ଧାନ ଖାଉ ଖାଉ ବିଷ ଖାଇଦେଲା ଦନ୍ତାହାତୀ

ବାରିପଦା (ମାନିକ ଲାଲ ପାଣି): ଧାନ ଖାଇବାକୁ ଆସି ବାଇଗଣ ବିଷ ଖାଇଦେଲା ଦନ୍ତା ହାତୀ। ଏକଥା ଜାଣି ବେଫିକର ବନ ବିଭାଗ! ହାତୀର ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରୁନାହିଁ! ବିଷ ପ୍ରଭାବରେ ହାତୀର ପାଟିରୁ ନାଳ ବାହାରୁଛି! ବିଷ ଜ୍ୱଳାରେ ହାତୀଟି ଜଙ୍ଗଲ ଘୂରି ବୁଲୁଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଅଧୀନ ବୈଶିଙ୍ଗା ଥାନା ପୁରୁଣିଆ ପଞ୍ଚାୟତର ବଙ୍ଗାଳୀଡାହୀ ଗାଁରେ ଗୋଟିଏ ଦନ୍ତାହାତୀ ପଶିଥିଲା। ହାତୀଟି କାର୍ତ୍ତିକ ଚନ୍ଦ୍ର […]

Baripada

Baripada

Manoranjan Sial
  • Published: Sunday, 03 July 2022
  • Updated: 03 July 2022, 06:30 PM IST

Sports

Latest News

ବାରିପଦା (ମାନିକ ଲାଲ ପାଣି): ଧାନ ଖାଇବାକୁ ଆସି ବାଇଗଣ ବିଷ ଖାଇଦେଲା ଦନ୍ତା ହାତୀ। ଏକଥା ଜାଣି ବେଫିକର ବନ ବିଭାଗ! ହାତୀର ସ୍ୱାସ୍ଥ୍ୟ ଅବସ୍ଥା ଯାଞ୍ଚ କରୁନାହିଁ! ବିଷ ପ୍ରଭାବରେ ହାତୀର ପାଟିରୁ ନାଳ ବାହାରୁଛି! ବିଷ ଜ୍ୱଳାରେ ହାତୀଟି ଜଙ୍ଗଲ ଘୂରି ବୁଲୁଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି।

ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜ ଅଧୀନ ବୈଶିଙ୍ଗା ଥାନା ପୁରୁଣିଆ ପଞ୍ଚାୟତର ବଙ୍ଗାଳୀଡାହୀ ଗାଁରେ ଗୋଟିଏ ଦନ୍ତାହାତୀ ପଶିଥିଲା। ହାତୀଟି କାର୍ତ୍ତିକ ଚନ୍ଦ୍ର ମନ୍ତ୍ରୀଙ୍କ ଘର ପିଣ୍ଡାରେ ଥିବା ଧାନ ଟାଣି ଆଣି ଖାଇଥିଲା। ହାତୀଟି ଧାନ ବସ୍ତା ପାଖରେ ଥିବା ବାଇଗଣ ବିଷ ପ୍ୟାକେଟ୍‌ ଖାଇଯାଇଥିଲା। ହାତୀ ବିଷ ଖାଉଥିବା ଦେଖି ଗାଁ ଲୋକେ ହୋ-ହଲ୍ଲା କରିଥିଲେ। ହେଲେ ହାତୀ ଲୋକଙ୍କ ହୋ-ହଲ୍ଲାକୁ ଶୁଣିନଥିଲା।

[caption id="attachment_746483" align="aligncenter" width="650"]Elephant ରାତିରେ ଧାନ ଭାବି ବାଇଗଣ ବିଷ ଖାଉଛି ହାତୀ[/caption]

ଧାନ ସହିତ ୫ରୁ୬ ପ୍ୟାକେଟ୍‌ ବାଇଗଣ ବିଷ ଖାଇଦେଇଥିଲା ହାତୀ। ପରେ ଜଙ୍ଗଲ ଅଭିମୁଖେ ଚାଲି ଯାଇଥିଲା। ହାତୀ ଗଲା ବେଳେ ତା’ ପାଟିରୁ ନାଳ ବାହାରୁଥିବା ଗାଁ ଲୋକେ ଦେଖିବାକୁ ପାଇଥିଲେ। ଶନିବାର ହାତୀ ପାଟିରୁ ନାଳ ବାହାରୁଥିବା ଦେଖି ଗାଁ ଲୋକେ ବନ ବିଭାଗକୁ ଖବର ଦେଇଥିଲେ। ହେଲେ ବନ ବିଭାଗ ହାତୀ ଚିକିତ୍ସା ପ୍ରତି ଧ୍ୟାନ ଦେଉନଥିବା ଗାଁ ଲୋକେ ଅଭିଯୋଗ କରିଛନ୍ତି। ହାତୀଟି ଗତ କିଛି ଦିନ ହେଲା ବୈଶିଙ୍ଗା ଅଞ୍ଚଳରେ ବୁଲାବୁଲି କରୁଥିବା ବେଳେ ଆଜି ବାଲକା ଖିରିପଦା ଜଙ୍ଗଲରେ ଥିବା ଜଣାପଡିଛି।

ଗାଁର ବର୍ଷା ପ୍ରିୟଦର୍ଶିନୀ ଦାସ କହିଛନ୍ତି, ରାତିରେ ହାତୀଟି ଆସି ଗଛରେ ଝୁଲିଥିବା ପଣସ ଖାଇଥିଲା। ତା’ପରେ ପିଣ୍ଡାରେ ଥିବା ଧାନ ଖାଇଥିଲା। ଧାନ ଖାଇଲା ବେଳେ ବାଇଗଣ ବିଷ ଖାଇବା ପାଇଁ ଖୋଲିଥିଲା। ମାତ୍ର ବିଷର ସ୍ମେଲ ଜାଣିପାରି ଫିଙ୍ଗି ଦେଇଥିଲା ବୋଲି ବର୍ଷା କହିଛନ୍ତି।

ଗାଁର ଆଉ ଜଣେ କହିଛନ୍ତି, “ହାତୀଟି ବାଡ଼ିରେ ପଶି ଗଛରୁ ୩ରୁ ୪ଟି ପଣସ ଖାଇଥିଲା। ତା’ପରେ ଧାନ ସହିତ ବିଷ ଖାଇଦେଇଥିଲା। ୨ରୁ ୩ଟି ବିଷ ପକେଇ ଖାଇଦେଇଥିଲା। ଆମେ ଯେତେ ଗୋଡ଼ାଇଲେ ମଧ୍ୟ ସେ ଯାଇନଥିଲା।”

ଅନ୍ୟପକ୍ଷରେ ବନ ବିଭାଗ କହିଛନ୍ତି, ହାତୀ ଗତିବିଧି ଉପରେ ନଜର ରଖାଯାଇଛି। ବର୍ତ୍ତମାନ ସୁଦ୍ଧା ହାତୀର ସ୍ୱାସ୍ଥ୍ୟ ଅବସ୍ଥା ଠିକ୍‌ ରହିଛି ବୋଲି ବନ ବିଭାଗ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story