ଗାଁରେ ପଶିଲା ହାତୀ; ଘର ଭାଙ୍ଗିଲା, ଜଣଙ୍କୁ ଦଳିଲା

ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଫରେଷ୍ଟ ରେଞ୍ଜର ତୁନମୁରା ପଞ୍ଚାୟତ ଗମ୍ଭାରଡ଼ିହି ନିକଟ ଅଟୋମୁଣ୍ଡା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ରାତିରେ ହାତୀ ଏହି ଗାଁରେ ବ୍ୟାପକ କ୍ଷୟକ୍ଷତି ଘଟାଇବା ସହ ଜଣଙ୍କୁ ଦଳି ମାରିଦେଇଛି । ରାତି ପ୍ରାୟ ୧୧ଟା ପରେ ଏହି ଗାଁରେ ହାତୀ ପଶି ଘର ଦ୍ଵାର ଭଙ୍ଗାରୁଜା କରୁଥିବା ବେଳେ ଗାଁର ସମସ୍ତେ ଭୟଭୀତ ଅବସ୍ଥାରେ ଥିଲେ । ଉକ୍ତ ସମୟରେ ଗାଁର ନରବେଟ କୁଲୁ ନାମକ ବୃଦ୍ଧ ବାହାରକୁ […]

hati-2--1

hati-2--1

Niharika Rout
  • Published: Monday, 20 January 2020
  • Updated: 20 January 2020, 10:48 AM IST

Sports

Latest News

ସୁନ୍ଦରଗଡ଼(ବିଜୟ ବରୁଆ): ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ଫରେଷ୍ଟ ରେଞ୍ଜର ତୁନମୁରା ପଞ୍ଚାୟତ ଗମ୍ଭାରଡ଼ିହି ନିକଟ ଅଟୋମୁଣ୍ଡା ଗାଁରେ ହାତୀ ଆତଙ୍କ ଦେଖାଦେଇଛି। ରାତିରେ ହାତୀ ଏହି ଗାଁରେ ବ୍ୟାପକ କ୍ଷୟକ୍ଷତି ଘଟାଇବା ସହ ଜଣଙ୍କୁ ଦଳି ମାରିଦେଇଛି । ରାତି ପ୍ରାୟ ୧୧ଟା ପରେ ଏହି ଗାଁରେ ହାତୀ ପଶି ଘର ଦ୍ଵାର ଭଙ୍ଗାରୁଜା କରୁଥିବା ବେଳେ ଗାଁର ସମସ୍ତେ ଭୟଭୀତ ଅବସ୍ଥାରେ ଥିଲେ । ଉକ୍ତ ସମୟରେ ଗାଁର ନରବେଟ କୁଲୁ ନାମକ ବୃଦ୍ଧ ବାହାରକୁ ବାହାରି ହାତୀ ହାବୁଡ଼ରେ ପଡିଯାଇଥିଲେ।

ଗାଁ ଲୋକେ ନରବେଟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଉରକେଲା ଆରଜିଏଚ୍‌କୁ ନେଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା । ହାତୀଟି ପ୍ରାୟ ଚାରିଟି ଘର ଭଙ୍ଗାରୁଜା କରିଛି।  ବର୍ତ୍ତମାନ ଗାଁରେ ଆତଙ୍କ ଦେଖାଦେଇଛି । ବନ ବିଭାଗ କର୍ମଚାରୀ ଗାଁରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story