ମହାପ୍ରସ୍ଥାନମ୍‌ ଢ଼ାଞ୍ଚାରେ ନିର୍ମାଣ ହେବ ସ୍ୱର୍ଗଦ୍ୱାର, ଆରମ୍ଭ ହେଲା ଉଚ୍ଛେଦ

ପୁରୀ(ଓଡ଼ିଶା ରିପୋର୍ଟର): ତେଲେଙ୍ଗାନାର ମହାପ୍ରସ୍ଥାନମ୍ ଶ୍ମଶାନ ଢାଞ୍ଚାରେ ନିର୍ମାଣ ହେବ ପୁରୀ ସ୍ୱର୍ଗଦ୍ୱାର। ନଭେମ୍ୱର ୧ ତାରିଖରେ ରାଜ୍ୟ ସରକାର ଏଥିପାଇଁ ଘୋଣା କରିଥିଲେ। ଯାହାକୁ କାର୍ଯ୍ୟକାରୀ କରିବା ପାଇଁ ଆଜିଠାରୁ ସ୍ୱର୍ଗଦ୍ୱାରରୁ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା। ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱର୍ଗଦ୍ୱାର ପରିସରରେ ଥିବା ବହୁ ପୁରାତନ ପଥଶ୍ରାଦ୍ଧ ଗୃହକୁ ଉଚ୍ଛେଦ କରାଯାଇଛି। ଏହା ଛଡ଼ା ଶବଦାହ ପାଇଁ ଥିବା ପୁରୁଣା ଚିମିନି ଭାଟିକୁ ମଧ୍ୟ ଭଙ୍ଗା ଯାଇଛି। ସ୍ୱର୍ଗଦ୍ୱାର ଚାରିପଟେ ଥିବା […]

puri

puri

Manoranjan Sial
  • Published: Tuesday, 10 December 2019
  • Updated: 10 December 2019, 05:04 PM IST

ପୁରୀ(ଓଡ଼ିଶା ରିପୋର୍ଟର): ତେଲେଙ୍ଗାନାର ମହାପ୍ରସ୍ଥାନମ୍ ଶ୍ମଶାନ ଢାଞ୍ଚାରେ ନିର୍ମାଣ ହେବ ପୁରୀ ସ୍ୱର୍ଗଦ୍ୱାର। ନଭେମ୍ୱର ୧ ତାରିଖରେ ରାଜ୍ୟ ସରକାର ଏଥିପାଇଁ ଘୋଣା କରିଥିଲେ। ଯାହାକୁ କାର୍ଯ୍ୟକାରୀ କରିବା ପାଇଁ ଆଜିଠାରୁ ସ୍ୱର୍ଗଦ୍ୱାରରୁ ଆରମ୍ଭ ହୋଇଛି ଉଚ୍ଛେଦ ପ୍ରକ୍ରିୟା। ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱର୍ଗଦ୍ୱାର ପରିସରରେ ଥିବା ବହୁ ପୁରାତନ ପଥଶ୍ରାଦ୍ଧ ଗୃହକୁ ଉଚ୍ଛେଦ କରାଯାଇଛି। ଏହା ଛଡ଼ା ଶବଦାହ ପାଇଁ ଥିବା ପୁରୁଣା ଚିମିନି ଭାଟିକୁ ମଧ୍ୟ ଭଙ୍ଗା ଯାଇଛି।

ସ୍ୱର୍ଗଦ୍ୱାର ଚାରିପଟେ ଥିବା ପ୍ରାଚୀରକୁ ନୂଆ ରୂପ ଦେବାପାଇଁ ଉଦ୍ୟମ ଆରମ୍ଭ ହୋଇଛି। ପାର୍କିଂ ବ୍ୟବସ୍ଥା ସହ ପଥ ଶ୍ରାଦ୍ଧ ଗୃହ, ଶବ ରଖିବା ପାଇଁ ଗୃହ ଆଦିର ନବୀକରଣ ପାଇଁ ଓଡ଼ିଶା ବ୍ରିଜ କନଷ୍ଟ୍ରକସନ କର୍ପୋରେସନକୁ ଟେଣ୍ଡର ପ୍ରଦାନ କରାଯାଇଛି।

ତେଲେଙ୍ଗାନାର ମହାପ୍ରସ୍ଥାନମ୍ ଶ୍ମଶାନ ଢାଞ୍ଚାରେ ନବକଳେବର କରାଯାଉଛି ପୁରୀ ସ୍ୱର୍ଗଦ୍ୱାର। ଅତ୍ୟାଧୁନିକ ଶବଦାହ ଗୃହ, ବିଶ୍ରାମକକ୍ଷ, ପର୍ଯ୍ୟାପ୍ତ ଯାଗା, ସ୍ନାନାଗାର, ତା ସାଙ୍ଗକୁ ଶ୍ମଶାନ ପରିସରରେ ବ୍ୟାପକ ବୃକ୍ଷରୋପଣ ଠାରୁ ନେଇ କେତେ କଣ ପରିକଳ୍ପନା କରିଛନ୍ତି ରାଜ୍ୟ ସରକାର। ଏହାକୁ ପୂରା କରିବା ପାଇଁ ଜିଲ୍ଲା ପ୍ରଶାସନ ଲାଗି ପଡ଼ିଛି। ସେଥିପାଇଁ ଆଜିଠାରୁ ସ୍ୱର୍ଗଦ୍ୱାରରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରିଛି।

ତେବେ ଏଠି ପ୍ରଶ୍ନ ଉଠୁଛି, ଏତେସବୁ ଯୋଜନା ପାଇଁ ଯାଗା କାହିଁ? କାରଣ ଏକଦା ୧୬ ଏକର ୪ ଡିସିମିଲ ଜମିରେ ଥିବା ସ୍ୱର୍ଗଦ୍ୱାର ଶ୍ମଶାନ ଏବେ ସଙ୍କୁଚିତ ହୋଇ ଏକରକୁ ଖସି ଆସିଲାଣି। ସେଥିରୁ ମାତ୍ର ଅଧ ଏକର ଜମିରେ ଶବ ସତ୍କାର କରାଯାଉଛି। ବାକି ସବୁ ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। କେଉଁଠି ହୋଟେଲ୍ ନିର୍ମାଣ ହୋଇଛି ତ ଆଉ କେଉଁଠି ଲଜିଂ ତ କେଉଁଠି ହଲିଡେ ଘର ଛିଡ଼ା ହୋଇଛି। ତେବେ ବଡ଼ବଡ଼ିଆଙ୍କ କବ୍‌ଜାରେ ଥିବା ଜାଗା ଉଚ୍ଛେଦ କରିବା ଜିଲ୍ଲା ପ୍ରଶାସନ ପାଇଁ କାଠିକର ପାଠ ହେବ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story