ବିଚିତ୍ର ମୂଲ୍ୟାୟନ: ଫେଲ ପିଲା ପାଇଲା ଫାଷ୍ଟକ୍ଲାସ

କେନ୍ଦ୍ରାପଡ଼ା: ଖାମଖିଆଲି ଖାତା ମୂଲ୍ୟାୟନର ଆଉ ଏକ ନମୁନା ।  ପ୍ରଥମେ ସିବିଏସ୍ଇ ଆଉ ଏବେ ସିଏଚ୍ଏସଇର ଖାତା ମୂଲ୍ୟାୟନରେ ବିଭ୍ରାଟ। କେଉଁଠି ମେଧାବୀ ଛାତ୍ର ଫେଲ୍ ତ’ ଆଉ କେଉଁଠି କମ୍ ମାର୍କ ରଖିଥିବା ଛାତ୍ର ଟପ୍ପର ।  ଚଳିତ ବର୍ଷ ଯୁକ୍ତ ଦୁଇ ଖାତା ମୂଲ୍ୟାୟନରେ ହୋଇଥିବା ଏଭଳି ତୃଟି  କିଛି ଛାତ୍ରଛାତ୍ରୀଙ୍କ କ୍ୟାରିୟରକୁ ପ୍ରଭାବିତ କରିଛି। ତେବେ ସିଏଚ୍ଏସଇର ଏହି ଦାୟିତ୍ୱହୀନତା ପାଇଁ କେନ୍ଦ୍ରାପଡ଼ାର ଜଣେ ଛାତ୍ରଙ୍କୁ ହଟହଟା ହେବାକୁ ପଡ଼ିଛି। ରେଜଲ୍ଟରେ […]

college

college

Rakesh Mallick
  • Published: Tuesday, 20 June 2017
  • Updated: 20 June 2017, 08:10 PM IST

Sports

Latest News

କେନ୍ଦ୍ରାପଡ଼ା: ଖାମଖିଆଲି ଖାତା ମୂଲ୍ୟାୟନର ଆଉ ଏକ ନମୁନା ।  ପ୍ରଥମେ ସିବିଏସ୍ଇ ଆଉ ଏବେ ସିଏଚ୍ଏସଇର ଖାତା ମୂଲ୍ୟାୟନରେ ବିଭ୍ରାଟ। କେଉଁଠି ମେଧାବୀ ଛାତ୍ର ଫେଲ୍ ତ’ ଆଉ କେଉଁଠି କମ୍ ମାର୍କ ରଖିଥିବା ଛାତ୍ର ଟପ୍ପର ।  ଚଳିତ ବର୍ଷ ଯୁକ୍ତ ଦୁଇ ଖାତା ମୂଲ୍ୟାୟନରେ ହୋଇଥିବା ଏଭଳି ତୃଟି  କିଛି ଛାତ୍ରଛାତ୍ରୀଙ୍କ କ୍ୟାରିୟରକୁ ପ୍ରଭାବିତ କରିଛି। ତେବେ ସିଏଚ୍ଏସଇର ଏହି ଦାୟିତ୍ୱହୀନତା ପାଇଁ କେନ୍ଦ୍ରାପଡ଼ାର ଜଣେ ଛାତ୍ରଙ୍କୁ ହଟହଟା ହେବାକୁ ପଡ଼ିଛି। ରେଜଲ୍ଟରେ ସମ୍ପୃକ୍ତ ପିଲା ଜଣଙ୍କୁ ଫେଲ ଦର୍ଶାଯାଇଥିବା ବେଳେ ଖାତା ରି-ଚେକିଂରେ ସେ ଫାଷ୍ଟକ୍ଲାସ ପାଇଥିବା ଜଣାପଡ଼ିଛି।  ସମ୍ପୃକ୍ତ ଛାତ୍ର ଜଣକ ହେଲେ କେନ୍ଦ୍ରାପଡ଼ାର ଏକ ଘରୋଇ କଲେଜର ବିଜ୍ଞାନ ଛାତ୍ର ଏନ୍.ପ୍ରୀତମ୍ ଦାସ । ପ୍ରୀତମ ଜଣେ ମେଧାବୀ ଛାତ୍ର। ତେଣୁ ପରିବାର ଲୋକଙ୍କ ବିଶ୍ୱାସ ଥିଲା ଭଲ ରେଜଲ୍ଟ ହେବ ।

ହେଲେ ନିରାଶ କଲା ପ୍ରକାଶିତ ଫଳ।  ସମସ୍ତ ବିଷୟରେ ଭଲ ମାର୍କ ଥିଲେ ହେଁ ଫିଜିକ୍ସରେ ଥିଲା ମାତ୍ର ୩୦।  ଶେଷରେ ରିଚେକିଂ ପାଇଁ ଆବେଦନ କରିବା ପରେ ଜଣାପଡ଼ିଥିଲା ଫିଜିକ୍ସରେ ୩୭ ମାର୍କ ରହିବା ସହ ପ୍ରଥମଶ୍ରେଣୀରେ ପାସ୍ କରିଛନ୍ତି । ବିଭ୍ରାଟ କେବଳ ଏତିକିରେ ସରି ନ ଥିଲା । ଉତ୍ତର ଖାତାର ନକଲ ମାଗିଲାବେଳକୁ ସିଏଚ୍ଏସ୍ଇ ପଠାଇଥିଲା ଅନ୍ୟଜଣଙ୍କ ଖାତାର ନକଲ। ପରେ ଏହାର ସମାଧାନ ହୋଇଥିଲା। ଏବେ  ସିଏଚଏସ୍ଇର ଦାୟିତ୍ୱପଣିଆକୁ ନେଇ ପ୍ରଶ୍ନ ଉଠିଛି । ହେଲେ ସିଏଚଏସ୍ଇ କର୍ତ୍ତୃପକ୍ଷ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story