ବିଷ ପିଇଦେଲେ ରୋହିତ ଭୋଇ

ବରଗଡ଼: ବରଗଡ଼ରେ ପୁଣି  ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଚାଷରେ କ୍ଷତି ଯୋଗୁଁ କୀଟନାଶକ ପିଇ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି।  ମୃତ ଚାଷୀ ଭଟଲି ବ୍ଲକ୍ ଖରସେଲ ଗାଁର ରୋହିତ ଭୋଇ।

ରୋହିତ ହାତ ଉଧାର ଆଣି ପ୍ରାୟ ୩ ଏକର ଜମିରେ ଧାନ ଚାଷ କରିଥିଲେ। ମରୁଡ଼ି ସହ ଚକଡ଼ା ପୋକରେ ତାଙ୍କ ଫସଲ ଉଜୁଡି ଯାଇଥିବାରୁ ସେ ଚାପଗ୍ରସ୍ତ ଥିଲେ।  ମାନସିକ ଭାରସାମ୍ୟ ହରାଇ ସେ ଗତକାଲି ରାତିରେ କୀଟନାଶକ ପିଇଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ସକାଳେ ବରଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି।

ପରିବାଲୋକ ଅଭିଯୋଗ କରିଛନ୍ତିଯେ- ଗତକାଲି ରାତିରେ ରୋହିତ ବିଷ ପିଇଦେଇଥିଲା।   ଆଜି ତା’ର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଚାଷ ପାଇଁ ଲୋକଙ୍କ ପାଖରୁ  ସେ ଧାରଉଧାର କରିଥିଲା। ମରୁଡିରେ ମଧ୍ୟ ଧାନ ଫସଲ ନଷ୍ଟ ହୋଇଯାଇଥିଲା। ଏହାସହ ଧାନରେ ଚକଡା ଲାଗିଯାଇଥିଲା। ଏଥିପାଇଁ ସେ ସବୁ ଚାପଗସ୍ତରେ ରହୁଥିଲା।

Ordigital Desk
• Published: Saturday, 16 December 2017
• Updated: 16 December 2017, 01:44 PM IST

Sports

Latest News

ବରଗଡ଼: ବରଗଡ଼ରେ ପୁଣି  ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଚାଷରେ କ୍ଷତି ଯୋଗୁଁ କୀଟନାଶକ ପିଇ ପୁଣି ଜଣେ ଚାଷୀ ଆତ୍ମହତ୍ୟା କରିଛନ୍ତି।  ମୃତ ଚାଷୀ ଭଟଲି ବ୍ଲକ୍ ଖରସେଲ ଗାଁର ରୋହିତ ଭୋଇ।

ରୋହିତ ହାତ ଉଧାର ଆଣି ପ୍ରାୟ ୩ ଏକର ଜମିରେ ଧାନ ଚାଷ କରିଥିଲେ। ମରୁଡ଼ି ସହ ଚକଡ଼ା ପୋକରେ ତାଙ୍କ ଫସଲ ଉଜୁଡି ଯାଇଥିବାରୁ ସେ ଚାପଗ୍ରସ୍ତ ଥିଲେ।  ମାନସିକ ଭାରସାମ୍ୟ ହରାଇ ସେ ଗତକାଲି ରାତିରେ କୀଟନାଶକ ପିଇଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ସକାଳେ ବରଗଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି।

ପରିବାଲୋକ ଅଭିଯୋଗ କରିଛନ୍ତିଯେ- ଗତକାଲି ରାତିରେ ରୋହିତ ବିଷ ପିଇଦେଇଥିଲା।   ଆଜି ତା’ର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଚାଷ ପାଇଁ ଲୋକଙ୍କ ପାଖରୁ  ସେ ଧାରଉଧାର କରିଥିଲା। ମରୁଡିରେ ମଧ୍ୟ ଧାନ ଫସଲ ନଷ୍ଟ ହୋଇଯାଇଥିଲା। ଏହାସହ ଧାନରେ ଚକଡା ଲାଗିଯାଇଥିଲା। ଏଥିପାଇଁ ସେ ସବୁ ଚାପଗସ୍ତରେ ରହୁଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos