ରାଜରାସ୍ତାକୁ ଓହ୍ଲାଇଲେ ଶତାଧିକ ଚାଷୀ

ଧର୍ମଗଡ(ଇଙ୍ଗିତ ପଣ୍ଡା):ମଣ୍ଡିରୁ ଧାନ ଉଠାଣ ବିଳମ୍ୱ ଯୋଗୁ ରାଜରାସ୍ତାକୁ ଓହ୍ଲାଇଲେ ଶତାଧିକ ଚାଷୀ। ଯୋଗାଣ ବିଭାଗର ଦୋମୁହାଁ ନୀତି ଯୋଗୁ ଆଜି ଯାଏ ମଣ୍ଡିରୁ ଧାନ ବିକ୍ରି ନହୋଇ ପଡିରହିଛି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଜାତୀୟ ରାଜପଥ ୨୬କୁ ଚାଷୀମାନେ ଧାନ ବସ୍ତା ରଖି ଅବରୋଧ କରିଥିବା ଦେଖିବାକୁ ମିଳିଛି। ବିଜେପି କୃଷକ ମୋର୍ଚ୍ଚା ନେତା ସୁଧୀର ରଞ୍ଜନ ପାଟ୍ଟଯୋଶୀଙ୍କ ସହ ଶତାଧିକ ଚାଷୀ ରାସ୍ତା ଅବରୋଧ କରିଛନ୍ତି। ଫଳରେ ଭବାନୀପାଟଣା-ଜୟପୁରକୁ ଗାଡି […]

5890

5890

Tapas Behera
  • Published: Thursday, 20 February 2020
  • Updated: 20 February 2020, 12:56 PM IST

Sports

Latest News

ଧର୍ମଗଡ(ଇଙ୍ଗିତ ପଣ୍ଡା):ମଣ୍ଡିରୁ ଧାନ ଉଠାଣ ବିଳମ୍ୱ ଯୋଗୁ ରାଜରାସ୍ତାକୁ ଓହ୍ଲାଇଲେ ଶତାଧିକ ଚାଷୀ। ଯୋଗାଣ ବିଭାଗର ଦୋମୁହାଁ ନୀତି ଯୋଗୁ ଆଜି ଯାଏ ମଣ୍ଡିରୁ ଧାନ ବିକ୍ରି ନହୋଇ ପଡିରହିଛି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଜାତୀୟ ରାଜପଥ ୨୬କୁ ଚାଷୀମାନେ ଧାନ ବସ୍ତା ରଖି ଅବରୋଧ କରିଥିବା ଦେଖିବାକୁ ମିଳିଛି। ବିଜେପି କୃଷକ ମୋର୍ଚ୍ଚା ନେତା ସୁଧୀର ରଞ୍ଜନ ପାଟ୍ଟଯୋଶୀଙ୍କ ସହ ଶତାଧିକ ଚାଷୀ ରାସ୍ତା ଅବରୋଧ କରିଛନ୍ତି।

ଫଳରେ ଭବାନୀପାଟଣା-ଜୟପୁରକୁ ଗାଡି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଚାଷୀଙ୍କ ଅଭିଯୋଗ ଅନୁଯାୟୀ ସେମାନଙ୍କୁ ଟୋକନ ମିଳିଥିଲେ ବି ଟାର୍ଗେଟ ନଥିବାରୁ ବାତିଲ ହୋଇଯାଉଛି।

ପୁଣି କେତେକ ଚାଷୀଙ୍କୁ ଟୋକନ ଅନଲାଇନରେ ପଞ୍ଜିକରଣ ପରେ ବି ଲିଙ୍କ‌୍‍ ଆସୁନାହିଁ। ଫଳରେ ଚାଷୀଙ୍କ ଧାନ ବିକ୍ରି ନହୋଇ ହଜାର ହଜାର ବସ୍ତା ମଣ୍ଡିରେ ପଡିରହିଛି। ଏହାର ପ୍ରତିବାଦରେ ଚାଷୀମାନେ ଉପଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ଆଗରେ ମଧ୍ୟ ଧାରଣାରେ ବସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story