ସଂଗଠନ ସଜାଡ଼ିବ ବିଜେଡି, ନବୀନ ବାଛିବେ ରିଟର୍ଣ୍ଣିଂ ଅଫିସର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପାଇଁ ଅଟକିଥିବା ସାଂଗଠନିକ ନିର୍ବାଚନ ପ୍ରକ୍ରିୟାକୁ ବିଜେଡି ଏବେ ତ୍ୱରାନ୍ୱିତ କରିଛି। ଆସନ୍ତା ୨ତାରିଖରୁ ପ୍ରାୟ ୨ମାସ ଧରି ସଦସ୍ୟ ସଂଗ୍ରହ ଅଭିଯାନ ପରେ ବ୍ଲକ,ଜିଲ୍ଲା ଓ ରାଜ୍ୟସ୍ତରର ପଦାଧିକାରୀ ଚୟନ କାର୍ଯ୍ୟକ୍ରମ ହେବ। ଏହି କାରଣରୁ ଆସନ୍ତାକାଲି ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ବସି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ନିମନ୍ତେ ରାଜ୍ୟ କାର୍ଯ୍ୟକାରିଣୀ ଦ୍ୱାରା ଆବଶ୍ୟକ କ୍ଷମତା ନ୍ୟସ୍ତ କରାଯିବ […]

bjd-1..

bjd-1..

Manoranjan Sial
  • Published: Saturday, 31 August 2019
  • Updated: 31 August 2019, 09:05 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସାଧାରଣ ନିର୍ବାଚନ ପାଇଁ ଅଟକିଥିବା ସାଂଗଠନିକ ନିର୍ବାଚନ ପ୍ରକ୍ରିୟାକୁ ବିଜେଡି ଏବେ ତ୍ୱରାନ୍ୱିତ କରିଛି। ଆସନ୍ତା ୨ତାରିଖରୁ ପ୍ରାୟ ୨ମାସ ଧରି ସଦସ୍ୟ ସଂଗ୍ରହ ଅଭିଯାନ ପରେ ବ୍ଲକ,ଜିଲ୍ଲା ଓ ରାଜ୍ୟସ୍ତରର ପଦାଧିକାରୀ ଚୟନ କାର୍ଯ୍ୟକ୍ରମ ହେବ। ଏହି କାରଣରୁ ଆସନ୍ତାକାଲି ଦଳର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ବସି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ନିମନ୍ତେ ରାଜ୍ୟ କାର୍ଯ୍ୟକାରିଣୀ ଦ୍ୱାରା ଆବଶ୍ୟକ କ୍ଷମତା ନ୍ୟସ୍ତ କରାଯିବ ବୋଲି ସୂଚନା ମିଳିଛି।

ବିଜେଡି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ରାଜଧାନୀର ଇଡକଲ ଅଡିଟୋରିୟମରେ ହେବାକୁ ଥିବା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଦଳର ସମସ୍ତ ସାଂସଦ, ବିଧାୟକ, ଜିଲ୍ଲା ସଭାପତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟମାନେ ଯୋଗଦେବେ। ବୈଠକରେ ସଦସ୍ୟ ସଂଗ୍ରହ ଅଭିଯାନ ଉପରେ ଆବଶ୍ୟକ ବିଚାରବିମର୍ଶ ହେବା ସହ ପ୍ରଥମଥର ପାଇଁ ଅନଲାଇନରେ ସଦସ୍ୟ ସଂଗ୍ରହ ପ୍ରକ୍ରିୟାକୁ ଦଳ ପକ୍ଷରୁ ବ୍ୟାପକ କରାଯିବ। ସେହିପରି ଦଳୀୟ ସମ୍ବିଧାନ ଅନୁସାରେ ସାଂଗଠନିକ ନିର୍ବାଚନ ପ୍ରକ୍ରିୟା ପାଇଁ ଆବଶ୍ୟକ କ୍ଷମତା ରାଜ୍ୟ କାର୍ଯ୍ୟକାରିଣୀ ଦ୍ୱାରା ଦଳର ସଭାପତିଙ୍କୁ ନ୍ୟସ୍ତ କରାଯିବ । ଦଳର ସାଂଗଠନିକ ନିର୍ବାଚନ ପାଇଁ ସଭାପତି ଶ୍ରୀ ପଟ୍ଟନାୟକଙ୍କ ଦ୍ୱାରା ନିର୍ବାଚନ ରିଟର୍ଣ୍ଣିଂ ଅଫିସର ମଧ୍ୟ ନିଯୁକ୍ତ ହେବେ। ଏହି ନିର୍ବାଚନ ରିଟର୍ଣ୍ଣିଂ ଅଫିସର(ଏସଆରଓ) ଦାୟିିତ୍ୱରେ ଦଳର ଜଣେ ବରିଷ୍ଠ ନେତାଙ୍କୁ ନିଯୁକ୍ତି ମିଳିବାର ସମ୍ଭାବନା ରହିଛି। ବିଶେଷକରି ଗତ ନିର୍ବାଚନରେ ପରାଜିତ ଦଳର ନେତାଙ୍କୁ ଏଥିପାଇଁ ଅଗ୍ରାଧିକାର ମିଳିବ ବୋଲି ଜଣାପଡ଼ିଛି। ପୂର୍ବତନ ମନ୍ତ୍ରୀ ମହେଶ୍ୱର ମହାନ୍ତି ଓ ପୁଷ୍ପେନ୍ଦ୍ର ସିଂହଦେଓ ଏହି ପଦ ପାଇଁ ମୁଖ୍ୟ ଦାବିଦାର ଥିବା ଦଳ ସୂତ୍ରରୁ ସୂଚନା ମିଳିଛି।

ସେପଟେ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଦଳର ସମ୍ପାଦକ ଓ ସାଧାରଣ ସମ୍ପାଦକ ପଦବୀରେ ବହୁ ସଂଖ୍ୟକ ନେତାଙ୍କୁ ଥଇଥାନ କରାଯାଇଥିବାରୁ ଅଧିକାଂଶ ନେତାଙ୍କୁ ବାଦ୍ ମଧ୍ୟ ଦିଆଯିବାକୁ ସ୍ଥିର ହୋଇଛି। ଏବେ ଦଳରେ ଏବେ ୩୪ଜଣ ସାଧାରଣ ସମ୍ପାଦକ ଥିବାବେଳେ ୪୨ଜଣ ସମ୍ପାଦକ ଅଛନ୍ତି। ଏତେ ସଂଖ୍ୟକ ସାଧାରଣ ସମ୍ପାଦକ ଓ ସମ୍ପାଦକ ରଖିବା ସମ୍ଭବପର ନଥିବାରୁ ଏଥର ସଭ୍ୟ ସଂଗ୍ରହ ଅଭିଯାନ ପରେ ପଦାଧିକାରୀ ସଂଖ୍ୟାରେ ବୃଦ୍ଧି ନିମନ୍ତେ ସଂଶୋଧିତ ପ୍ରସ୍ତାବ ଆସିବାର କାର୍ଯ୍ୟକ୍ରମ ରହିଛି। ଉଲ୍ଲେଖଯୋଗ୍ୟ, ବିଜେଡିର ସାଂଗଠନିକ ନିର୍ବାଚନ ପ୍ରତି ୩ବର୍ଷରେ ଥରେ ସମ୍ପାଦନ ହୋଇଥାଏ। ଏହି ଅବଧି ୨୦୧୯ ଫେବୃୟାରୀ ୨୮ତାରିଖରୁ ଶେଷ ହୋଇଛି। ବିଜେଡି ରାଜ୍ୟ କାର୍ଯ୍ୟକାରିଣୀରେ ସଭାପତିଙ୍କୁ ମିଶାଇ ୮୧ଜଣ ନେତାଙ୍କୁ ସ୍ଥାନ ମିଳିଥାଏ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story