ଏନ୍‌କାଉଣ୍ଟରରେ ୨ ଅପରାଧୀ ଆହତ

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ବ୍ରହ୍ମପୁର ଗୋଳନ୍ଥରା ଅଞ୍ଚଳରେ ପୁଲିସ୍‌ ଏନ୍‌କାଉଣ୍ଟରରେ ଦୁଇ ଜଣ  ଅପରାଧୀ ଆହତ ହୋଇଛନ୍ତି। ସେମାନେ ହେଲେ ଗଣେଶ ନାୟକ ଓ ହୃଷି ପାତ୍ର। ସେମାନଙ୍କ ନିକଟରୁ ପୁଲିସ୍ ୨ଟି ପିସ୍ତଲ ସହ ଅଫୁଟା ଗୁଳି ଜବତ କରିଛି। ଏହାସହ ଗୋଟିଏ ବାଇକ୍‌ ମଧ୍ୟ ଜବତ କରାଯାଇଛି। ଅନ୍ୟ ୩ ଜଣ ଘଟଣାସ୍ଥଳରୁ ଖସି ପଳାଇଥିବା ବ୍ରହ୍ମପୁର ଅତିରିକ୍ତ ଏସ୍‌ପି ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ଆସିକା କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟାକାଣ୍ଡ ଘଟଣାରେ […]

encounter

encounter

Jyoshna Pradhan
  • Published: Saturday, 01 June 2019
  • Updated: 01 June 2019, 09:49 AM IST

Sports

Latest News

ବ୍ରହ୍ମପୁର(ଅଶୋକ ବ୍ରହ୍ମା): ବ୍ରହ୍ମପୁର ଗୋଳନ୍ଥରା ଅଞ୍ଚଳରେ ପୁଲିସ୍‌ ଏନ୍‌କାଉଣ୍ଟରରେ ଦୁଇ ଜଣ  ଅପରାଧୀ ଆହତ ହୋଇଛନ୍ତି। ସେମାନେ ହେଲେ ଗଣେଶ ନାୟକ ଓ ହୃଷି ପାତ୍ର।encounter

ସେମାନଙ୍କ ନିକଟରୁ ପୁଲିସ୍ ୨ଟି ପିସ୍ତଲ ସହ ଅଫୁଟା ଗୁଳି ଜବତ କରିଛି। ଏହାସହ ଗୋଟିଏ ବାଇକ୍‌ ମଧ୍ୟ ଜବତ କରାଯାଇଛି। ଅନ୍ୟ ୩ ଜଣ ଘଟଣାସ୍ଥଳରୁ ଖସି ପଳାଇଥିବା ବ୍ରହ୍ମପୁର ଅତିରିକ୍ତ ଏସ୍‌ପି ସୂଚନା ଦେଇଛନ୍ତି।

ଗଞ୍ଜାମ ଜିଲ୍ଲା ଆସିକା କଂଗ୍ରେସ ପ୍ରାର୍ଥୀ ମନୋଜ ଜେନା ହତ୍ୟାକାଣ୍ଡ ଘଟଣାରେ ଏମାନେ ସମ୍ପୃକ୍ତ ଥିବା ପୁଲିସ୍‌ କହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story