ବିନା ଅନୁମତିରେ ଆଠଗଡ଼ ଉପଖଣ୍ଡରେ ପ୍ରବେଶ ନିଷେଧ

ଆଠଗଡ଼(ନିଳକଣ୍ଠ ଦୋରା): କରୋନା ସଂକ୍ରମଣ ବଢୁଥିବାରୁ ଆଠଗଡ଼ ଉପଖଣ୍ଡରେ ପ୍ରବେଶ କଟକଣା ଜାରି କଲା ଜିଲ୍ଲା ପ୍ରଶାସନ । ବିନା ଅନୁମତିରେ ଆଠଗଡ଼ ଉପଖଣ୍ଡରେ ବାହାର ଜିଲ୍ଲାରୁ କେହି ପ୍ରବେଶ କରିପାରିବେ ନାହିଁ । ବାହାର ଜିଲ୍ଲା କିମ୍ବା ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କୁ ପ୍ରଶାସନର ବିନା ଅନୁମତିରେ ଆଠଗଡ଼, ତିଗିରିଆ , ବଡ଼ମ୍ବା ଓ ନରସିଂହପୁର ବ୍ଲକରେ ପ୍ରବେଶ ଅନୁମତି ମିଳିବ ନାହିଁ  । ଏଥିପାଇଁ ସ୍ଥାନୀୟ ତହସିଲଦାର କିମ୍ବା ଥାନା ଆଇଆଇସିଙ୍କ ଅନୁମତି ଆଣିବାକୁ ପଡ଼ିବ । […]

seal

seal

Niharika Rout
  • Published: Tuesday, 14 July 2020
  • Updated: 14 July 2020, 07:39 AM IST

Sports

Latest News

ଆଠଗଡ଼(ନିଳକଣ୍ଠ ଦୋରା): କରୋନା ସଂକ୍ରମଣ ବଢୁଥିବାରୁ ଆଠଗଡ଼ ଉପଖଣ୍ଡରେ ପ୍ରବେଶ କଟକଣା ଜାରି କଲା ଜିଲ୍ଲା ପ୍ରଶାସନ । ବିନା ଅନୁମତିରେ ଆଠଗଡ଼ ଉପଖଣ୍ଡରେ ବାହାର ଜିଲ୍ଲାରୁ କେହି ପ୍ରବେଶ କରିପାରିବେ ନାହିଁ । ବାହାର ଜିଲ୍ଲା କିମ୍ବା ରାଜ୍ୟରୁ ଆସୁଥିବା ବ୍ୟକ୍ତିଙ୍କୁ ପ୍ରଶାସନର ବିନା ଅନୁମତିରେ ଆଠଗଡ଼, ତିଗିରିଆ , ବଡ଼ମ୍ବା ଓ ନରସିଂହପୁର ବ୍ଲକରେ ପ୍ରବେଶ ଅନୁମତି ମିଳିବ ନାହିଁ  । ଏଥିପାଇଁ ସ୍ଥାନୀୟ ତହସିଲଦାର କିମ୍ବା ଥାନା ଆଇଆଇସିଙ୍କ ଅନୁମତି ଆଣିବାକୁ ପଡ଼ିବ ।

ଆଠଗଡ଼ ପ୍ରବେଶ ପୂର୍ବରୁ ବିଭିନ୍ନ ସ୍ଥାନରେ ନାକା ପଏଣ୍ଟ ରହିଛି । ଖୁଣ୍ଟୁଣୀ ଛକ, ଚାନ୍ଦବାଲି ଛକରେ ନାକା କରାଯାଇଛି । ଏହା ଆଠଗଡ଼ ତହସିଲଦାରଙ୍କ ଅଧୀନରେ ରହିଛି । ସେହିପରି ନୂଆ ସଡ଼କ ଛକରେ ଥିବା ନାକା ତିଗିରିଆ ତହସିଲ ଓ ବିଧାରପୁର ଛକରେ ଥିବା ନାକା ବଡ଼ମ୍ବା ତହସିଲ ଅଧୀନରେ ରହିଛି । ସେହିପରି ପଞ୍ଚମୁହିଁ ଛକ ଓ ବାଗଧରିଆ ଛକରେ ମଧ୍ୟ ନାକା କରାଯାଇଛି। ଏହା ନରସିଂହପୁର ତହସିଲ ଅଧୀନରେ ରହିଛି । ତେବେ ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଆସୁଥିବା ଗାଡି ପାଇଁ କୈଣସି କଟକଣା ନାହିଁ । ବାହାର ଜିଲ୍ଲା କିମ୍ବା ରାଜ୍ୟରୁ ଆଠଗଡ଼ ଆସୁଥିବା ଗୁରୁତର ରୋଗୀଙ୍କୁ ନାକା ପଏଣ୍ଟରେ ସ୍କ୍ରିନିଂ କରାଯିବ । ବାହାରୁ ଆସୁଥିବା ଲୋକଙ୍କ ନାମ ଓ ଠିକଣା ରଖାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story