ଧାନ ଖାଇଗଲେ ହାତୀ, ଚିନ୍ତାରେ ଚାଷୀ

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲାରେ ଦେଓଗାଁ ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଗତ ତିନିଦିନ ହେଲା ହାତୀ ପଲ ଏହି ଅଞ୍ଚଳରେ ଆତଙ୍କରାଜ ଚଳାଇଛନ୍ତି। ଗତକାଲି ହାତୀ ପଲ ରାଏପାଲି, ଘୁଚେପାଲି ଗାଁରେ ପଶି ପାଚିଲା ଧାନ ଫସଲ ଖାଇବା ସହିତ ପାଦରେ ଦଳିଚକଟି ନଷ୍ଟ କରିଦେଇଛନ୍ତି। ଦିନ ବେଳେ ଏହି ହାତୀ ପହ୍ଲ ରାଏପାଲି ଜଙ୍ଗଲରେ ଲୁଚି ରହୁଛନ୍ତି। ଏନେଇ ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀମାନେ […]

elephant

elephant

Rakesh Mallick
  • Published: Friday, 29 September 2017
  • Updated: 29 September 2017, 02:23 PM IST

Sports

Latest News

ବଲାଙ୍ଗିର(ଓଡ଼ିଶା ରିପୋର୍ଟର): ବଲାଙ୍ଗିର ଜିଲ୍ଲାରେ ଦେଓଗାଁ ବ୍ଲକ ଅଞ୍ଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି। ଗତ ତିନିଦିନ ହେଲା ହାତୀ ପଲ ଏହି ଅଞ୍ଚଳରେ ଆତଙ୍କରାଜ ଚଳାଇଛନ୍ତି। ଗତକାଲି ହାତୀ ପଲ ରାଏପାଲି, ଘୁଚେପାଲି ଗାଁରେ ପଶି ପାଚିଲା ଧାନ ଫସଲ ଖାଇବା ସହିତ ପାଦରେ ଦଳିଚକଟି ନଷ୍ଟ କରିଦେଇଛନ୍ତି। ଦିନ ବେଳେ ଏହି ହାତୀ ପହ୍ଲ ରାଏପାଲି ଜଙ୍ଗଲରେ ଲୁଚି ରହୁଛନ୍ତି। ଏନେଇ ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀମାନେ ଗାଁରେ ପହଞ୍ଚି ହାତୀ ଘଉଡାଉଛନ୍ତି। ମାତ୍ର ରାତି ହେଲେ ହାତୀମାନେ ଖାଦ୍ୟ ଅନ୍ୱେଷଣରେ ଜନବସତି ଅଞ୍ଚଳକୁ ଚାଲି ଆସୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story