୮ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ

ବାଲେଶ୍ୱର (ରଣଜିତ ପାକଳ): ଗଞ୍ଜେଇ ଚାଲାଣ କରୁଥିବା ବେଳେ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ହାତରେ ଧରାପଡ଼ିଲା ଅଭିଯୁକ୍ତ। ଅବକାରୀ ବିଭାଗ ଅଭିଯୁକ୍ତକୁ ଗିରଫ କରିବା ସହିତ ଆଠ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ କରିଛି। ସୋର ଥାନା ଅଞ୍ଚଳର ସେକ୍‌ ଜଏବୁଦ୍ଦିନ ଆଜି ଏକ ଅଖାରେ ଗଞ୍ଜେଇ ଭତ୍ତି କରି ବସ୍‌ଷ୍ଟାଣ୍ଡରେ ଠିଆ ହୋଇଥିଲା। ଏ ସମ୍ପର୍କରେ ଅବକାରୀ ବିଭାଗ ଜାଣିପାରି ସେଠାରେ ପହଞ୍ଚି ଗଞ୍ଜେଇ ଜବତ କରିଥିଲା। ଏପରିକି ସେକ୍‌ ଜଏବୁଦ୍ଦିନକୁ […]

ganja

ganja

Manoranjan Sial
  • Published: Wednesday, 10 July 2019
  • Updated: 10 July 2019, 04:53 PM IST

Sports

Latest News

ବାଲେଶ୍ୱର (ରଣଜିତ ପାକଳ): ଗଞ୍ଜେଇ ଚାଲାଣ କରୁଥିବା ବେଳେ କଟକ କେନ୍ଦ୍ରାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ହାତରେ ଧରାପଡ଼ିଲା ଅଭିଯୁକ୍ତ। ଅବକାରୀ ବିଭାଗ ଅଭିଯୁକ୍ତକୁ ଗିରଫ କରିବା ସହିତ ଆଠ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଗଞ୍ଜେଇ ଜବତ କରିଛି।

ସୋର ଥାନା ଅଞ୍ଚଳର ସେକ୍‌ ଜଏବୁଦ୍ଦିନ ଆଜି ଏକ ଅଖାରେ ଗଞ୍ଜେଇ ଭତ୍ତି କରି ବସ୍‌ଷ୍ଟାଣ୍ଡରେ ଠିଆ ହୋଇଥିଲା। ଏ ସମ୍ପର୍କରେ ଅବକାରୀ ବିଭାଗ ଜାଣିପାରି ସେଠାରେ ପହଞ୍ଚି ଗଞ୍ଜେଇ ଜବତ କରିଥିଲା। ଏପରିକି ସେକ୍‌ ଜଏବୁଦ୍ଦିନକୁ ଗିରଫ କରିଥିଲା। ସେ କେତେଦିନ ଧରି ଏପରି ଗଞ୍ଜେଇ ଚାଲାଣ କରୁଥିଲା, ତାହା ଜଣାପଡ଼ୁ ନାହିଁ। ଅବକରୀ ବିଭାଗ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos