ଘର ଭାଙ୍ଗି ଧାନ ଓ ଚାଉଳ ଖାଇଗଲେ ହାତୀ ପଲ

<p>ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଉତ୍ପାତ କରୁଛନ୍ତି ହାତୀପଲ। ଗତକାଲି ବିଳମ୍ବିତ ରାତିରେ ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ଗୋରୁମହିଷାଣୀ ଥାନା ଅଞ୍ଚଳରେ ଥିବା ଛତ୍ରମଣ୍ଡଳ ଗାଁରେ ହାତୀପଲ ୫ଟି ଘର ଭାଙ୍ଗି ଦେଇଛନ୍ତି। ଏହାସହ ଘରେ ଥିବା ଧାନ ଓ ଚାଉଳ ଖାଇ ଦେଇଛନ୍ତି।</p> <p>ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀପଲକୁ ଘଉଡାଉଛି।&nbsp; ହାତୀପଲ ଛତ୍ରମଣ୍ଡଳ ଗାଁ ନିକଟ ଜଙ୍ଗଲରେ ରହିଛନ୍ତି।&nbsp; ଏହି ପଲରେ ୧୨ଟି ହାତୀ ଥିବା ଅନୁମାନ କରାଯାଉଛି।</p>

Ordigital Desk
  • Published: Saturday, 03 March 2018
  • Updated: 03 March 2018, 10:25 AM IST

Sports

Latest News

<p>ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରେ ଉତ୍ପାତ କରୁଛନ୍ତି ହାତୀପଲ। ଗତକାଲି ବିଳମ୍ବିତ ରାତିରେ ରାଇରଙ୍ଗପୁର ବନଖଣ୍ଡ ଅନ୍ତର୍ଗତ ଗୋରୁମହିଷାଣୀ ଥାନା ଅଞ୍ଚଳରେ ଥିବା ଛତ୍ରମଣ୍ଡଳ ଗାଁରେ ହାତୀପଲ ୫ଟି ଘର ଭାଙ୍ଗି ଦେଇଛନ୍ତି। ଏହାସହ ଘରେ ଥିବା ଧାନ ଓ ଚାଉଳ ଖାଇ ଦେଇଛନ୍ତି।</p><p>ବନ ବିଭାଗ ଘଟଣାସ୍ଥଳରେ ପହଞ୍ଚି ହାତୀପଲକୁ ଘଉଡାଉଛି।&nbsp; ହାତୀପଲ ଛତ୍ରମଣ୍ଡଳ ଗାଁ ନିକଟ ଜଙ୍ଗଲରେ ରହିଛନ୍ତି।&nbsp; ଏହି ପଲରେ ୧୨ଟି ହାତୀ ଥିବା ଅନୁମାନ କରାଯାଉଛି।</p>

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos