ଓଡ଼ିଆ ବାୟୁସେନା ଅଧିକାରୀ ସୁନୀତଙ୍କ ମୃତ୍ୟୁରେ ସମସ୍ତେ ସ୍ତବ୍ଧ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୦ ଦିନ ତଳେ ନିଖୋଜ ବାୟୁସେନା ବିମାନ ଏଏନ୍‌-୩୨ ଦୁର୍ଘଟଣାଗ୍ରସ୍ତ ହେବାରୁ ଏହାମଧ୍ୟରେ ଥିବା ସମସ୍ତ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଓଡ଼ିଆ ପୁଅ ତଥା ବାୟୁସେନାର ଫ୍ଲାଇଟ୍‌ ଲ୍ୟୁଟନାଣ୍ଟ ସୁନୀତ ମହାନ୍ତି ମଧ୍ୟ ଥିଲେ। ଦୁର୍ଘଟଣାରେ ସୁନୀତଙ୍କ ମୃତ୍ୟୁ ହୋଇଥିବା ଖବର ପାଇବା ପରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ସୁନୀତଙ୍କୁ ହରାଇ ସ୍ତବ୍ଧ ହୋଇଯାଇଛି ଗଞ୍ଜାମ ଜିଲ୍ଲା କବି ସୂର୍ଯ୍ୟନଗରର ବଳିଆପଲ୍ଲୀ ଗାଁ। ବିମାନ ନିଖୋଜ ହେବା ପରେ […]

ww

ww

Hemant Lenka
  • Published: Thursday, 13 June 2019
  • Updated: 13 June 2019, 09:10 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ୧୦ ଦିନ ତଳେ ନିଖୋଜ ବାୟୁସେନା ବିମାନ ଏଏନ୍‌-୩୨ ଦୁର୍ଘଟଣାଗ୍ରସ୍ତ ହେବାରୁ ଏହାମଧ୍ୟରେ ଥିବା ସମସ୍ତ ୧୩ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଓଡ଼ିଆ ପୁଅ ତଥା ବାୟୁସେନାର ଫ୍ଲାଇଟ୍‌ ଲ୍ୟୁଟନାଣ୍ଟ ସୁନୀତ ମହାନ୍ତି ମଧ୍ୟ ଥିଲେ। ଦୁର୍ଘଟଣାରେ ସୁନୀତଙ୍କ ମୃତ୍ୟୁ ହୋଇଥିବା ଖବର ପାଇବା ପରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।

ସୁନୀତଙ୍କୁ ହରାଇ ସ୍ତବ୍ଧ ହୋଇଯାଇଛି ଗଞ୍ଜାମ ଜିଲ୍ଲା କବି ସୂର୍ଯ୍ୟନଗରର ବଳିଆପଲ୍ଲୀ ଗାଁ। ବିମାନ ନିଖୋଜ ହେବା ପରେ ସମସ୍ତଙ୍କ ମନରେ ଶଙ୍କା ତ ଥିଲା କିନ୍ତୁ ଆଶା ମଧ୍ୟ ଥିଲା, ହୁଏତ ସେ ଜୀବିତ ଫେରି ଆସିବେ। କିନ୍ତୁ ସୁନୀତଙ୍କ ମୃତ୍ୟୁ ହୋଇଥିବା ଜାଣିବା ପରେ ଭାଙ୍ଗି ପଡ଼ିଛନ୍ତି ସୁନୀତଙ୍କ ପରିବାର ଓ ସମ୍ପର୍କୀୟ। ଆଜି ଏହି ଦୁଃଖଦ ଖବର ମିଳିବା ପରେ ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

ସୁନୀତଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ତାଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story