କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ଆହତ

କଟକ(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଜଗତପୁର ଅଞ୍ଚଳରେ କମିଶନରେଟ୍‌ ପୁଲିସ ଓ ସ୍ପଶାଲ ସ୍କ୍ୱାର୍ଡ ଏନ୍‌କାଉଣ୍ଟର କରିଛି। ଫଳରେ ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ପାତ୍ର ଓରଫ ଅମିତ ଆହତ ହୋଇଛି। ତା’ ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାଙ୍କୁ SCB ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ପୁଲିସ ଅମିତଠାରୁ ଗୋଟିଏ ବନ୍ଧୁକ, ୨ ରାଉଣ୍ଡ ଗୁଳି, ୪ଟି କ୍ୟାଟ୍ରିଜ ଓ ଗୋଟିଏ କାର୍ ଜବତ କରିଛି। ଅନ୍ୟପକ୍ଷରେ ଆଜି ଦିନ ଦ୍ୱି’ପହରେ କଟକ ଡଗରପଡ଼ା ସ୍ଥିତ ଭୂତିଆ ସାହିରେ […]

cuttack

cuttack

Manoranjan Sial
  • Published: Wednesday, 21 August 2019
  • Updated: 21 August 2019, 08:30 PM IST

Sports

Latest News

କଟକ(ଓଡ଼ିଶା ରିପୋର୍ଟର): କଟକ ଜିଲ୍ଲା ଜଗତପୁର ଅଞ୍ଚଳରେ କମିଶନରେଟ୍‌ ପୁଲିସ ଓ ସ୍ପଶାଲ ସ୍କ୍ୱାର୍ଡ ଏନ୍‌କାଉଣ୍ଟର କରିଛି। ଫଳରେ ଦୁର୍ଦ୍ଦାନ୍ତ ଅପରାଧୀ ମନୋଜ ପାତ୍ର ଓରଫ ଅମିତ ଆହତ ହୋଇଛି। ତା’ ଡାହାଣ ଗୋଡ଼ରେ ଗୁଳି ବାଜିଛି। ତାଙ୍କୁ SCB ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ପୁଲିସ ଅମିତଠାରୁ ଗୋଟିଏ ବନ୍ଧୁକ, ୨ ରାଉଣ୍ଡ ଗୁଳି, ୪ଟି କ୍ୟାଟ୍ରିଜ ଓ ଗୋଟିଏ କାର୍ ଜବତ କରିଛି।

ଅନ୍ୟପକ୍ଷରେ ଆଜି ଦିନ ଦ୍ୱି’ପହରେ କଟକ ଡଗରପଡ଼ା ସ୍ଥିତ ଭୂତିଆ ସାହିରେ ସିରିଜ ବୋମାମାଡ ହୋଇଥିଲା। ତେବେ ଏଥିରେ କାହାର କିଛି କ୍ଷତି ହୋଇନି। ଦୁଇ ଜଣ ଦୁର୍ବୃତ୍ତ ଏକ ସ୍କୁଟରରେ ଆସି ଗୋଲକ ପରିଡା ନାମକ ଜଣେ ବ୍ୟକ୍ତିଙ୍କ ଘର ଉପରକୁ ସିରିଜ ବୋମାମାଡ଼ କରିଥିଲେ। ଏନେଇ ଅଭିଯୋଗ ହେବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story