‘ଫୋନି’ ଖୋଲିଦେଲା ଜାଲ୍‌ ରାସନକାର୍ଡ ଗୁମର: ଚାଉଳ ନେଲେ ଟଙ୍କା ପାଇଁ ଆସିଲେନି

ପୁରୀ(ଓଡ଼ିଶା ରିପୋର୍ଟର): ଧରା ପଡ଼ିଲା ପୁରୀ ଜିଲ୍ଲା ଗୋପ ବ୍ଲକ୍‌ରେ ରାସନକାର୍ଡ ଜାଲିଆତି। ପଦାକୁ ଆସିଲା ଭୂତ ରାସନକାର୍ଡର ଗୁମର। ଆଳୁ ଖୋଳୁ ଖୋଳୁ ମହାଦେବ ମିଳିବା ନ୍ୟାୟରେ ଅଣ୍ଡରାଇଚ୍ଛାପୁର ଗାଁରେ ହୋଇଥିବା ରାସନକାର୍ଡ ମହାଦୁର୍ନୀତିର ବିଷ୍ଣୁପ୍ରିୟା ନାୟକ ହେଲେ ବଳିଷ୍ଠ ପ୍ରମାଣ। ତାଙ୍କ ନାଁରେ କାର୍ଡ ଥିବା କଥା ସେ ନିଜେ ଜାଣିନାହାନ୍ତି। ଏପରିକି ଦିନେ ହେଲେ ରାସନ ସାମଗ୍ରୀ ନେଇନାହାନ୍ତି। ହେଲେ ସରକାରୀ ତାଲିକାରେ କିନ୍ତୁ ସେ ହିତାଧିକାରୀ। ଜାଲିଆତିର ଏହି ଗହନ କଥା […]

rasancardh

rasancardh

Manoranjan Sial
  • Published: Thursday, 27 June 2019
  • Updated: 27 June 2019, 09:10 PM IST

Sports

Latest News

ପୁରୀ(ଓଡ଼ିଶା ରିପୋର୍ଟର): ଧରା ପଡ଼ିଲା ପୁରୀ ଜିଲ୍ଲା ଗୋପ ବ୍ଲକ୍‌ରେ ରାସନକାର୍ଡ ଜାଲିଆତି। ପଦାକୁ ଆସିଲା ଭୂତ ରାସନକାର୍ଡର ଗୁମର। ଆଳୁ ଖୋଳୁ ଖୋଳୁ ମହାଦେବ ମିଳିବା ନ୍ୟାୟରେ ଅଣ୍ଡରାଇଚ୍ଛାପୁର ଗାଁରେ ହୋଇଥିବା ରାସନକାର୍ଡ ମହାଦୁର୍ନୀତିର ବିଷ୍ଣୁପ୍ରିୟା ନାୟକ ହେଲେ ବଳିଷ୍ଠ ପ୍ରମାଣ। ତାଙ୍କ ନାଁରେ କାର୍ଡ ଥିବା କଥା ସେ ନିଜେ ଜାଣିନାହାନ୍ତି। ଏପରିକି ଦିନେ ହେଲେ ରାସନ ସାମଗ୍ରୀ ନେଇନାହାନ୍ତି। ହେଲେ ସରକାରୀ ତାଲିକାରେ କିନ୍ତୁ ସେ ହିତାଧିକାରୀ। ଜାଲିଆତିର ଏହି ଗହନ କଥା ପଦାକୁ ଆଣିଛି ବାତ୍ୟା ‘ଫୋନି’।

ବାତ୍ୟା ବିପନ୍ନଙ୍କୁ ରିଲିଫ ପ୍ରଦାନ ବେଳେ ଅଣ୍ଡରାଇଚ୍ଛାପୁର ପଞ୍ଚାୟତର ୧ ହଜାର ୭୪୭ ଜଣ ହିତାଧିକାରୀଙ୍କ ପାଇଁ ୫୦ କେଜି ଲେଖାଏଁ ଚାଉଳ ଓ ୩ ହଜାର ଲେଖାଏ ଟଙ୍କା ଆସିଥିଲା। ହେଲେ ଚାଉଳ ବଣ୍ଟନ ପରେ ଅର୍ଥରାଶି ନେବାକୁ ୪୭ ଜଣ ଆସିନାହାନ୍ତି। ତେଣୁ ପ୍ରଶ୍ନ ଉଠିଲା, ଚାଉଳ ନେଇଥିବା ଲୋକ କାହିଁକି ଟଙ୍କା ନେଉନାହାନ୍ତି? ଏହାର ଧରପଗଡ଼ ପରେ କାର୍ଡ ଜାଲିଆତି ହୋଇଥିବା ଜଣାପଡ଼ିଥିଲା। ପରେ ସେଠାକାର ଡିଲର କାଳୁରାମ ଜେନାଙ୍କୁ ନିଲମ୍ବନ କରାଯାଇଛି।

ଖାଲି ଗୋପ ବ୍ଲକ ନୁହେଁ, ପୁରୀ ପୌର ସଂସ୍ଥାରୁ ମଧ୍ୟ ଆସିଲାଣି ଭୂତ ରାସନକାର୍ଡର ଗନ୍ଧ। ଏଠି ପ୍ରାୟ ୩୨ ହଜାର ୨ ଶହ ହିତାଧିକାରୀଙ୍କ ମଧ୍ୟରୁ ଏଯାଏଁ ୧୫ ଶହ କାର୍ଡଧାରୀ ୨ ହଜାର ଲେଖାଏଁ ବାତ୍ୟା ସହାୟତା ଟଙ୍କା ଗ୍ରହଣ କରିନାହାନ୍ତି। ତେଣୁ ଏଠି ମଧ୍ୟ ଚାଉଳ ନେଉଥିବା ଲୋକ ଟଙ୍କା ନେବା ବେଳକୁ ହଜି ଯାଇଛନ୍ତି। ହିସାବ କହୁଛି, ପୁରୀରେ ୧୫ ହଜାର ୯୩୨ କ୍ୱିଣ୍ଟାଲ୍‌ ଚାଉଳ ବଣ୍ଟାଯାଇଛି। କାର୍ଡ ଥିବା ହିତାଧିକାରୀ ଯଦି ଟଙ୍କା ନେଇନାହାନ୍ତି, ତା'ହେଲେ ସେମାନେ ଚାଉଳ ମଧ୍ୟ ନେଇନଥିବେ।

ପୁରୀ ଜିଲ୍ଲାରେ ଶତାଧିକ ଭୂତ ରାସନକାର୍ଡ ଓ ଜାଲ୍ ହିତାଧିକାରୀ ଥିବା ନେଇ ଯେଉଁ ସାଂଘାତିକ ଅଭିଯୋଗ ହୋଇ ଆସୁଥିଲା, ତା'ର ଗୋଟିଏ ପରେ ଗୋଟିଏ ପ୍ରମାଣ ମିଳିବାରେ ଲାଗିଛି। ଯଦି ଏହା ଶତ ପ୍ରତିଶତ ପ୍ରମାଣିତ ହୁଏ, ତାହାଲେ ଏକ ବଡ଼ ଘୋଟାଲାର ଗୁମର ଖୋଲିବା ନିଶ୍ଚିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story