁ ଯାଇ ହାତୀ ଶବ ଜବତ କରି ବ୍ୟବଚ୍ଛେଦ କରିଥିଲେ। ରକ୍ତ ନମୂନା ପରୀକ୍ଷା ରିପୋର୍ଟ ଆସିଲେ […]

elephant

elephant

Rakesh Mallick
  • Published: Wednesday, 05 October 2016
  • Updated: 06 October 2016, 07:17 AM IST

Sports

Latest News

ବାରିପଦା: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ କୋର ଏରିଆର ଟେଣି ଚତୁରି ଜଙ୍ଗଲରୁ ବନ ବିଭାଗ ଆଜି ଗୋଟିଏ ମାଈ ହାତୀର ମୃତଦେହ ଉଦ୍ଧାର କରିଛି। ମାତ୍ର ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନି। ମୃତ ହାତୀର ବୟସ ୧୦ରୁ ୧୨ ବର୍ଷ ହେବ।

ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଡେପୁଟି ଡାଇରେକ୍ଟରଙ୍କ ନିର୍ଦ୍ଦେଶରେ ରେଞ୍ଜ ଅଫିସର ଓ ପ୍ରାଣୀ ଚିକିତ୍ସକ ଘଟଣାସ୍ଥଳକୁ ଯାଇ ହାତୀ ଶବ ଜବତ କରି ବ୍ୟବଚ୍ଛେଦ କରିଥିଲେ। ରକ୍ତ ନମୂନା ପରୀକ୍ଷା ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story