ଆନ୍ତଃରାଜ୍ୟ ସାଇବର ଠକେଇର ପର୍ଦ୍ଦାଫାଶ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆନ୍ତଃ ରାଜ୍ୟ ସାଇବର ଠକେଇର ପର୍ଦ୍ଦାଫାଶ ହୋଇଛି। ଓଡ଼ିଶାରୁ ରାଜସ୍ଥାନ ଯାଏଁ ଲମ୍ବିଥିବା ଏକ ବଡ଼ ସାଇବର ଠକେଇର ପର୍ଦ୍ଦାଫାସ କରିଛି ଇଓଡବ୍ଲୁ। ରାଜସ୍ଥାନ ପୁଲିସ ସହାୟତାରେ ରାମଗଡ଼ ଥାନା ଆଲୱରରୁ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଲିଙ୍କରେ ଥିବା ଓଡ଼ିଶାରୁ ଜଣକୁ ଧରିଛି EOW। ଗିରଫ ଅଭିଯୁକ୍ତ ମାନେ ହେଲେ ମହମ୍ମଦ ଖାନ, ମରଫେଦ ଖାନ୍, ଅନୀଲ ଖିଲାର। ଏହି ସାଇବର୍ ଲୁଟେରାମାନେ ବ୍ୟବହାର କରୁଥିଲେ ଓଡ଼ିଶାର ବ୍ୟାଙ୍କ […]

cyber-fraud

cyber-fraud

Manoranjan Sial
  • Published: Tuesday, 15 November 2022
  • Updated: 15 November 2022, 09:15 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆନ୍ତଃ ରାଜ୍ୟ ସାଇବର ଠକେଇର ପର୍ଦ୍ଦାଫାଶ ହୋଇଛି। ଓଡ଼ିଶାରୁ ରାଜସ୍ଥାନ ଯାଏଁ ଲମ୍ବିଥିବା ଏକ ବଡ଼ ସାଇବର ଠକେଇର ପର୍ଦ୍ଦାଫାସ କରିଛି ଇଓଡବ୍ଲୁ। ରାଜସ୍ଥାନ ପୁଲିସ ସହାୟତାରେ ରାମଗଡ଼ ଥାନା ଆଲୱରରୁ ଦୁଇ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କ ଲିଙ୍କରେ ଥିବା ଓଡ଼ିଶାରୁ ଜଣକୁ ଧରିଛି EOW।

ଗିରଫ ଅଭିଯୁକ୍ତ ମାନେ ହେଲେ ମହମ୍ମଦ ଖାନ, ମରଫେଦ ଖାନ୍, ଅନୀଲ ଖିଲାର। ଏହି ସାଇବର୍ ଲୁଟେରାମାନେ ବ୍ୟବହାର କରୁଥିଲେ ଓଡ଼ିଶାର ବ୍ୟାଙ୍କ ଆକାଉଣ୍ଟ। ଏହି ଠକ ଦଳ ଓଡିଶା, ଆସାମ, ପଶ୍ଚିମବଙ୍ଗ, ବିହାରରେ ମଧ୍ୟ ୨ ହଜାରରୁ ଅଧିକ ଆକାଉଣ୍ଟକୁ ବ୍ୟବହାର କରୁଥିଲେ। ଏହାର ପ୍ରମାଣ ପାଇଛି ଇଓଡବ୍ଲୁ। ଗରିବ ଲୋକଙ୍କୁ ମିଛ କହି ଭୂଆଁ ବୁଲାଇ ଦଲାଲଙ୍କ ଜରିଆରେ ଆକାଉଣ୍ଟ ଖୋଲୁଥିଲେ। ଆଉ ସେହି ଆକାଉଣ୍ଟ ସହିତ ଏକ ମୋବାଇଲ୍ ନମ୍ବର ଯୋଡ଼ା ଯାଉଥିଲା। ଆକାଉଣ୍ଟ ସଂପୂର୍ଣ୍ଣ ଭାବେ ଲୁଟେରାଙ୍କ ନିୟନ୍ତ୍ରଣକୁ ଚାଲିଯିବା ପରେ ଲକ୍ଷ ଲକ୍ଷ ଟଙ୍କାର କାରବାର କରୁଥିଲେ। ହେଲେ ଆକାଉଣ୍ଟଧାରୀ ଏହାର ଟେର୍ ପାଉନଥିଲେ।

ନବରଙ୍ଗପୁରରେ ଗରିବଙ୍କ ନାଁରେ ଯେତିକି ଆକାଉଣ୍ଟ ଖୋଲାଯାଇଛି, ସେଥିରେ ୬୨ ଲକ୍ଷ ଟଙ୍କାର ଟ୍ରାଞ୍ଜାକ୍ସନ ହୋଇଥିବା ଖୋଳତାଡ଼ରୁ ଜଣାପଡ଼ିଛି। ଲୁଟେରାମାନେ ସାଇବର୍ ଫ୍ରଡ୍ ସହ ସିମ୍‌ ଦଲାଲଙ୍କ ମାଧ୍ୟମରେ କାର୍ଡ କାରବାର ମଧ୍ୟ କରୁଥିଲେ। ଏ ସମ୍ପର୍କରେ ଇଓଡବ୍ଲୁ ଡିଆଇଜି ଜୟନାରାୟଣ ପଙ୍କଜ ସୂଚନା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story