ଦୁର୍ଦ୍ଦାନ୍ତ ଅପରାଧୀ ସାଗରକୁ ଏନ୍‌କାଉଣ୍ଟର

ବ୍ରହ୍ମପୁର: ଦୁର୍ଦ୍ଦାନ୍ତ ଅପରାଧୀ ପିଣ୍ଟୁ ସାହୁ ଓରଫ ସାଗରକୁ ଆଜି ପୋଲିସ୍‌ ଏନ୍‌କାଉଣ୍ଟର କରିଛି। ସାଗରର ଡାହାଣ ଜଙ୍ଘରେ ଗୁଳି ବାଜିଛି। ତାକୁ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ତା’ ନିକଟରୁ ଏକ ପିସ୍ତଲ ଜବତ କରିଛି। ସାଗର ନାଁରେ ହତ୍ୟା ଓ ଡକାୟତି ପରି ୧୦ରୁ ଅଧିକ ମାମଲା ଥିବା ପୋଲିସ କହିଛି।

sagar-encounter

Rakesh Mallick
  • Published: Wednesday, 24 May 2017
  • , Updated: 24 May 2017, 05:48 PM IST

ବ୍ରହ୍ମପୁର: ଦୁର୍ଦ୍ଦାନ୍ତ ଅପରାଧୀ ପିଣ୍ଟୁ ସାହୁ ଓରଫ ସାଗରକୁ ଆଜି ପୋଲିସ୍‌ ଏନ୍‌କାଉଣ୍ଟର କରିଛି। ସାଗରର ଡାହାଣ ଜଙ୍ଘରେ ଗୁଳି ବାଜିଛି। ତାକୁ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ ତା’ ନିକଟରୁ ଏକ ପିସ୍ତଲ ଜବତ କରିଛି।

ସାଗର ନାଁରେ ହତ୍ୟା ଓ ଡକାୟତି ପରି ୧୦ରୁ ଅଧିକ ମାମଲା ଥିବା ପୋଲିସ କହିଛି।

Related story