ପୁରୀ ବୁଲିବାକୁ ଆସି ଯନ୍ତ୍ରୀ ନିଖୋଜ

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ବୁଲିବାକୁ ଆସି କେନ୍ଦ୍ରାପଡ଼ାର ଜଣେ କନିଷ୍ଠ ଯନ୍ତ୍ରୀ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ମୁରାରୀ ମୋହନ ଜେନା ରବିବାର ପୁରୀ ଆସିଥିଲେ। ସୋମବାର ଯାଏ ସେ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗରେ ଥିଲେ। କିନ୍ତୁ ଏହା ପରଠୁ ତାଙ୍କର କୌଣସି ପତ୍ତା ମିଳୁ ନ ଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ମୁରାରୀ ମୋହନଙ୍କୁ ଖୋଜିବାକୁ ତାଙ୍କ ପରିବାର ସଦସ୍ୟ ଆସି କେହି ତାଙ୍କୁ […]

puri-1-1

puri-1-1

Niharika Rout
  • Published: Thursday, 12 March 2020
  • Updated: 12 March 2020, 02:44 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ପୁରୀ ବୁଲିବାକୁ ଆସି କେନ୍ଦ୍ରାପଡ଼ାର ଜଣେ କନିଷ୍ଠ ଯନ୍ତ୍ରୀ ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। କେନ୍ଦ୍ରାପଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଗ କନିଷ୍ଠ ଯନ୍ତ୍ରୀ ମୁରାରୀ ମୋହନ ଜେନା ରବିବାର ପୁରୀ ଆସିଥିଲେ। ସୋମବାର ଯାଏ ସେ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗରେ ଥିଲେ। କିନ୍ତୁ ଏହା ପରଠୁ ତାଙ୍କର କୌଣସି ପତ୍ତା ମିଳୁ ନ ଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି।

ମୁରାରୀ ମୋହନଙ୍କୁ ଖୋଜିବାକୁ ତାଙ୍କ ପରିବାର ସଦସ୍ୟ ଆସି କେହି ତାଙ୍କୁ ଅପହରଣ କରି ନେଇଥିବା ସମୁଦ୍ର କୁଳ ଥାନାରେ ଅଭିଯୋଗ କରିଛନ୍ତି। ପରିବାର ସଦସ୍ୟଙ୍କ ଅଭିଯୋଗ ଅନୁଯାୟୀ, ରବିବାର ସନ୍ଧ୍ୟାରେ  ନିଜ ଜଣେ ହାଇସ୍କୁଲ ସାଙ୍ଗଙ୍କ ସହ ପୁରୀ ବୁଲିବାକୁ ଯାଉଛି କହି ସେ ଘରୁ ବାହାରି ଆସିଥିଲେ। ସୋମବାର ସକାଳ ପର୍ଯ୍ୟନ୍ତ ସେ ଯୋଗାଯୋଗରେ ଥିଲେ। ଏହାପରଠୁ ତାଙ୍କ ଫୋନ୍‌ ସୁଇଚ୍‌ ଅଫ୍‌ ହୋଇଯାଇଥିଲା।

ସେ ନିଜ ଫୋନ, ଆଣିଥିବା ଜରି ବ୍ୟାଗ, ଚପଲ ସବୁ ପୁରୀ ଷ୍ଟେଶନ ପାଖ ରାମ ମନ୍ଦିରରେ ଛାଡ଼ି ଚାଲିଯାଇଥିଲେ। ଏନେଇ ମନ୍ଦିରର ପୁଜକ ଫୋନ୍‌ କରି ପରିବାର ସଦସ୍ୟଙ୍କୁ କହିଥିଲେ। ପରିବାର ଲୋକେ ପହଞ୍ଚି ଯନ୍ତ୍ରୀଙ୍କ ନିଖୋଜ ନେଇ ସି ବିଚ୍ ଥାନାରେ ଅଭିଯୋଗ କରିଥିଲେ। ପୁଲିସ୍‌ ତନାଘନା ତଦନ୍ତ ଆରମ୍ଭ କରିଥିଲେ ବି ଏ ଯାଏ କିଛି ବି ସୁରାଗ ମିଳିପାରି ନାହିଁ।

ତେବେ ତୁରନ୍ତ ତାଙ୍କୁ ଖୋଜି ବାହାର କରିବାକୁ ପରିବାର ଲୋକେ ପୁଲିସ୍‌କୁ ଗୁହୁରି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story