ବାରହା ଫାଶରେ ଫସି ଜୀବନ ହାରିଲେ ଚାଷୀ

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ବାରହା ପାଇଁ ବିଛା ଯାଇଥିଲା ଫାଶ ହେଲେ ଫସିଲେ ଚାଷୀ। ଫାଶରେ ସଂଯୋଗ କରାଯାଇଥିବା ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଷୀଙ୍କର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବୁଗୁଡାର ମୋଟାଝରି ଗାଁରେ। ମୃତ ଚାଷୀ ହେଲେ ଗଦେଇ ଗୌଡ। ସେ ଆଜି ସକାଳେ ନିଜ ବିଲକୁ ଯିବାବେଳେ ଫାଶ ସଂସ୍ପର୍ଶରେ ଆସିଥିଲେ। ବାରହା ଶିକାର ଲାଗି କେହି ଦୁର୍ବୃତ୍ତ ଫାଶରେ ବିଦ୍ୟୁତ୍‌ ସଂଯୋଗ କରିଥିବା ସନ୍ଦେହ କରାଯାଉଛି। କ୍ଷତିପୂରଣ ଦାବିରେ […]

berhampur

berhampur

Rakesh Mallick
  • Published: Saturday, 17 February 2018
  • Updated: 17 February 2018, 09:47 AM IST

Sports

Latest News

ବ୍ରହ୍ମପୁର(ଓଡ଼ିଶା ରିପୋର୍ଟର): ବାରହା ପାଇଁ ବିଛା ଯାଇଥିଲା ଫାଶ ହେଲେ ଫସିଲେ ଚାଷୀ। ଫାଶରେ ସଂଯୋଗ କରାଯାଇଥିବା ବିଦ୍ୟୁତ ସଂସ୍ପର୍ଶରେ ଆସି ଚାଷୀଙ୍କର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବୁଗୁଡାର ମୋଟାଝରି ଗାଁରେ। ମୃତ ଚାଷୀ ହେଲେ ଗଦେଇ ଗୌଡ।

ସେ ଆଜି ସକାଳେ ନିଜ ବିଲକୁ ଯିବାବେଳେ ଫାଶ ସଂସ୍ପର୍ଶରେ ଆସିଥିଲେ। ବାରହା ଶିକାର ଲାଗି କେହି ଦୁର୍ବୃତ୍ତ ଫାଶରେ ବିଦ୍ୟୁତ୍‌ ସଂଯୋଗ କରିଥିବା ସନ୍ଦେହ କରାଯାଉଛି। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକେ ମୃତଦେହ ରଖି ଧାରଣା ଦେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story