ବିପୁଳ ପରିମାଣର ନକଲି ଦେଶୀ, ବିଦେଶୀ ମଦ ଜବତ

ବଣାଇ (ରଞ୍ଜିତ ଚୌଧୁରୀ): ଗଞ୍ଜାମ ପରେ ସୁନ୍ଦରଗଡ଼ ଜିଲ୍ଲାରେ ତିଆରି ହେଉଥିଲା ନକଲି ଦେଶୀ ଓ ବିଦେଶୀ ମଦ। ଏ ସମ୍ପର୍କରେ ଖବର ପାଇ ମୋବାଇଲ୍‌ ଅବକାରୀ ସ୍କ୍ୱାଡ ଓ ପୁଲିସ ମିଳିତ ଭାବେ ଚଢ଼ଉ କରି ବିପୁଳ ପରିମାଣର ନକଲି ମଦ ଏବଂ ମଦ ତିଆରି ସାମଗ୍ରୀ ଜବତ କରିଛି। ଏହି ମାମଲାରେ ଜଣକୁ ଗିରଫ କରିଛି। ଲହୁଣୀପଡ଼ା ଥାନାର ଟକରା ଗାଁରେ ନକଲି ବିଦେଶୀ ମଦ ତିଆରି ହେଉଥିଲା। ଏ ସମ୍ପର୍କରେ ରାଉରକେଲା ମୋବାଇଲ୍‌ […]

Sundargarh

Sundargarh

Manoranjan Sial
  • Published: Sunday, 10 April 2022
  • Updated: 10 April 2022, 07:32 PM IST

Sports

Latest News

ବଣାଇ (ରଞ୍ଜିତ ଚୌଧୁରୀ): ଗଞ୍ଜାମ ପରେ ସୁନ୍ଦରଗଡ଼ ଜିଲ୍ଲାରେ ତିଆରି ହେଉଥିଲା ନକଲି ଦେଶୀ ଓ ବିଦେଶୀ ମଦ। ଏ ସମ୍ପର୍କରେ ଖବର ପାଇ ମୋବାଇଲ୍‌ ଅବକାରୀ ସ୍କ୍ୱାଡ ଓ ପୁଲିସ ମିଳିତ ଭାବେ ଚଢ଼ଉ କରି ବିପୁଳ ପରିମାଣର ନକଲି ମଦ ଏବଂ ମଦ ତିଆରି ସାମଗ୍ରୀ ଜବତ କରିଛି। ଏହି ମାମଲାରେ ଜଣକୁ ଗିରଫ କରିଛି।

ଲହୁଣୀପଡ଼ା ଥାନାର ଟକରା ଗାଁରେ ନକଲି ବିଦେଶୀ ମଦ ତିଆରି ହେଉଥିଲା। ଏ ସମ୍ପର୍କରେ ରାଉରକେଲା ମୋବାଇଲ୍‌ ଅବକାରୀ ସ୍କ୍ୱାଡ ଜାଣିବାକୁ ପାଇଥିଲା। ପରେ ଲହୁଣୀପଡା ଥାନା ପୁଲିସ୍‌ ସହାୟତାରେ ଟକରା ଗାଁରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ବହୁ ପରିମାଣରେ ନକଲି ବିଦେଶୀ ମଦ, ନକଲି ମଦ ତିଆରି ସାମଗ୍ରୀ, ୨୪୦୦ଟି ଖାଲି ବୋତଲ, ୬୯୦ଟି ବିଭିନ୍ନ ବ୍ରାଣ୍ଡର ଲେବୁଲ୍‌, ୧୫୦ ଠିପି ଜବତ କରିଥିଲା। ନକଲି ମଦ କାରବାର ଅଭିଯୋଗରେ ଅବକାରୀ ସ୍କ୍ୱାଡ ଅଭିଯୁକ୍ତ ଦୟାନନ୍ଦ ରାୟକୁ ଗିରଫ କରିଥିଲା।

ଅଧିକ ପଢ଼ନ୍ତୁ: ମୋତେ ଛାଡ଼, ଏସବୁ ପୁଲିସ୍‌ ବାବୁ ବାରିକ ସାର୍‌ଙ୍କ ମଦ…

ତେବେ କେତେ ଦିନ ଧରି ସେଠାରେ ଅନଲି ମଦ କାରଖାନା ଚାଲିଥିଲା ଓ କେଉଁ କେଉଁ ସ୍ଥାନକୁ ଚାଲାଣ ହେଉଥିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ପୁଲିସ୍‌ ଓ ଅବକାରୀ ବିଭାଗ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story