'ଫୋନି’ କ୍ଷୟକ୍ଷତି ଆକଳନ: ବଢ଼ିଲା ଆଉ ହଜାରେ କୋଟି ଟଙ୍କା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚଦଶ ବିଧାନସଭା ଭଙ୍ଗ ପାଇଁ ଆଜି ରାଜ୍ୟ କ୍ୟାବିନେଟ୍ ସୁପାରିସ୍ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ସଚିବାଳୟରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ପଞ୍ଚଦଶ ବିଧାନସଭାକୁ ଭଙ୍ଗ କରିବାକୁ ରାଜ୍ୟପାଳଙ୍କୁ ସୁପାରିସ୍ କରାଯାଇଛି। କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଗଣମାଧ୍ୟମକୁ ଏହି ସୂଚନା ଦେଇ କହିଥିଲେ ଯେ ପଞ୍ଚଦଶ ବିଧାନସଭାକୁ ଭଙ୍ଗ ପାଇଁ ସୁପାରିସ ସହ ‘ଫୋନି’ କ୍ଷୟକ୍ଷତି, ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ପ୍ରସଙ୍ଗରେ […]

restoration-of-power-in-puri-may-take-longer-than-expected

Manoranjan Sial
  • Published: Saturday, 18 May 2019
  • Updated: 18 May 2019, 07:44 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପଞ୍ଚଦଶ ବିଧାନସଭା ଭଙ୍ଗ ପାଇଁ ଆଜି ରାଜ୍ୟ କ୍ୟାବିନେଟ୍ ସୁପାରିସ୍ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆଜି ଅପରାହ୍ନରେ ସଚିବାଳୟରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ପଞ୍ଚଦଶ ବିଧାନସଭାକୁ ଭଙ୍ଗ କରିବାକୁ ରାଜ୍ୟପାଳଙ୍କୁ ସୁପାରିସ୍ କରାଯାଇଛି।

କ୍ୟାବିନେଟ୍ ବୈଠକ ପରେ ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଗଣମାଧ୍ୟମକୁ ଏହି ସୂଚନା ଦେଇ କହିଥିଲେ ଯେ ପଞ୍ଚଦଶ ବିଧାନସଭାକୁ ଭଙ୍ଗ ପାଇଁ ସୁପାରିସ ସହ ‘ଫୋନି’ କ୍ଷୟକ୍ଷତି, ରିଲିଫ ଓ ପୁନରୁଦ୍ଧାର କାର୍ଯ୍ୟ ପ୍ରସଙ୍ଗରେ ବୈଠକରେ ଆଲୋଚନା ହୋଇଥିଲା। ‘ଫୋନି’ରେ ମୋଟ ୧୪ଟି ଜିଲ୍ଲାର ୧୫୯ଟି ବ୍ଲକ ଓ ୫୧ଟି ସହରାଞ୍ଚଳର ୧.୬୫କୋଟି ଲୋକ ପ୍ରଭାବିତ ହୋଇଛନ୍ତି। ପ୍ରାଥମିକ ଆକଳନ ଅନୁସାରେ ବାତ୍ୟାରେ ମୋଟ ୧୨,୯୪୩.୯୧ କୋଟି ଟଙ୍କାର କ୍ଷୟକ୍ଷତି ହୋଇଛି। ଏଥିରେ ସରକାରୀ ଓ ଘରୋଇ ସମ୍ପତ୍ତି ବାବଦରେ ୬୧୭୬ କୋଟି ଟଙ୍କା ଏବଂ ରିଲିଫ ଓ ପୁନରୁଦ୍ଧାର ବାବଦରେ ୬୭୬୭.୬୫ କୋଟି ଟଙ୍କାର ଆବଶ୍ୟକତା ଥିବା ରାଜ୍ୟ କ୍ୟାବିନେଟକୁ ଅବଗତ କରାଯାଇଥିଲା ବୋଲି ଶ୍ରୀ ପାଢ଼ୀ କହିଛନ୍ତି।

ତେବେ ଗତ ୩ଦିନ ତଳେ ରାଜ୍ୟ ସରକାର ପ୍ରାଥମିକ ଆକଳନ ଅନୁଯାୟୀ ୧୧,୯୪୨ କୋଟି ଟଙ୍କାର ବାତ୍ୟା ଜନିତ କ୍ଷୟକ୍ଷତିର ରିପୋର୍ଟ କେନ୍ଦ୍ରୀୟ ଟିମକୁ ଦେଇଥିବାବେଳେ ଆଜି କ୍ୟାବିନେଟ ବୈଠକରେ ଏହି ପ୍ରାଥମିକ କ୍ଷୟକ୍ଷତି ପରିମାଣ ଆହୁରି ହଜାରେ କୋଟି ଟଙ୍କା ବୃଦ୍ଧି ପାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story