ଗାଁରେ ପଶୁଛନ୍ତି, କପା ଚାଷ ନଷ୍ଟ କରୁଛନ୍ତି

କଣ୍ଟାବାଞ୍ଜି(ସୁରଦାସ ବାଗ):ବଲାଙ୍ଗିର ଜିଲ୍ଲା ତୁରେକେଲା ଅଞ୍ଚଳରେ କିଛି ଦିନ ହେଲା ହାତୀପଲ ଆତଙ୍କ ସୃଷ୍ଟି କରିଛନ୍ତି। ପ୍ରାୟ ୨୫ରୁ ଅଧିକ ହାତୀ ପଲ ତୁରେକେଲା କଲେଜ ପାଖ ଜଙ୍ଗଲରେ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି। ଏହି ହାତୀପଲ କିଛି ଦିନ ହେବ ଜଙ୍ଗଲ ପାଖ ଗାଁରେ ପଶୁଛନ୍ତି। ଏଥିସହ ଚାଷୀଙ୍କ କପା ଚାଷ ନଷ୍ଟ କରୁଛନ୍ତି। ଏହି ହାତୀପଲ ନୂଆପଡ଼ା  ଜଙ୍ଗଲରୁ ଆସିଥିବା ଅନୁମାନ କରାଯାଉଛି। ସେମାନଙ୍କୁ ଘଉଡ଼ାଇବା ପାଇଁ କଣ୍ଟାବାଞ୍ଜି ବନ ବିଭାଗ  ଉଦ୍ୟମ କରୁଛି।

elephant

elephant

Jyoshna Pradhan
  • Published: Tuesday, 20 August 2019
  • Updated: 20 August 2019, 07:50 AM IST

Sports

Latest News

କଣ୍ଟାବାଞ୍ଜି(ସୁରଦାସ ବାଗ):ବଲାଙ୍ଗିର ଜିଲ୍ଲା ତୁରେକେଲା ଅଞ୍ଚଳରେ କିଛି ଦିନ ହେଲା ହାତୀପଲ ଆତଙ୍କ ସୃଷ୍ଟି କରିଛନ୍ତି। ପ୍ରାୟ ୨୫ରୁ ଅଧିକ ହାତୀ ପଲ ତୁରେକେଲା କଲେଜ ପାଖ ଜଙ୍ଗଲରେ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି। ଏହି ହାତୀପଲ କିଛି ଦିନ ହେବ ଜଙ୍ଗଲ ପାଖ ଗାଁରେ ପଶୁଛନ୍ତି। ଏଥିସହ ଚାଷୀଙ୍କ କପା ଚାଷ ନଷ୍ଟ କରୁଛନ୍ତି।

ଏହି ହାତୀପଲ ନୂଆପଡ଼ା  ଜଙ୍ଗଲରୁ ଆସିଥିବା ଅନୁମାନ କରାଯାଉଛି। ସେମାନଙ୍କୁ ଘଉଡ଼ାଇବା ପାଇଁ କଣ୍ଟାବାଞ୍ଜି ବନ ବିଭାଗ  ଉଦ୍ୟମ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story