ବଦଳିଲା ରାଜ୍ୟରେ ଇଂଜିନିୟରିଂ ନାମଲେଖା ନିୟମ

ଭୁବନେଶ୍ୱର: ରାଜ୍ୟରେ ଇଂଜିନିୟରିଂ ନାମଲେଖା ନିୟମ ବଦଳିଛି। ଏଣିକି ଅଲ୍‌ ଇଣ୍ଡିଆ କାଉନସିଲ ଫର ଟେକନିକାଲ ଏଜୁକେସନ୍ (ଏଆଇସିଟିଇ) ଗାଇଡ ଲାଇନ୍‌ ଅନୁସାରେ ବିଟେକ୍‌ କୋର୍ସରେ ନାମଲେଖା ହେବ। ଏଆଇସିଟିଇ ଗାଇଡଲାଇନ୍‌ ଉଲ୍ଲଂଘନ ହୋଇଥିବା ନେଇ ଓଟିଭିରେ ଖବର ପ୍ରସାରଣ ହେବା ପରେ ଚଳିତବର୍ଷ ନାମଲେଖା ପ୍ରକ୍ରିୟାରେ ନୂଆ ନିୟମ ଲାଗୁ ହୋଇଛି। ଏଆଇସିଟିଇ ନିୟମ ଅନୁସାରେ ଏଣିକି ନାମଲେଖା ପାଇଁ ଓଜେଇଇ କର୍ତ୍ତୃପକ୍ଷଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅବଗତ କରିଛି। ଗାଇଡଲାଇନ […]

aicte

aicte

Rakesh Mallick
  • Published: Sunday, 12 March 2017
  • Updated: 12 March 2017, 10:41 PM IST

Sports

Latest News

ଭୁବନେଶ୍ୱର: ରାଜ୍ୟରେ ଇଂଜିନିୟରିଂ ନାମଲେଖା ନିୟମ ବଦଳିଛି। ଏଣିକି ଅଲ୍‌ ଇଣ୍ଡିଆ କାଉନସିଲ ଫର ଟେକନିକାଲ ଏଜୁକେସନ୍ (ଏଆଇସିଟିଇ) ଗାଇଡ ଲାଇନ୍‌ ଅନୁସାରେ ବିଟେକ୍‌ କୋର୍ସରେ ନାମଲେଖା ହେବ। ଏଆଇସିଟିଇ ଗାଇଡଲାଇନ୍‌ ଉଲ୍ଲଂଘନ ହୋଇଥିବା ନେଇ ଓଟିଭିରେ ଖବର ପ୍ରସାରଣ ହେବା ପରେ ଚଳିତବର୍ଷ ନାମଲେଖା ପ୍ରକ୍ରିୟାରେ ନୂଆ ନିୟମ ଲାଗୁ ହୋଇଛି।

ଏଆଇସିଟିଇ ନିୟମ ଅନୁସାରେ ଏଣିକି ନାମଲେଖା ପାଇଁ ଓଜେଇଇ କର୍ତ୍ତୃପକ୍ଷଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅବଗତ କରିଛି। ଗାଇଡଲାଇନ ଅନୁସାରେ ଇଂଜିନିୟରିଂ ପଢିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ଯୁକ୍ତଦୁଇ ଫିଜିକ୍ସ ଓ ମ୍ୟାଥମେଟିକ୍ସ ବାଧ୍ୟତାମୂଳକ ବିଷୟ ହୋଇଥିବ। ତୃତୀୟ ବିଷୟ ଭାବେ କେମେଷ୍ଟ୍ରି, ବାୟୋଲୋଜି ବା କୌଣସି ବୈଷୟିକ ଏବଂ ଧନ୍ଦାମୂଳକ ଶିକ୍ଷା ରହିବା ଆବଶ୍ୟକ। ଏହି ବିଷୟଗୁଡିକରେ ହାରାହାରି ୪୫ ପ୍ରତିଶତ ମାର୍କ ଥିବା ଜରୁରୀ।

ଗତବର୍ଷ ରାଜ୍ୟ ସରକାର ୩ଟି ବଦଳରେ ୫ଟି ବିଷୟକୁ ମାନଦଣ୍ଡ ଭାବେ ଗ୍ରହଣ କରିଥିଲେ। ଏପରିକି ଏଥିରେ ଭାଷା ବିଷୟ ମଧ୍ୟ ସ୍ଥାନ ପାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story