୨ ଲକ୍ଷ ୩୦ ଟଙ୍କାର ଜାଲ୍‌ ନୋଟ୍‌ ଜବତ

ରାୟଗଡ଼ା(ମନୋଜ ପାତ୍ର): ଏକ ଭଡ଼ା ଘରୁ ପୁଲିସ ୨ ଲକ୍ଷ ୩୦ ଟଙ୍କାର ଜାଲ୍‌ ନୋଟ୍‌ ଜବତ କରିଛି। ଏହି ଘଟଣାରେ ପୁଲିସ ଜଣକୁ ଗିରଫ କରିଛି। କେତେଦିନ ଜାଲ୍‌ ନୋଟ୍‌ କାରବାର ଚାଲିଥିଲା, ତାହା ଉପରେ ରାୟଗଡ଼ା ଜିଲ୍ଲା ଟିକିରି ଥାନା ପୁଲିସ ତଦନ୍ତ କରୁଛି। ଟିକିରି ଥାନା ସୁନାମୁଦି ଗାଁରେ ଏକ ଭଡ଼ା ଘରେ ରହୁଥିବା ଦେବ ଯୋହନ ନାୟକ ଜାଲ୍‌ ନୋଟ୍‌ କାରବାର କରୁଥିଲେ। ଏ ସମ୍ପର୍କରେ ପୁଲିସ ଜାଣିପାରି ଉକ୍ତ ଘରେ […]

tikiri-police-sezeed-fake-2000-note

tikiri-police-sezeed-fake-2000-note

Manoranjan Sial
  • Published: Saturday, 09 November 2019
  • Updated: 09 November 2019, 04:19 PM IST

Sports

Latest News

ରାୟଗଡ଼ା(ମନୋଜ ପାତ୍ର): ଏକ ଭଡ଼ା ଘରୁ ପୁଲିସ ୨ ଲକ୍ଷ ୩୦ ଟଙ୍କାର ଜାଲ୍‌ ନୋଟ୍‌ ଜବତ କରିଛି। ଏହି ଘଟଣାରେ ପୁଲିସ ଜଣକୁ ଗିରଫ କରିଛି। କେତେଦିନ ଜାଲ୍‌ ନୋଟ୍‌ କାରବାର ଚାଲିଥିଲା, ତାହା ଉପରେ ରାୟଗଡ଼ା ଜିଲ୍ଲା ଟିକିରି ଥାନା ପୁଲିସ ତଦନ୍ତ କରୁଛି।

ଟିକିରି ଥାନା ସୁନାମୁଦି ଗାଁରେ ଏକ ଭଡ଼ା ଘରେ ରହୁଥିବା ଦେବ ଯୋହନ ନାୟକ ଜାଲ୍‌ ନୋଟ୍‌ କାରବାର କରୁଥିଲେ। ଏ ସମ୍ପର୍କରେ ପୁଲିସ ଜାଣିପାରି ଉକ୍ତ ଘରେ ଚଢ଼ଉ କରି ୨୦ଟି ୨୦୦୦ ଟଙ୍କିଆ ଜାଲ୍‌ ନୋଟ୍‌ ଜବତ କରିଛି। ମୋଟ୍‌ ୨ ଲକ୍ଷ ୩୦ ଟଙ୍କାର ଜାଲ୍‌ ନୋଟ୍‌ ଜବତ ହୋଇଛି। ଏହି ମାମଲାରେ ଦେବ ଯୋହନଙ୍କୁ ପୁଲିସ ଗିରଫ କରିଛି। ଦେବ ଯୋହନ ଜାଲ୍‌ ନୋଟ୍‌ କେଉଁଠୁ ଆଣୁଥିଲେ ଓ କେତେଦିନ ଧରି ଜାଲ୍‌ ନୋଟ କାରବାର ଚାଲିଥିଲା ଓ ଏଥିରେ ଅନ୍ୟ କେଉଁମାନେ ସାମିଲ୍‌ ଅଛନ୍ତି ପୁଲିସ ଏହି ଦିଗରେ ଛାନ୍‌ଭିନ୍‌ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos