ଧାନ ଖାଇଗଲେ ହାତୀ, ଚିନ୍ତାରେ ଚାଷୀ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲାରେ ଦେଓଗାଁ ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଗତ ତିନିଦିନ ହେଲା ହାତୀ ପଲ ଏହି ଅଞ୍ଚଳରେ ଆତଙ୍କରାଜ ଚଳାଇଛନ୍ତି। ଗତକାଲି ହାତୀ ପଲ ରାଏପାଲି, ଘୁଚେପାଲି ଗାଁରେ ପଶି ପାଚିଲା ଧାନ ଫସଲ ଖାଇବା ସହିତ ପାଦରେ ଦଳିଚକଟି ନଷ୍ଟ କରିଦେଇଛନ୍ତି। ଦିନ ବେଳେ ଏହି ହାତୀ ପହ୍ଲ ରାଏପାଲି ଜଙ୍ଗଲରେ ଲୁଚି ରହୁଛନ୍ତି। ଏନେଇ ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀମାନେ ଗାଁରେ ପହଞ୍ଚି ହାତୀ ଘଉଡାଉଛନ୍ତି। ମାତ୍ର ରାତି ହେଲେ ହାତୀମାନେ ଖାଦ୍ୟ ଅନ୍ୱେଷଣରେ ଜନବସତି ଅଞ୍ଚଳକୁ ଚାଲି ଆସୁଛନ୍ତି।

ଆହୁରି ପଢ଼ନ୍ତୁ

ଦିନେ ସ୍କୁଲରେ ପିଲାଙ୍କୁ ପାଠ ପଢ଼ାଉଥିଲେ, ଆଜି ଦେଶ ଚଳାଇବେ

ଅମାନିଆଙ୍କ ପାଇଁ ଜାରି ହେଲା ହ୍ୱାଟ୍ସଆପ୍‌ ନମ୍ୱର

ଟେଲର ଦୋକାନରୁ ଘରେ ଚଳେ, ମୋ ପୁଅ ଆଇଏଏସ ପାଇଛି

କୋଭିଡ୍‌ ଯୋଦ୍ଧାଙ୍କ ସମ୍ମାନାର୍ଥେ କାଲି ସନ୍ଧ୍ୟାରେ ନୀରବ ପ୍ରାର୍ଥନା

ଆଜି ଓଡ଼ିଶାରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ କରୋନା

କେମିତି ଚାହା ପିଇବେ ଆସିଲା ଗାଇଡ୍‌ଲାଇନ୍‌

୭ ଜିଲ୍ଲାରେ ପ୍ରବଳ ବର୍ଷିବ, ଜିଲ୍ଲାପାଳଙ୍କ ସତର୍କ କଲେ ଏସ୍‌ଆର୍‌ସି

ଭୁବନେଶ୍ୱରରୁ ୧୪୯ କରୋନା ଆକ୍ରାନ୍ତ ଚିହ୍ନଟ, ସେଥିରୁ ୫୧ ଲୋକାଲ୍‌ କେସ୍‌

ସଞ୍ଜିତାଙ୍କୁ ଇଣ୍ଟର୍ଭ୍ୟୁରେ କଣ ପ୍ରଶ୍ନ ପଚରା ଯାଇଥିଲା?

ଚାକିରି ପାଇଁ ବିଜ୍ଞପ୍ତି ଦେଲେ ବିଜେଡି ସାଂସଦ, କିନ୍ତୁ ଭରସା ଦେଇ ପାରୁ ନାହାନ୍ତି

ବଡ଼ବଡ଼ିଆଙ୍କ ବିଳାସ: ନିର୍ଦ୍ଦିଷ୍ଟ ନୀତି ନାହିଁ, ରାଜକୋଷରୁ ମନଇଚ୍ଛା ଖର୍ଚ୍ଚ