ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇ ସବଡିଭିଜନ କୁଳିପୋଷ ରେଞ୍ଜ ଗଣିଘସା ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗତ କିଛି ଦିନ ହେବ ଗାଁ ନିକଟରେ ୫ଟି ହାତୀ ବୁଲୁଥିଲେ। ଗତକାଲି ଗାଁ ଲୋକେ ସେମାନଙ୍କୁ ଘଉଡାଇବାକୁ ଚେଷ୍ଟା କରୁଥିବା ବେଳେ ଜଣେ ମହିଳା ସେମାନଙ୍କ ହାବୁଡରେ ପଡ଼ି ଯାଇଥିଲେ। ଗୋଟିଏ ହାତୀ ମହିଳାଙ୍କୁ ଶୁଣ୍ଢରେ ଫୋପାଡି ଦେବାରୁ ସେ ଗୁରୁତର ଆହତ ହୋଇଛନ୍ତି।

bonai

bonai

Rakesh Mallick
  • Published: Friday, 21 July 2017
  • Updated: 21 July 2017, 10:36 AM IST

ବଣାଇ: ସୁନ୍ଦରଗଡ଼ ଜିଲ୍ଲା ବଣାଇ ସବଡିଭିଜନ କୁଳିପୋଷ ରେଞ୍ଜ ଗଣିଘସା ଗାଁରେ ହାତୀ ଆକ୍ରମଣରେ ଜଣେ ମହିଳା ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ଗତ କିଛି ଦିନ ହେବ ଗାଁ ନିକଟରେ ୫ଟି ହାତୀ ବୁଲୁଥିଲେ। ଗତକାଲି ଗାଁ ଲୋକେ ସେମାନଙ୍କୁ ଘଉଡାଇବାକୁ ଚେଷ୍ଟା କରୁଥିବା ବେଳେ ଜଣେ ମହିଳା ସେମାନଙ୍କ ହାବୁଡରେ ପଡ଼ି ଯାଇଥିଲେ। ଗୋଟିଏ ହାତୀ ମହିଳାଙ୍କୁ ଶୁଣ୍ଢରେ ଫୋପାଡି ଦେବାରୁ ସେ ଗୁରୁତର ଆହତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story