ନାରାୟଣଙ୍କୁ କଚାଡ଼ି ଦେଲା ଦନ୍ତା

କାମାକ୍ଷାନଗର(ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଗଡ଼ପଳାଶୁଣି ଗାଁର ଜଣେ ବ୍ୟକ୍ତିଙ୍କୁ ଏକ ଦନ୍ତା ହାତୀ କଚାଡ଼ି ଦେବାରୁ ତାଙ୍କ ମୃତ୍ୟୁ ଘଟିଛି ।  ମୃତକଙ୍କ ନାଁ ନାରାୟଣ ନାଏକ। ଗତକାଲି ବିଳମ୍ୱିତ ରାତିରେ ନାରାୟଣ ଗୁଡ଼ିଆନାଳୀ ନିକଟରେ ଧାନ ଫସଲ ଜଗିଥିବା ବେଳେ ଦନ୍ତା ସହ ମୁହାଁମୁହିଁ ହୋଇଥିଲେ। ତାଙ୍କୁ ହାତୀଟି କଚାଡ଼ି ଦେଇଥିଲା। ପ୍ରଥମେ ତାଙ୍କୁ ପରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ […]

elephant

elephant

Jyoshna Pradhan
  • Published: Tuesday, 19 November 2019
  • Updated: 19 November 2019, 08:33 AM IST

Sports

Latest News

କାମାକ୍ଷାନଗର(ଓଡ଼ିଶା ରିପୋର୍ଟର): ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଅନ୍ତର୍ଗତ ଗଡ଼ପଳାଶୁଣି ଗାଁର ଜଣେ ବ୍ୟକ୍ତିଙ୍କୁ ଏକ ଦନ୍ତା ହାତୀ କଚାଡ଼ି ଦେବାରୁ ତାଙ୍କ ମୃତ୍ୟୁ ଘଟିଛି ।  ମୃତକଙ୍କ ନାଁ ନାରାୟଣ ନାଏକ।

ଗତକାଲି ବିଳମ୍ୱିତ ରାତିରେ ନାରାୟଣ ଗୁଡ଼ିଆନାଳୀ ନିକଟରେ ଧାନ ଫସଲ ଜଗିଥିବା ବେଳେ ଦନ୍ତା ସହ ମୁହାଁମୁହିଁ ହୋଇଥିଲେ। ତାଙ୍କୁ ହାତୀଟି କଚାଡ଼ି ଦେଇଥିଲା। ପ୍ରଥମେ ତାଙ୍କୁ ପରଜଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  ମାତ୍ର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କାମାକ୍ଷାନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story