ବିଳମ୍ବରେ ଚେତିଲେ: ୧୪୪ ତହସିଲରେ ଗଠନ ହେଲା ଲଘୁ ଖଣିଜ ଏନଫୋର୍ସମେଣ୍ଟ୍ ସେଲ୍

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା, ଯାଜପୁର, ବଲାଙ୍ଗିର, ସୁନ୍ଦରଗଡ଼ ଓ ବାଲେଶ୍ୱର ଭଳି ଜିଲ୍ଲାରେ ଲଘୁ ଖଣିଜ ସମ୍ପଦ ବେଆଇନ ଭାବେ ଲୁଟ୍ ହେଉଥିବା ନେଇ ବାରମ୍ବାର ଅଭିଯୋଗ ଆସିବା ପରେ ବିଳମ୍ବରେ ରାଜ୍ୟ ସରକାରଙ୍କ ଚେତା ପଶିଛି । ଜଣେ ଅତିରିକ୍ତ ତହସିଲଦାରଙ୍କ ଅଧ୍ୟକ୍ଷତାରେ ତହସିଲ ଅଞ୍ଚଳରେ ଗୋଟିଏ ଲେଖାଏ ସ୍ୱତନ୍ତ୍ର ଲଘୁ ଖଣିଜ ଏନଫୋର୍ସମେଣ୍ଟ୍ ସେଲ୍ ଗଠନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଲଘୁ ଖଣିଜ ସମ୍ପଦ ଗଚ୍ଛିତ ଥିବା ରାଜ୍ୟର ୧୪୪ଟି ତହସିଲକୁ […]

enforcement-cell-will-create-in-144-tehsil-of-odisha

Manoranjan Sial
  • Published: Wednesday, 20 November 2019
  • Updated: 20 November 2019, 09:12 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଖୋର୍ଦ୍ଧା, ଯାଜପୁର, ବଲାଙ୍ଗିର, ସୁନ୍ଦରଗଡ଼ ଓ ବାଲେଶ୍ୱର ଭଳି ଜିଲ୍ଲାରେ ଲଘୁ ଖଣିଜ ସମ୍ପଦ ବେଆଇନ ଭାବେ ଲୁଟ୍ ହେଉଥିବା ନେଇ ବାରମ୍ବାର ଅଭିଯୋଗ ଆସିବା ପରେ ବିଳମ୍ବରେ ରାଜ୍ୟ ସରକାରଙ୍କ ଚେତା ପଶିଛି । ଜଣେ ଅତିରିକ୍ତ ତହସିଲଦାରଙ୍କ ଅଧ୍ୟକ୍ଷତାରେ ତହସିଲ ଅଞ୍ଚଳରେ ଗୋଟିଏ ଲେଖାଏ ସ୍ୱତନ୍ତ୍ର ଲଘୁ ଖଣିଜ ଏନଫୋର୍ସମେଣ୍ଟ୍ ସେଲ୍ ଗଠନ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଲଘୁ ଖଣିଜ ସମ୍ପଦ ଗଚ୍ଛିତ ଥିବା ରାଜ୍ୟର ୧୪୪ଟି ତହସିଲକୁ ଚିହ୍ନଟ କରାଯାଇ ସେଠାରେ ଅତିରିକ୍ତ ଭାବେ ୧୪୪ଜଣ ରାଜସ୍ୱ ନିରୀକ୍ଷକ ଓ ୧୪୪ଜଣ ଅମିନଙ୍କୁ ନୂତନ ଭାବେ ନିଯୁକ୍ତି ଦିଆଯିବ।

ରାଜସ୍ୱ ବିଭାଗରୁ ମିଳିଥିବା ସୂଚନା ଅନୁସାରେ, ରାଜ୍ୟରେ ଲଘୁ ଖଣିଜ ସମ୍ପଦ ଚୋରାଚାଲାଣ ବନ୍ଦ ଓ ଏହା ଉପରେ ଅଙ୍କୁଶ ଲଗାଇବା ନିମନ୍ତେ ରାଜ୍ୟ ସରକାର ତହସିଲସ୍ତରରେ ଗୋଟିଏ ଲେଖାଏ ଲଘୁ ଖଣିଜ ଏନଫୋର୍ସମେଣ୍ଟ୍ ସେଲ୍ ଗଠନ ନିମନ୍ତେ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଅନୁମୋଦନ ପରେ ଆଜି ଏନେଇ ବିଧିବଦ୍ଧ ବିଜ୍ଞପ୍ତି ଜାରି ହୋଇଛି। ରାଜ୍ୟରେ ଲଘୁ ଖଣିଜ ସମ୍ପଦର ସୁପରିଚାଳନା ପାଇଁ ସ୍ୱତନ୍ତ୍ର ଭାବେ ଆଇନ ଓ ନୀତି ଥିବା ସତ୍ତେ୍ୱ ଲଘୁ ଖଣିଜ ସମ୍ପଦର ବେଧଡ଼କ ଚୋରା କାରବାର ଜାରି ରହିଛି। ବିଭିନ୍ନ ମହଲରୁ ତୀବ୍ର ସମାଲୋଚନା ହେବାପରେ ରାଜ୍ୟ ସରକାର ଲଘୁ ଖଣିଜ ସମ୍ପଦ ଥିବା ୧୪୪ଟି ତହସିଲକୁ ଚିହ୍ନଟ କରିଛନ୍ତି। ଏସବୁ ତହସିଲରେ ଗୋଟିଏ ଲେଖାଏ ଏନଫୋର୍ସମେଣ୍ଟ୍ ସେଲ୍ ରହିବ। ସେହି ଏନଫୋର୍ସମେଣ୍ଟର ମୁଖ୍ୟ ଭାବେ ସ୍ଥାନୀୟ ଅତିରିକ୍ତ ତହସିଲଦାର କାର୍ଯ୍ୟ କରିବେ। ତାଙ୍କ ଅଧୀନରେ ଜଣେ ଲେଖାଏ ଆରଆଇ ଓ ଅମିନ ରହିବେ। ଏଥିପାଇଁ ସରକାର ଅତିରିକ୍ତ ଭାବେ ୨୮୮ଟି ନୂଆ ପଦବୀ(ଆରଆଇ ଓ ଅମିନ) ସୃଷ୍ଟି କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି। ଏହି ନୂତନ ପଦବୀ ସୃଷ୍ଟି ନିମନ୍ତେ ଅର୍ଥ ବିଭାଗ ମଧ୍ୟ ଆବଶ୍ୟକ ଅନୁମତି ଦେଇସାରିଛି।

ମୟୂରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧୫ଟି ତହସିଲ, ଦେବଗଡ଼, କନ୍ଧମାଳ ଓ ଗଜପତିରେ ଗୋଟିଏ ଲେଖାଏ ତହସିଲରେ ଏହି ଏନଫୋର୍ସମେଣ୍ଟ୍ ସେଲ୍ ଗଠନ ପାଇଁ ନିଷ୍ପତ୍ତି ହୋଇଥିବାବେଳେ ପୁରୀ, ନୂଆପଡ଼ା ଓ ମାଲକାନଗିରିରେ କୌଣସି ଗୋଟିଏ ବି ତହସିଲ ଏହି ତାଲିକାରେ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story