ଟଙ୍କା ନେଇ ଘର ଦେଉ ନଥିଲେ, ବନ୍ଧା ହେଲେ ନିର୍ଦ୍ଦେଶକ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫ୍ଲାଟ୍‌ ଦେବା ନାଁରେ କୋଟିଏ ୧୫ ଲକ୍ଷରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ବିଲଡର ସଂସ୍ଥାର ନିର୍ଦ୍ଦେଶକ ଗିରଫ। କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(EOW) ବସେରା ଫେସ୍‌କୋ ବିଲ୍‌ଡରର ନିର୍ଦ୍ଦେଶ ଅମରେଶ ପଣ୍ଡାକୁ ଆଜି ଭୁବନେଶ୍ଵରରୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅମରେଶ ପଣ୍ଡା ସମେତ ଅନ୍ୟ ତିନି ଜଣଙ୍କ ବିରୋଧରେ ମାମଲା ହୋଇଛି। ସିଜୁଆ ସ୍ଥିତ ବସେରା ଫେସ୍‌କୋ ବିଲ୍‌ଡର ସଂସ୍ଥା ୩-ବିଏଚ୍‌କେ ଫ୍ଲାଟ୍‌ ଦେବା ନାମରେ ଠକେଇ କରିଥିଲା। […]

Amresh-Panda

Amresh-Panda

Manoranjan Sial
  • Published: Friday, 17 June 2022
  • Updated: 17 June 2022, 06:41 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଫ୍ଲାଟ୍‌ ଦେବା ନାଁରେ କୋଟିଏ ୧୫ ଲକ୍ଷରୁ ଅଧିକ ଟଙ୍କା ଠକେଇ ଅଭିଯୋଗରେ ବିଲଡର ସଂସ୍ଥାର ନିର୍ଦ୍ଦେଶକ ଗିରଫ। କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା(EOW) ବସେରା ଫେସ୍‌କୋ ବିଲ୍‌ଡରର ନିର୍ଦ୍ଦେଶ ଅମରେଶ ପଣ୍ଡାକୁ ଆଜି ଭୁବନେଶ୍ଵରରୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅମରେଶ ପଣ୍ଡା ସମେତ ଅନ୍ୟ ତିନି ଜଣଙ୍କ ବିରୋଧରେ ମାମଲା ହୋଇଛି।

ସିଜୁଆ ସ୍ଥିତ ବସେରା ଫେସ୍‌କୋ ବିଲ୍‌ଡର ସଂସ୍ଥା ୩-ବିଏଚ୍‌କେ ଫ୍ଲାଟ୍‌ ଦେବା ନାମରେ ଠକେଇ କରିଥିଲା। ସଂସ୍ଥା ନା ଟଙ୍କା ଫେରାଉଥିଲା ନା ଫ୍ଲାଟ୍ ଦେଉଥିଲା। ଯେତେ କହିଥିଲେ ମଧ୍ୟ ବିଲ୍‌ଡର ସଂସ୍ଥା ଶୁଣୁନଥିଲା। ସବୁଆଡୁ ନିରାଶ ହେବା ପରେ ଠକାମୀରେ ଶିକାର ହୋଇଥିବା ଲୋକମାନେ EOW ରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭତ୍ତି କରି EOW ଆଜି ସଂସ୍ଥାର ନିର୍ଦ୍ଦେଶକଙ୍କୁ ଗିରଫ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story