ସଂସାର ଉଜୁଡ଼ି ଦେଲା ପରକିୟା ପ୍ରୀତି

ସୁନ୍ଦରଗଡ଼(ବିଜୟ ବରୁଆ): ସ୍ତ୍ରୀ ଥାଉ ଥାଉ ପରକିୟା ପ୍ରୀତି। ଏପରିକି ଘରେ ସ୍ତ୍ରୀ ସ୍ୱାମୀର ବାଟକୁ ଅନାଇ ବସିଥିବା ବେଳେ ମଦ୍ୟପ ସ୍ୱାମୀ ଜଣେ ବିବାହିତା ମହିଳାଙ୍କୁ ଧରି ଘରେ ପଶିଲା। ଏହାପରେ ଆରମ୍ଭ ହେଲା ମହାଭାରତ । କଥା ଥାନାରେ ପହଞ୍ଚିଲା।  ଥାନାରେ ସ୍ୱାମୀସ୍ତ୍ରୀ ବିବାଦର ସମାଧାନ ହେଲେ ବି ପ୍ରତିଶୋଧର ନିଆଁରେ ଜଳୁଥିବା ସ୍ୱାମୀ ଶେଷରେ ସ୍ତ୍ରୀ ଜୀବନ ନେଲା।  ସ୍ୱାମୀର ଟାଙ୍ଗିଆ ଚୋଟରେ ଆଖି ବୁଜିଲା ସ୍ତ୍ରୀ। ଏପରି ଅଭାବନୀୟ ଘଟଣା ସୁନ୍ଦରଗଡ଼ […]

extra affair

extra affair

Niharika Rout
  • Published: Wednesday, 08 December 2021
  • Updated: 08 December 2021, 08:39 AM IST

Sports

Latest News

ସୁନ୍ଦରଗଡ଼(ବିଜୟ ବରୁଆ): ସ୍ତ୍ରୀ ଥାଉ ଥାଉ ପରକିୟା ପ୍ରୀତି। ଏପରିକି ଘରେ ସ୍ତ୍ରୀ ସ୍ୱାମୀର ବାଟକୁ ଅନାଇ ବସିଥିବା ବେଳେ ମଦ୍ୟପ ସ୍ୱାମୀ ଜଣେ ବିବାହିତା ମହିଳାଙ୍କୁ ଧରି ଘରେ ପଶିଲା। ଏହାପରେ ଆରମ୍ଭ ହେଲା ମହାଭାରତ । କଥା ଥାନାରେ ପହଞ୍ଚିଲା।  ଥାନାରେ ସ୍ୱାମୀସ୍ତ୍ରୀ ବିବାଦର ସମାଧାନ ହେଲେ ବି ପ୍ରତିଶୋଧର ନିଆଁରେ ଜଳୁଥିବା ସ୍ୱାମୀ ଶେଷରେ ସ୍ତ୍ରୀ ଜୀବନ ନେଲା।  ସ୍ୱାମୀର ଟାଙ୍ଗିଆ ଚୋଟରେ ଆଖି ବୁଜିଲା ସ୍ତ୍ରୀ।

ଏପରି ଅଭାବନୀୟ ଘଟଣା ସୁନ୍ଦରଗଡ଼ ସଦର ଥାନା ନବରଙ୍ଗପୁର ଗାଁରେ ଘଟିଛି।  ମୃତା ମହିଳା ହେଲେ ନିଅତି ଏକ୍କା । ପୁଲିସ୍‌ ଏହି ଘଟଣାରେ ତାଙ୍କ ସ୍ୱାମୀ ରାଜୁ ଏକ୍କାଙ୍କୁ ଅଟକ ରଖିଛି।

ସୂଚନା ଅନୁଯାୟୀ,  ଗାଁର ରାଜୁ ଏକ୍କା ଗତକାଲି ଜଣେ ବିବାହିତା ମହିଳାକୁ ନେଇ ଘରକୁ ନେଇ ଆସିଥିଲେ। ଏହାକୁ ନେଇ ଉଭୟ ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଝଗଡା ହେଇଥିଲା। । ଏପରିକି କଥା ଥାନାରେ ପହଞ୍ଚିଥିଲା। ସେଠାରୁ ବୁଝାସୁଝା ପରେ ଘରକୁ ଚାଲି ଯାଇଥିଲେ ଉଭୟ।

ତେବେ ଘରେ ରାତିରେ ପୁଣି ଉଭୟଙ୍କ ମଧ୍ୟରେ ଝଗଡା ହୋଇଥିଲା ।  ଯେଉଁଥିରେ ରାଜୁ ଉତ୍ତ୍ୟକ୍ତ ହୋଇ ଟାଙ୍ଗିଆରେ ସ୍ତ୍ରୀ ନିଅତିକୁ ହାଣି ଦେଇଥିଲା । ଘଟଣାସ୍ଥଳରେ ନିଅତିଙ୍କ ମୃତ୍ୟୁ ହୋଇଥିବାଳ ବେଳେ ରାଜୁ ପାଖ  ଘରେ  ଶୋଇପଡିଥିଲା।

ଘଟଣା ସମ୍ପର୍କରେ ନିଅତିଙ୍କ ପୁଅ ପଡୋଶୀଙ୍କୁ କହିବା ପରେ ପଡୋଶୀ ଥାନାରେ ଖବର ଦେଇଥିଲେ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ରାଜୁ କୁ ଅଟକ ରଖିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story