ମୟୁରଭଞ୍ଜରେ ହାତୀ ଆତଙ୍କ

ବାରିପଦା: ମୟୁରଭଞ୍ଜରେ ହାତୀ ଆତଙ୍କ। ପଶ୍ଚିମବଙ୍ଗ ସୀମାନ୍ତ ଧୁମସାହି ଦେଇ ୭୦ରୁ ଅଧିକ ହାତୀ ଏଠାକୁ ଚାଲିଆସିଛନ୍ତି। ଗଲା କିଛି ଦିନ ହେବ ହେଲା ଏ ଦୃଶ୍ୟ ଦେଖିବାକୁ ମିଳିଛି ବାରିପଦା ବନଖଣ୍ଡର ଲୋଧାକୁଣ୍ଡିଆ, ପାଲୋ, ବାଘଡା ଧିରେଇଡିହ ଗାଁ ଜଙ୍ଗଲ ଓ ଆଖପାଖ ଅଞ୍ଚଳରେ। ଏତେ ସଂଖ୍ୟରେ ହାତୀକୁ ଦେଖି ଆଖପାଖ ଅଞ୍ଚଳରେ ଆତଙ୍କିତ ହୋଇପଡିଛନ୍ତି। ଗାଁକୁ ସୁରକ୍ଷା ଦେବାକୁ ସୀମାନ୍ତବର୍ତ୍ତୀ ଗାଁ ଲୋକେ ସାରା ରାତି ଜଗି ରହୁଛନ୍ତି। ବାଘଡ଼ା ଗ୍ରାମବାସୀ ରଣଜିତ ଧୀର […]

elephant

elephant

Rakesh Mallick
  • Published: Monday, 26 September 2016
  • Updated: 26 September 2016, 08:59 PM IST

elephantବାରିପଦା: ମୟୁରଭଞ୍ଜରେ ହାତୀ ଆତଙ୍କ। ପଶ୍ଚିମବଙ୍ଗ ସୀମାନ୍ତ ଧୁମସାହି ଦେଇ ୭୦ରୁ ଅଧିକ ହାତୀ ଏଠାକୁ ଚାଲିଆସିଛନ୍ତି। ଗଲା କିଛି ଦିନ ହେବ ହେଲା ଏ ଦୃଶ୍ୟ ଦେଖିବାକୁ ମିଳିଛି ବାରିପଦା ବନଖଣ୍ଡର ଲୋଧାକୁଣ୍ଡିଆ, ପାଲୋ, ବାଘଡା ଧିରେଇଡିହ ଗାଁ ଜଙ୍ଗଲ ଓ ଆଖପାଖ ଅଞ୍ଚଳରେ। ଏତେ ସଂଖ୍ୟରେ ହାତୀକୁ ଦେଖି ଆଖପାଖ ଅଞ୍ଚଳରେ ଆତଙ୍କିତ ହୋଇପଡିଛନ୍ତି। ଗାଁକୁ ସୁରକ୍ଷା ଦେବାକୁ ସୀମାନ୍ତବର୍ତ୍ତୀ ଗାଁ ଲୋକେ ସାରା ରାତି ଜଗି ରହୁଛନ୍ତି।

ବାଘଡ଼ା ଗ୍ରାମବାସୀ ରଣଜିତ ଧୀର କହିଛନ୍ତି,“ଯେଉଁ ଗାଁ ନିକଟକୁ ହାତୀମାନେ ଯାଉଛନ୍ତି ସେହି ଗାଁର ଲୋକେ ସେମାନଙ୍କ ପଥରୋଦ୍ଧ କରୁଛନ୍ତି। ସେମାନଙ୍କୁ ଯିବାକୁ ଦେଉନାହାନ୍ତି। ହାତୀପଲ ଯେଉଁ ବାଟ ଦେଇ ଯାଉଛନ୍ତି ସେଠାରେ ବ୍ୟାପକ କ୍ଷତି କରୁଛନ୍ତି। ବିଦ୍ୟୁତ୍‌ କାଟ ଓ ଅନ୍ଧାର ରାତିର ସୁଯୋଗ ନେଇ ହାତୀପଲ ଆମର ବ୍ୟାପକ କ୍ଷତି କରୁଛନ୍ତି। ଆମେ ସମସ୍ତେ ଭୟଭୀତ ଓ ଆତଙ୍କିତ ଭାବେ ରହିଛୁ।”

ବାରିପଦା ଡିଏଫ୍‌ଓ ସଞ୍ଜୟ କୁମାର ସ୍ୱାଇଁ କହିଛନ୍ତି,“ପଶ୍ଚମବଙ୍ଗରୁ ଏଠାକୁ ଚାଲିଆସିଥିବା ହାତୀପଲଙ୍କ ଗତିବିଧି ନେଇ ଏବେ କିଛି କହିହେବ ନାହିଁ। ହୁଏତ ସେମାନେ ପଶ୍ଚିମବଙ୍ଗକୁ ଫେରିପାରନ୍ତି । ବାରିପଦା ବନଖଣ୍ଡ ପକ୍ଷରୁ ହାତୀପଲ ଥିବା ଏହି ଅଞ୍ଚଳରେ କିପରି ଧନଜୀବନ ନଷ୍ଟହୁଏ ସେଥିପ୍ରତି ସତର୍କ ଦୃଷ୍ଟିର ଖାଯାଇଛି।”

ଅନ୍ୟପକ୍ଷରେ ସୁବର୍ଣ୍ଣପୁର ଜିଲ୍ଲାରେ ମଧ୍ୟ ହାତୀପଲ ଫସଲ ଉଜାଡୁଥିବା ଦେଖିବାକୁ ମିଳିଛି। ଏବେ ଜମିରେ ଧାନକେଣ୍ଡା ବାହାରିଥିବା ବେଳେ ହାତୀପଲ ଉଲୁଣ୍ଡା ବ୍ଲକ କୁତମେଣ୍ଡା ଗାଁର ଏକର ଏକର ଧାନଚାଷ ନଷ୍ଟ କରିଥିବା ଅଭିଯୋଗ ହୋଇଛି। କେବଳ କୁତମେଣ୍ଡା ନୁହେଁ ଆଖପାଖ ୩ଟି ପଞ୍ଚାୟତରେ ହାତୀପଲ ଆତଙ୍କ ମଧ୍ୟ ଦେଖିବାକୁ ମିଳିଛି।

ଏହି ଅଞ୍ଚଳର ଚାଷୀ ରାମଜୀ ବିଶ୍ୱାଳ କହିଛନ୍ତି,“ଆଜି ରାତି ୪ଟାରୁ ଏହିଠାକୁ ଏକ ହାତୀପଲ ପଶିଆସି ୧୫ରୁ ୧୭ ଏକର ଚାଷଜମି ନଷ୍ଟ କରି ସାରିଲେଣି।”

ସୁବର୍ଣ୍ଣପୁର ଡିଏଫ୍‌ଓ ଦେବାର୍ଚ୍ଚନ ବେହେରା କହିଛନ୍ତି,“ରେଢାଖୋଲ ବନଖଣ୍ଡ ଅଞ୍ଚଳରୁ ୧୨ର ଅଧିକ ହାତୀ ଏହିଠାକୁ ପଶି ଆସିଛନ୍ତି। କ୍ଷୟକ୍ଷତି ନେଇ ଚାଷୀମାନେ ଆମ ନିକଟରେ ଦରଖାସ୍ତ କରନ୍ତୁ। ଆମେ ତଦନ୍ତକରି ସରକାରଙ୍କ ପକ୍ଷରୁ ଯାହା ସାହାଯ୍ୟ ଦିଆଯିବା କଥା ଚାଷୀମାନଙ୍କୁ ଯୋଗାଇ ଦେବୁ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story