ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା: ପ୍ରତିଷ୍ଠା ହେବ ଇଡବଲ୍ୟୁଡିଏସ୍ ଟାୱାର

ଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଆଗୁଆ ସୂଚନା ପାଇବା ପାଇଁ ଓଡ଼ିଶାରେ ୧୨୨ଟି ଆର୍ଲି ୱାର୍ଣ୍ଣିଂ ଡେଭଲପ୍‌ମେଣ୍ଟ ସିଷ୍ଟମ(ଇଡବଲ୍ୟୁଡିଏସ୍) ଟାୱାର ନିର୍ମାଣ କରାଯିବ। ଏଥିପାଇଁ ବିଶ୍ୱ ବ୍ୟାଙ୍କ ୬୬ କୋଟି ଟଙ୍କା ଦେଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ମହାପାତ୍ର ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, “ଇଡବଲ୍ୟୁଡିଏସ୍ ଟାୱାର ଗୁଡ଼ିକ ବାଲେଶ୍ୱର, ଭଦ୍ରକ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଗଞ୍ଜାମ ଜିଲ୍ଲାରେ ପ୍ରତିଷ୍ଠା କରାଯିବ। ଏହି ଟାୱାରରେ ଏକ ସ୍ୱତନ୍ତ୍ର ସାଇରନ୍ ଖଞ୍ଜାଯିବ। […]

pradeep-mohapatra

pradeep-mohapatra

Rakesh Mallick
  • Published: Friday, 05 August 2016
  • Updated: 05 August 2016, 08:07 PM IST

Sports

Latest News

pradeep-mohapatraଭୁବନେଶ୍ୱର: ପ୍ରାକୃତିକ ବିପର୍ଯ୍ୟୟ ସମ୍ପର୍କରେ ଆଗୁଆ ସୂଚନା ପାଇବା ପାଇଁ ଓଡ଼ିଶାରେ ୧୨୨ଟି ଆର୍ଲି ୱାର୍ଣ୍ଣିଂ ଡେଭଲପ୍‌ମେଣ୍ଟ ସିଷ୍ଟମ(ଇଡବଲ୍ୟୁଡିଏସ୍) ଟାୱାର ନିର୍ମାଣ କରାଯିବ। ଏଥିପାଇଁ ବିଶ୍ୱ ବ୍ୟାଙ୍କ ୬୬ କୋଟି ଟଙ୍କା ଦେଇଛି ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ମହାପାତ୍ର ସୂଚନା ଦେଇଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, “ଇଡବଲ୍ୟୁଡିଏସ୍ ଟାୱାର ଗୁଡ଼ିକ ବାଲେଶ୍ୱର, ଭଦ୍ରକ, ପୁରୀ, କେନ୍ଦ୍ରାପଡ଼ା, ଜଗତସିଂହପୁର ଓ ଗଞ୍ଜାମ ଜିଲ୍ଲାରେ ପ୍ରତିଷ୍ଠା କରାଯିବ। ଏହି ଟାୱାରରେ ଏକ ସ୍ୱତନ୍ତ୍ର ସାଇରନ୍ ଖଞ୍ଜାଯିବ। ଏହାକୁ ନିୟନ୍ତ୍ରଣ କରିବ ରାଜ୍ୟ ଜରୁରୀକାଳୀନ କାର୍ଯ୍ୟାଳୟ। ବିପର୍ଯ୍ୟୟ ସମୟରେ ରାଜ୍ୟ ଜରୁରୀକାଳୀନ ଅଫିସ୍‌ରେ ବସି ସୁଇଚ ଦବାଇଲେ ଟାୱାର ଗୁଡ଼ିକରେ ସାଇରନ୍ ବାଜିବ ଯାହାକୁ ଶୁଣି ଲୋକେ ନିରାପଦ ସ୍ଥାନକୁ ଯାଇପାରିବେ। ଏହି କାମ ଅକ୍ଟୋବର ୨୮ ତାରିଖ ସୁଦ୍ଧା ସାରିବାକୁ ଠିକା ସଂସ୍ଥାକୁ କୁହାଯାଇଛି”।

ଆଗୁଆ ସୂଚନା ମିଳିନଥିବାରୁ ୧୯୯୯ ମସିହା ମହାବାତ୍ୟାରେ ଉପକୂଳ ଓଡ଼ିଶାରେ ବ୍ୟାପକ ଧନଜୀବନ ହାନି ଘଟିଥିଲା। ତେବେ ଫାଇଲିନ୍ ସମ୍ପର୍କରେ ଆଗୁଆ ସୂଚନା ମିଳିଥିବାରୁ କ୍ଷୟକ୍ଷତିକୁ ଅନେକ ମାତ୍ରାରେ ଆୟତ୍ତ କରାଯାଇପାରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story