ବିଲରୁ ମିଳିଲା ଛୁଆ ହାତୀର ମୃତଦେହ

ଆଠଗଡ଼: କଟକ ଜିଲ୍ଲା ଆଠଗଡ଼ ବନଖଣ୍ଡ ତିଗିରିଆ ସୁଦର୍ଶନପୁର ଅଞ୍ଚଳରେ ଏକ ବିଲରୁ ଛୁଆ ହାତୀର ମୃତଦେହ ଠାବ କରାଯାଇଛି।  ହାତୀର ବୟସ ୫ରୁ ୬ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।  ତା’ ମୁଣ୍ଡରେ କ୍ଷତ ଚିହ୍ନ ଥିବାରୁ ତାକୁ ଗୁଳି ମରାଯାଇଥିବା ସନ୍ଦେହ କରାଯାଉଛି।  ଘଟଣାସ୍ଥଳରେ ଆଠଗଡ଼ ବନବିଭାଗ ଅଧିକାରୀ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି।  ଶବ ବ୍ୟବଚ୍ଛେଦ ପରେ ହାତୀ ମୃତ୍ୟୁର କାରଣ ସ୍ପଷ୍ଟ ହେ ବୋଲି  ବନବିଭାଗ ଅଧିକାରୀ କହିଛନ୍ତି।  

nnn

Rakesh Mallick
  • Published: Friday, 01 December 2017
  • , Updated: 01 December 2017, 12:38 PM IST

Related story